Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ବାରଂବାର ପୁନରାବୃତ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶୁଭେଚ୍ଛା ଓ ଅଭିନଂଦନ ଏବେ ଜଣାଉଁ ପ୍ରତି ଦିନ ଏ ସବୁ ଯେଣୁ ସ୍ଥାୟୀ ଭାବ ନିର୍ଦିଷ୍ଟ ତିଥି ନ ଖୋଜିବ ତିନି ଶ' ପଇଁଷଠି ଦିନ ପରସ୍ପରଠୁଁ ହୋଇ ଭିନ୍ନ ଆସି, ଯାଆଂତି ଆପେ ଫେରି ଦାୟିତ୍ବ ନ ଥାଏ କାହାରି ଶୁଭେଚ୍ଛା-ଧାରୀ…

ଦୁର୍ଗୁଣ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜଣେ ମହାଜନ କୌଣସି ସ୍ଥାନକୁ ଯାଉଥିଲେ । ବାଟରେ ସେ ବିଶ୍ରାମ ନେବାକୁ ଅଟକିଲେ । ସେ ଏକ ଗଛ ତଳେ ଶୋଇବା ସମୟରେ ଏକ ସ୍ୱପ୍ନ ଦେଖିଲେ । ଜଣେ ବ୍ୟବସାୟୀ ରାସ୍ତାରେ ପାଞ୍ଚଟି ଗଧ ଉପରେ ବଡ ବଡ ବସ୍ତା ନେଇ ଯାଉଛନ୍ତି । ବସ୍ତା ଗୁଡ଼ିକ…

ଅନୁବାଦ କବିତା : ବିପରୀତ ଉଚ୍ଚାରଣ

ମୂଳ ବଙ୍ଗଳା: ଆଲ୍ ମାହମୁଦ୍ ମୁଁ ପ୍ରକୃତିର ଭାଷା ବୁଝେ ଶବ୍ଦହୀନତା ମଧ୍ୟ ମୋ ପାଖରେ ବେଳେ ବେଳେ ବାଂମୟ ପିଲାଦିନେ ଗଛ, ମାଛ, ଚଢ଼େଇ, ଏବଂ ପତଙ୍ଗ ସହିତ କଥାବାର୍ତ୍ତା କରିବାରେ ମୁଁ ଅଭ୍ୟସ୍ତ ଓ ସେଇଟା ମୋର ଖୁବ୍ ପ୍ରିୟ। କିନ୍ତୁ ଅସୁବିଧା ହେଉଛି ମଣିଷକୁ ନେଇ ମୋର ଧାରଣା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନିଜକୁ ସିଧା କରି ଠିଆ କରେଇବାକୁ ସେ ଡ୍ରେସିଂଗ୍ ଟେବୁଲ୍‌ର ଧାରକୁ ଜାବୁଡ଼ି ଧରିଲା । ଗୋଟେ ହାତରେ ଲଫାପା, ଆର ହାତଟି ଖୁବ୍ ଜୋର୍‌ରେ ଥରୁଥାଏ । ସେ ଗୋଟେ ଖଟ ଉପରେ ବସିପଡ଼ିଲା । କିଛି ବି ଭାବି ପାରୁ ନଥାଏ ।…

ଭାଷା ଭାଗବତ : ଭିଡ଼ର ଅଂଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭିଡ଼ରେ ସଭିଏଁ କହଂତି କେହି ବି ଶୁଣି ନ ପାରଂତି ଅନେକେ ହୋଇ ଏକମେଳ ସୃଷ୍ଟି କରଂତି କୋଳାହଳ ମିଳେନି କିଛି ଫଳାଫଳ ତେବେ ବି ହରାଇ ସଂବଳ ସଭିଏଁ କରି ଚଳାଚଳ ଅଂଗରୁ ନିଗାଡ଼ଂତି ଝାଳ ଲୋକଂକ ଏମିତି ସ୍ବଭାବ ଯୋଗୁଁ ହି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଦୀର୍ଘଶ୍ୱାସ ଛାଡ଼ି ବୀରା ତା\' ଘଚାାକୁ ଚାହିଁ ଦେଖିଲା । ୮.୫୫ ମିନିଟ୍ ହେଲାଣି । ପ୍ରାୟ ଚାଲିଶ ମିନିଟ୍ ହେବ ଡାଇନିଂ ହଲ୍‌ରେ ବସି ତିନିଥର ଧରି କଫି ପିଇ ସେ ସିଡ଼୍ ଓ ରୋହାନ୍‌ଙ୍କୁ ଅପେକ୍ଷା କରିଛି । ଏ…

କବିତା : ମୁଁ ଛାର ମଣିଷ

ଭାରତୀ ସରିତା ମହାନ୍ତି ଲେଖିଥିଲ ଭାଗ୍ୟ ହେ ପରମେଶ୍ବର ସାଥୀ ହେବ ଆଖି ଲୁହ ମମତାର ମୂଲ ବୁଝିବେନି କେହି କାହିଁ ଜନ୍ମ ଦେଲ କୁହ। ଅମାବସ୍ୟା ପରେ ଆସଇ ପୂର୍ଣ୍ଣିମା ସୁଖ ପରେ ଆସେ ଦୁଃଖ ମଣିଷଟିଏ ଯେ ସାଜୁଛି ପଥର ତୁମକୁ ଲାଗୁଛି ସୁଖ। ପାପୀ ତରିଯାଏ ତୁମ ନାମ ଧରି କେମିତି…

ଭାଷା ଭାଗବତ : ‘ ଛ ‘ ବର୍ଣ ବର୍ଜନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚକ:ଛକ ଓ ଚୋଟ:ଛୋଟ ପ୍ରଭେଦ ହୋଇଗଲେ ନଷ୍ଟ ଚାଲ:ଛାଲ ଓ ଚାପ:ଛାପ ପାର୍ଥକ୍ଯ କରିଲେ ବିଲୋପ ଗୁଂଡାଟି ଲୋକକୁ ଚେଚୁଚି ଲୋକଟି ଲୋତକ ପୋଚୁଚି କଦଳୀ ବଢ଼ିଆ ପାଚିଚି ଖାଇଲେ ପାଟିକୁ ରୁଚୁଚି ଯେନକେନ ଏଠି ବଂଚିଚି ଭଲମଂଦ କିଏ…

ପୁସ୍ତକ ପରିଚୟ : ଇଉ ଡି କେସ ଓ ଅନ୍ୟାନ୍ୟ ଗଳ୍ପ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା U.D. CASE ଓ ଅନ୍ୟାନ୍ୟ ଗଳ୍ପ ଗାଳ୍ପିକ : ବିଜୟ ପ୍ରଧାନ ପୃଷ୍ଠା ‐ ୧୬୮, ମୂଲ୍ୟ ‐ ଟ୧୩୦/- ମାତ୍ର ! ପ୍ରକାଶକ ‐ ଡୁଡୁଲି ପ୍ରୋସେସ୍ ଆଣ୍ଡ ଅଫସେଟ୍ ବିତରକ ‐ ପଶ୍ଚିମା ପବ୍ଲିକେଶନ, ଭୁବନେଶ୍ବର ଆଧୁନିକ ଓଡ଼ିଆ କଥାସାହିତ୍ୟର ଜଣେ ବର୍ଣ୍ଣିଳ…

ସ୍ୱଳ୍ପ ଗଳ୍ପ : ବିଶ୍ୱ ସାହିତ୍ୟର ପ୍ରଥମ ଆତ୍ମଜୀବନୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୫ ବହିଟିର ନାଆଁ ହେଉଛି,"ଦି ବୁକ୍ ଅଫ୍ ମାର୍ଜେରି କେମ୍ପେ"।ଏହି ବହିଟି ର ପ୍ରକାଶ କାଳ ହେଉଛି ଖ୍ରୀଅ ୧୪୩୦। ବହିଟି ଇଂରେଜୀ ଭାଷାରେ ଲିଖିତ।ଏହି ବହିଟି ସାହିତ୍ୟ ସମାଲୋଚକଙ୍କ ମତରେ ଏଯାବତ୍ ଉପଲବ୍ଧ ଆତ୍ମଜୀବନୀମୂଳକ ପୁସ୍ତକ…