Latest Odisha News

BREAKING NEWS

Browsing Category

ସାହିତ୍ୟ

ପୁସ୍ତକ ପରିଚୟ : ସୃଷ୍ଟି ସୁରକ୍ଷା ସୂତ୍ର

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ପ୍ରବନ୍ଧ ସଙ୍କଳନ : ସୃଷ୍ଟି ସୁରକ୍ଷା ସୂତ୍ର ଲେଖକ :ଶ୍ରୀବତ୍ସ ପ୍ରଧାନ ପୃଷ୍ଠା ‐ ୨୦୮, ମୂଲ୍ୟ ଟ୨୪୦ ମାତ୍ର ଓଡ଼ିଶାର ସୁପରିଚିତ ଗାଳ୍ପିକ, ପ୍ରାବନ୍ଧିକ ତଥା କବି ଚନ୍ଦ୍ରଶେଖର ରଥ ଏକ ସାକ୍ଷାତକାରରେ କହିଥିଲେ ଯେ ସାହିତ୍ୟିକର ପ୍ରଥମ ଓ…

କବିତା : ପଥିକ

ପ୍ରିୟମ୍ବଦା ସାମଲ ସାତସୁରେ ବନ୍ଧା ଏଇ ଜୀବନରେ ଦିଗହରା ସେ ପଥିକ କଣ୍ଟକିତ ପଥ କର ଆଲୋକିତ ତୁମେ ତ ଦିବ୍ୟ ନାୟକ। ଦେବାର ପଣରେ ତୁମେ ଯେ ଧନୀକ ନେବା ପଣେ ସିଏ ନିସ୍ବ ତୁମେ ଭାବମୟ ଭାବର ସାଗର ସେ ଅଟଇ ଝର ଶୁଷ୍କ । କର୍ମର ବୋଝରେ କ୍ଳାନ୍ତଶ୍ରାନ୍ତ କେବେ ବନ୍ଧୁରିତ ପଥ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଭାଗ୍ୟକୁ, ବୀରା ଆଉ କିଛି ପଚାରିବା ପୂର୍ବରୁ ସେ ଜାହାଜର ଜଣେ କର୍ମଚାରୀ ପହଞ୍ଚି କହିଲେ, “ସାର୍ ଓ ମାଡ଼ାମ୍‌, ଦୟାକରି ଏପଟକୁ ଚାଲିଆସନ୍ତୁ । ଆଉ ଏକ ଦଳ ଯାତ୍ରୀ ଏବେ ଏଠାକୁ ଆସିବେ ।” ସେ ଆଙ୍ଗୁଳି…

ଭାଷା ଭାଗବତ : ସତ୍ୟାସକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସରଳ ଶବ୍ଦ ବ୍ୟବହାର କରି ସତ୍ୟକୁ ବାରଂବାର ଯେ ଲେଖେ କିଂବା ପାରେ କହି ସବୁ ଉପେକ୍ଷା ଜାଣେ ସହି ସମାଜ ହେଲେ ସତ୍ୟ-ଚ୍ୟୁତ ସତ୍ୟଭାଷୀର ମତାମତ ମୁଖ୍ଯତଃ ହୁଏ ଉପେକ୍ଷିତ ଏହା ଏ ସମୟର ସତ ସତ୍ୟକୁ କରିଲେ ବଚନ ତହିଁର…

କବିତା : ସ୍ୱପ୍ନର ସଂସାର

ପ୍ରସେନଜିତ ସେଠୀ ମୁଁ ଶୋଇଯାଏ ଆପଣାର ଶେଯଟିଏ ପାରି ରାତ୍ରିର ଘୋର ଅନ୍ଧକାରେ କୋଠରୀରେ ଏକା ଏକା କ୍ଳାନ୍ତ ଆଳସ୍ୟ ଶରୀରରେ ନିଦ୍ରା ଦେବୀଙ୍କ ଆଗମନ। ନିଦ୍ରା ଯେବେ ହୋଇଯାଏ ଘୋର, ଟିକିଏ ଜଟିଳ ଆହାଃ କି ଆନନ୍ଦ! ସ୍ୱପ୍ନର ଘର ଖୋଲିଦିଏ ପ୍ରତିଟି ଦୁଆର କରିଦିଏ ମୋତେ ଆପଣାର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସିଡ଼୍ ଧୀର ସ୍ୱରରେ ଏକଥା କହୁଥାଏ ଯେମିତି ବୀରା ଶୁଣି ନପାରିବ । “ହଁ ମୁଁ ବୁଝୁଛି । କିନ୍ତୁ ଆମେ ତାକୁ ଦିନେ ଦୁଇଦିନର ସମୟ ଦେବା ଉଚିତ୍ । ଏମିତିରେ ବି ସମୀରାକୁ ହରାଇଥିବାର ଦୁଃଖ ଭିତରୁ ସେ ବାହାରି…

ଭାଷା ଭାଗବତ : ଅମୃତ କି ଗରଳ ?

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତ୍ୟକ୍ଷ ଯଶାର୍ଜନ ପାଇଁ ସଭାରେ ଠିଆ ହେଲେ ଯାଇ ଶୁଭିବ ଯେତେ କରତାଳି ଅର୍ଥ କାଢ଼ିବ କେତେ ଭଳି ସଭାର ଆୟୋଜନକାରୀ ହେଲେଁ ହେଁ ଧନ ଅଧିକାରୀ ମନରେ ଥାଏ ଯଶେଷଣା ତେଣୁ ହୁଅଂତି ଜଣାଶୁଣା ଲେଖକ ସଂଗ ଲାଭ କରି…

ସାହିତ୍ୟ ସବୁବେଳେ ମୋର ମିତଟିଏ ହୋଇ ରହିଥାଉ : ଶ୍ଵେତା ରାଉତ୍

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖିକା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶ୍ଵେତା ରାଉତ୍। ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ପ୍ରବନ୍ଧ ରଚନା କରି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି…

ଅଭୁଲା ଗୀତ : ପରଦେଶୀ ବନ୍ଧୁ ତୁମେ

ସଙ୍ଗୀତ : ଅକ୍ଷୟ ମହାନ୍ତି ଗାୟନ: ସିପ୍ରା ବୋଷ ଗୀତ : ଦେବଦାସ ଛୋଟରାୟ ଚଳଚ୍ଚିତ୍ର : କିଏ କାହାର, ୧୯୬୮ ପରଦେଶୀ ବନ୍ଧୁ ତୁମେ ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ିଉଡ଼ିକି ଯିବ ଉଡ଼ିଉଡ଼ିକି କିମ୍ପାଇଁ ବାନ୍ଧିଲି ମନ ମିଛେ ତୁମ କତିରେ କିମ୍ପାଇଁ ବାନ୍ଧିଲି ମନ ମିଛେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସିଡ଼୍‌ର କଥା ବୁଝିବା ପାଇଁ ରୋହାନ୍‌କୁ ଟିକେ ସମୟ ଲାଗିଲା । ମାତ୍ର ଯେତେବେଳେ ସେ ବୁଝି ପାରିଲା, ସର୍ବପ୍ରଥମେ ସେ ମୁହଁ ବୁଲେଇ ବୀରା ଆଡ଼କୁ ଚାହିଁଲା । ଖାସ୍ ଏଇୟା ଜାଣିବା ପାଇଁ ଯେ ସିଡ଼୍‌ର ପ୍ରଶ୍ନ ବୀରା…