Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ରୋହାନ୍ ଯେତେବେଳେ ଜଣାଇଲା ଯେ “ବେଗଲ” ଖାଇବା ପାଇଁ ବୀରା ନିକଟସ୍ଥ ଏକ କ୍ୟାଫେକୁ ଯାଇଛି, ସେତେବେଳେ ସିଡ଼୍ ଆଶ୍ଚର୍ଯ୍ୟ ହୋଇଥିଲେ ବି ଖୁସି ହୋଇଯାଇଥିଲା ଯେ ବୀରା ଧୀରେ ଧୀରେ ସହଜ ହେଲାଣି । ଏଇ ନିକଟରେ…

କବିତା : ସେଇ ହସ

ସଞ୍ଜିତା ପ୍ରଧାନ ଅଗଣିତ ଭାଗରେ ବିଭକ୍ତ ଆଜ ସନ୍ତର୍ପଣରେ ସାଉଁଟି ଥିବା ତୋ’ର ଅନିନ୍ଦ୍ୟ କଳେବର, ସମଗ୍ର ଅବୟବ କାଳାନଳେ ଦଗ୍ଧ ଆଜନ୍ମ ସଞ୍ଚିତ ସ୍ୱାଭିମାନର ।। ଦେଖିଥିବା ପୁଞ୍ଜାଏ ସ୍ବପ୍ନ ଚେଇଁଥିବା ମୁଦ୍ରିତ ନୟନ ଯୁଗଳେ ଅନାୟାସେ ନିବର୍ତ୍ତି ଯା’ନ୍ତି, ଅର୍ଣ୍ଣବ କଲ୍ଲୋଳେ…

ଭାଷା ଭାଗବତ : ଏକାଂତବାସୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏକାଂତବାସୀ ହୋଇ ଜଣେ ଲୁଚି ରହିଲେ ଘର କୋଣ ତା ମନ କରେ ପର୍ଯଟନ ସ୍ବେଚ୍ଛାରେ ଅନେକ ଭୁବନ ସେ ହେଲେ କାଳ, ସ୍ଥଳାଶ୍ରୟୀ ନିଜ ସାମର୍ଥ୍ୟ ଅନୁଯାୟୀ ଭାବକୁ କରିପାରେ ଲିପି ନ ରହେ ନିଷ୍କ୍ରିୟ କଦାପି ନିଜକୁ ନିଜେ ଦେଇ…

ହରପ୍ରିୟା ସାହୁଙ୍କ ‘ସପ୍ତବର୍ଣ୍ଣା’ ଏବଂ ‘ଶିଶୁ କବିତା ସମଗ୍ର’ ରାଜ୍ୟପାଳଙ୍କ ଉନ୍ମୋଚିତ

ଭୁବନେଶ୍ୱର : ସୁଶ୍ରୀ ହରପ୍ରିୟା ସାହୁଙ୍କ କବିତା ସଂକଳନ " ଶିଶୁ କବିତା ସମଗ୍ର" ଏବଂ ସାତଟି କବିତା ପୁସ୍ତକର ଏକତ୍ରିତ ରୂପ 'ସପ୍ତବର୍ଣ୍ଣା' ରାଜ ଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏକକାଳୀନ ଏତେ ସଂଖ୍ୟକ ପୁସ୍ତକ ପାଇଁ ରାଜ୍ୟପାଳ କବୀଙ୍କୁ ଅଭିନନ୍ଦନ…

ଗଳ୍ପ : ବର୍ଷା

ମଞ୍ଜୁ ରାଣୀ ବେହେରା କେଜାଣି କେଉଁଠି ଥିଲା ଏ ଅଦିନିଆ ବର୍ଷା ଏକା ସାଙ୍ଗରେ ଘଡ଼ ଘଡି, ବିଜୁଳି, ପବନ ଓ ସେଥିରେ କରକାପାତ। ତିନି ଘଣ୍ଟା ହେଲା ଲଗାତାର ବର୍ଷୁଛି ଯେ ଥମିବାର ନା ନାହିଁ। ରାସ୍ତାର ଡାହାଣ କଡ଼ରେ ଜରି ଟଣା ଏକ ଭଙ୍ଗା ଚାଳରୁ ବଇରି ସାଜିଥିବା ସେଇ ଶୂନ୍ୟ ଆକାଶକୁ ଦେଖି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ନା, ଆମେ ଜାଣିନେ...” ସିଡ଼୍ କହିଲା ପରେ ରୋହାନ୍ ଚମ୍‌କି ପଡ଼ି ପଚାରିଲା, “କ’ଣ ଜାଣିନେ?” “ମୁଁ ଏୟା କହିବାକୁ ଚାହେଁ ଯେ ବୀରା ଏବେ ଏବେ ତା' ଭଉଣୀକୁ ହରାଇବାର ଯେଉଁ ଦୁଃଖ ଓ ଯନ୍ତ୍ରଣା ସହୁଛି, ତାକୁ…

ଭାଷା ଭାଗବତ : ବିଚ୍ୟୁତି ଓ ଭ୍ରାଂତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାର ପ୍ରଚଳିତ ରୀତି ଥିଲେ କି ନ ଥିଲେ ବି ଯୁକ୍ତି ଜନସମାଜେ ଥାଏ ଚଳି ଧ୍ବନି ଓ ରୂପ କେତେ ଭଳି ଥାଉ, ନ ଥାଉ ଯୌକ୍ତିକତା ଗ୍ରହଣଶୀଳ ଲୋକ ମଥା ରୀତିକୁ କରିଲେ ସ୍ବୀକାର ଭାଷାଟେ ଚଳେ ନିରଂତର କେତେକ ସୁଜ୍ଞାନୀ ପଂଡିତ…

ଭଲ ବିଚାର

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜଣେ ଧନୀ ଲୋକ ଥିଲେ । ସେ ଦାନ ପୂଣ୍ୟ କରୁଥିଲେ । କିନ୍ତୁ ଧନୀକଙ୍କର ଉଦ୍ଦେଶ୍ୟ ଯେମିତି ସମସ୍ତେ କୁହନ୍ତୁ, ମୁଁ ଦାନ ପୂଣ୍ୟ କରୁଛି । ଏହା ଚାରିଆଡେ ପ୍ରଚାର ଓ ପ୍ରସାର ହେଉ । ଦିନେ ଏହାର ସୁଯୋଗ ପାଇ ଧନୀକଟି ଜଣେ ସାଧୁଙ୍କ ସହିତ…

ଅନୁବାଦ କବିତା : ଗୋଟିଏ ହାତ

ମୂଳ ବଙ୍ଗଳା: ବୁଦ୍ଧଦେବ ବସୁ  ଆକାଶରେ ମେଘ ଭର୍ତ୍ତି ଜନଶୂନ୍ୟ ରାସ୍ତା ଘାଟ ଚାରିଦିଗ ନୀରବ ନିଥର ରାସ୍ତାକଡ ଘର ସବୁ ନିବିଡ ଅନ୍ଧାର ନିଦ୍ରିତ ସହର। ମୋ ଦେହରେ କ୍ଳାନ୍ତି ଭରା ଅସୁମାରି ନିଦ ମୋ ଆଖିରେ ଚାଲିଚାଲି ଫେରୁଛି ଘରକୁ ଲାଗୁଛି ଆସିବ ବର୍ଷା ଖୁବ୍ ଶୀଘ୍ର ପହୁଣ୍ଡ…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦର ଗମନାଗମନ ଚାଲିଛି ଯେଣୁ ପ୍ରତି କ୍ଷଣ କିଏ ଗ୍ରହଣ କରେ କ'ଣ ? ତାହା ତାହାର ଇଚ୍ଛାଧୀନ ପୂରା ଭାଷାକୁ ନିୟଂତ୍ରଣ କରିବା ଚେଷ୍ଟା ଆସ୍ଫାଳନ ଯାହାର ଯେତେ ପ୍ରୟୋଜନ କରଂତି ସେପରି ଲିଖନ ସବୁ ପଦରେ ଖୋଜି ଖୁଣ…