Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଏମିତି କିଛି ଅଛି

ରାଜଲକ୍ଷ୍ମୀ ତ୍ରିପାଠୀ ସଞ୍ଜ ହେଲେ ଫୁଲଟି ଫୁଟିଲେ ଯେ ତିନି ହାତ ଭୂଇଁ ଉପରକୁ ଉଠି ଆକାଶ ଛୁଇଁବ କବି କିଛି କହେନାହିଁ ଘାରେ ତାକୁ ଅଙ୍କୁରିତ ବୀଜର ନିନାଦ କଢ଼ଟିଏ ଫୁଲ ହେବାବେଳେ ଗଣିଛି ସେ ଉଚ୍ଚ ଆକାଶରେ ଜହ୍ନ ଆଉ ତାରାଙ୍କ ମିଳିତ ପାଦଶବ୍ଦ । କହେନି ସେ ହୃଦୟଟିଏ ପ୍ରାଣ…

ଭାଷା ଭାଗବତ : ସମୂହ ହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୂର୍ଣ ଭାଷାର ପରିଚିତି ପାଇପାରେନି ଜଣେ ବ୍ୟକ୍ତି ଭାଷାଂଶ କରି ବ୍ୟବହାର ଚଳାଏ ସାହିତ୍ୟ ସଂସାର ଭାଷାର ବଡ଼ ଶବ୍ଦକୋଷ ପଢ଼ି କରିଲେ ସୁଦ୍ଧା ଶେଷ ତହିଁରୁ ଆହୁରି ଅଧିକ ଶବ୍ଦ ତ କହୁଥାଂତି ଲୋକ ଏ ସବୁ ଗୋଟି ଗୋଟି ଗଣି…

କବିତା : ନୀଳାଦ୍ରୀ ବିଜେ

ଗଦାଧର ସାହୁ ରତ୍ନ ସିଂହାସନ ଖାଲି ଖାଲି ଲାଗେ ଆସ ହେ ମଣିମା ଆସ, ଶୀରି ମନ୍ଦିରର ଶିରି ବଢାଇବ ତୁମରି ଅଧର ହସ । ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ କାହିଁ ଯାଇଥିଲ କୁହ, ପ୍ରଶ୍ନ ପଚାରିବେ କବାଟ କିଳିକି ଲକ୍ଷ୍ମୀଙ୍କୁ ଉତ୍ତର ଦିଅ । ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦେବ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ ! ଆମେ ଦେଖିଥିଲେ? ତା\'ହେଲେ ଯାତ୍ରୀଙ୍କୁ ଖଲାସ କରିବାର ପ୍ରକ୍ରିୟା ସେ ସିନେମାରେ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଦେଖେଇବାର କାରଣ କ’ଣ?” ସିଡ଼୍ ପଚାରିଲା । “ହଁ, ପ୍ରଥମ କଥା ହେଲ, ଟାଇଟାନିକ୍ ଜାହାଜଟି…

ଭାଷା ଭାଗବତ : ଗ୍ରଂଥ ବିଶ୍ଳେଷଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମୂଳଚୂଳ ବିଶ୍ଳେଷଣ ନିମଂତେ ଆଲୋଚକଗଣ ନୁହଂତି ଯେହେତୁ ଆଗ୍ରହୀ ପୁସ୍ତକ ଥାଏ ପଡ଼ିରହି ନ କରି ଗ୍ରଂଥ ଅଧ୍ୟୟନ ଗଂଥକାରଂକୁ ଦେଲେ ମାନ ସୁଜ୍ଞାତ ହୁଏ ତାଂକ ମୁଖ ପୃଷ୍ଠାକୁ ଚରୁଥାଂତି ପୋକ କବିଂକୁ କରିଦେଲେ ମୂର୍ତି…

କବିତା : ମରୀଚିକା

ଶୈଳେନ୍ଦ୍ର ନାରାୟଣ ବେହେରା  ମନ୍ତ୍ରମୁଗ୍ଧ ପୁରୁଷଟିଏ ମୁଁ ତୁମ ଗୁଣରେ ବନ୍ଧା ପଡ଼ିଛି ଅହଂକାର କୁ କରଜ ଦେଇ ମୁଁ ପଣତ ତଳେ ଆଶ୍ରା ନେଇଛି। ଅମାନିଆ ଅଶ୍ରୁ ଯେ ବାଟ ଖୋଜୁଛି ତଟିନୀ ପ୍ରାୟେ ସେ ବୋହିଯାଉଅଛି ରୋକନାହିଁ କେବେ ବି ତାକୁ କଳ କଳ ନାଦ ତା’ର ଭଲ ଲାଗୁଛି।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ତମେ କ'ଣ କିଛି ଖାଇବ ବୀରା?”, ଏ ପ୍ରଶ୍ନର ଉଚାରରେ ମୁଣ୍ଡ ହଲେଇ ବୀରାnମନା କରୁଥିଲେ ବି ରୋହାନ୍ ତିନି ପ୍ଲେଟ୍ ଜଳଖିଆ ପାଇଁ ୱେଟର୍‌କୁ ବରାଦ ଦେଇ ସେnଦୁହିଁଙ୍କୁ ସାଙ୍ଗରେ ଧରି ଜାହାଜର ମୁଖ୍ୟ ପ୍ରବେଶ ଦ୍ୱାର…

ଭାଷା ଭାଗବତ : ଜ୍ଞାନ ସଂଚୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ପ୍ରସାରିତ ହେଲେ ହିଁ ସାହିତ୍ୟର ହିତ ହୋଇଲେ ସାହିତ୍ୟ-ରହିତ ଭାଷାଟେ ନୁହେ ସୁରକ୍ଷିତ କେବଳ କଥାବାର୍ତା ବଳେ ଭାଷାଟେ ଧ୍ବନି ହୋଇ ଚଳେ ଧ୍ବନି ଯେହେତୁ କ୍ଷୀଣଜୀବୀ ଭାଷାଟେ ହୁଏନି ପ୍ରଭାବୀ ସକଳ ପ୍ରକାର…

ଅନ୍ତିମ ନିଷ୍ପତ୍ତି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜଙ୍ଗଲରେ ଏକ ଗର୍ଭବତୀ ହରିଣ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଥିଲା । ସେ ଏକ ନିକାଞ୍ଚନ ସ୍ଥାନ ଖୋଜି ବୁଲୁଥିଲା । ସେ ନଦୀ କୂଳରେ ଉଚ୍ଚ ଘନ ଘାସ ଥିବା ସ୍ଥାନଟିଏ ଦେଖିଲା । ଶିଶୁକୁ ଜନ୍ମ ଦେବା ପାଇଁ ଉପଯୁକ୍ତ ସ୍ଥାନ ମଣିଲା ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପୁଅକୁ ଲୁଚେଇ ଲୁଚେଇ ମହିଳାଜଣକ ନିଜ ଲୁହ ପୋଛି ଦେଉଥାଆନ୍ତି । ଉଦାସ ରୋହାନ୍ ଭାବୁଥାଏ, ଏ ସବୁ ଭାଗ୍ୟର ବିଡ଼ମ୍ବନା, ଯାହା ଫଳରେ ଏ ପରିବାର ସବୁ ବିଚ୍ଛିନ୍ନ, ଆଉ ଏମାନଙ୍କ ଜୀବନ ଧ୍ୱଂସ୍ତବିଧ୍ୱଂସ୍ତ ।…