Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ କବିତା : ଗୋଟିଏ ହାତ

ମୂଳ ବଙ୍ଗଳା: ବୁଦ୍ଧଦେବ ବସୁ  ଆକାଶରେ ମେଘ ଭର୍ତ୍ତି ଜନଶୂନ୍ୟ ରାସ୍ତା ଘାଟ ଚାରିଦିଗ ନୀରବ ନିଥର ରାସ୍ତାକଡ ଘର ସବୁ ନିବିଡ ଅନ୍ଧାର ନିଦ୍ରିତ ସହର। ମୋ ଦେହରେ କ୍ଳାନ୍ତି ଭରା ଅସୁମାରି ନିଦ ମୋ ଆଖିରେ ଚାଲିଚାଲି ଫେରୁଛି ଘରକୁ ଲାଗୁଛି ଆସିବ ବର୍ଷା ଖୁବ୍ ଶୀଘ୍ର ପହୁଣ୍ଡ…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦର ଗମନାଗମନ ଚାଲିଛି ଯେଣୁ ପ୍ରତି କ୍ଷଣ କିଏ ଗ୍ରହଣ କରେ କ'ଣ ? ତାହା ତାହାର ଇଚ୍ଛାଧୀନ ପୂରା ଭାଷାକୁ ନିୟଂତ୍ରଣ କରିବା ଚେଷ୍ଟା ଆସ୍ଫାଳନ ଯାହାର ଯେତେ ପ୍ରୟୋଜନ କରଂତି ସେପରି ଲିଖନ ସବୁ ପଦରେ ଖୋଜି ଖୁଣ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ବେକାରିଆ କଥା ସବୁ...”, ରାଗ ତମତମ ହୋଇ ସିଡ଼୍ ନିଜକୁ ନିଜେ କହୁଥାଏ, “ଏକେ ତ ଏଠି ବୀରା ଯିଏ ତା' ଭଉଣୀକୁ ହରେଇ ସାରିଛି । ଆଉ, ବୋଧହୁଏ, ତା' ବାପାମା’ଙ୍କୁ ବି... ଅଥଚ ସେ ନିଜେ କେବଳ ନିଜ ସମସ୍ୟା କଥା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ତା'ହେଲେ ରୋହାନ୍ ଆଖିରେ ଏତେ ରାଗ କ'ଣ ପାଇଁ! ଆଉ ସିଡ଼୍ ଯଦି କହେ, ଯେ ସେ ରୋହାନ୍‌କୁ ଈର୍ଷା କରୁନି ବୋଲି, ତେବେ ସେ ମିଛ କହୁଛି ବୋଲି ବୁଝିବାକୁ ହେବ । ଯା’ହେଲେ ବି ରୋହାନ୍ ବେଶୀ ସୁନ୍ଦର, ବୁଦ୍ଧିମାନ…

ଭାଷା ଭାଗବତ : କବିତା ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୂର୍ବାପର ସଂପୃକ୍ତ ଚିଂତା ସ୍ନିଗ୍‌ଧ ଶବ୍ଦରେ ହେଲେ ଗୁଂଥା ତହିଁର ପ୍ରବହମାନତା ସଂସାରେ ବୋଲାଏ କବିତା ଏହାର ବହୁ ବ୍ୟତିକ୍ରମ ଶୁଭିଲେ ସୁଦ୍ଧା ମନୋରମ ନ ଥିଲେ ଅନନ୍ୟ ଭାବନା କବିତା ରୂପେ ନୁହେ ଗଣା ଶବ୍ଦରେ କଲେ…

ପୁସ୍ତକ ପରିଚୟ : ସୃଷ୍ଟି ସୁରକ୍ଷା ସୂତ୍ର

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ପ୍ରବନ୍ଧ ସଙ୍କଳନ : ସୃଷ୍ଟି ସୁରକ୍ଷା ସୂତ୍ର ଲେଖକ :ଶ୍ରୀବତ୍ସ ପ୍ରଧାନ ପୃଷ୍ଠା ‐ ୨୦୮, ମୂଲ୍ୟ ଟ୨୪୦ ମାତ୍ର ଓଡ଼ିଶାର ସୁପରିଚିତ ଗାଳ୍ପିକ, ପ୍ରାବନ୍ଧିକ ତଥା କବି ଚନ୍ଦ୍ରଶେଖର ରଥ ଏକ ସାକ୍ଷାତକାରରେ କହିଥିଲେ ଯେ ସାହିତ୍ୟିକର ପ୍ରଥମ ଓ…

କବିତା : ପଥିକ

ପ୍ରିୟମ୍ବଦା ସାମଲ ସାତସୁରେ ବନ୍ଧା ଏଇ ଜୀବନରେ ଦିଗହରା ସେ ପଥିକ କଣ୍ଟକିତ ପଥ କର ଆଲୋକିତ ତୁମେ ତ ଦିବ୍ୟ ନାୟକ। ଦେବାର ପଣରେ ତୁମେ ଯେ ଧନୀକ ନେବା ପଣେ ସିଏ ନିସ୍ବ ତୁମେ ଭାବମୟ ଭାବର ସାଗର ସେ ଅଟଇ ଝର ଶୁଷ୍କ । କର୍ମର ବୋଝରେ କ୍ଳାନ୍ତଶ୍ରାନ୍ତ କେବେ ବନ୍ଧୁରିତ ପଥ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଭାଗ୍ୟକୁ, ବୀରା ଆଉ କିଛି ପଚାରିବା ପୂର୍ବରୁ ସେ ଜାହାଜର ଜଣେ କର୍ମଚାରୀ ପହଞ୍ଚି କହିଲେ, “ସାର୍ ଓ ମାଡ଼ାମ୍‌, ଦୟାକରି ଏପଟକୁ ଚାଲିଆସନ୍ତୁ । ଆଉ ଏକ ଦଳ ଯାତ୍ରୀ ଏବେ ଏଠାକୁ ଆସିବେ ।” ସେ ଆଙ୍ଗୁଳି…

ଭାଷା ଭାଗବତ : ସତ୍ୟାସକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସରଳ ଶବ୍ଦ ବ୍ୟବହାର କରି ସତ୍ୟକୁ ବାରଂବାର ଯେ ଲେଖେ କିଂବା ପାରେ କହି ସବୁ ଉପେକ୍ଷା ଜାଣେ ସହି ସମାଜ ହେଲେ ସତ୍ୟ-ଚ୍ୟୁତ ସତ୍ୟଭାଷୀର ମତାମତ ମୁଖ୍ଯତଃ ହୁଏ ଉପେକ୍ଷିତ ଏହା ଏ ସମୟର ସତ ସତ୍ୟକୁ କରିଲେ ବଚନ ତହିଁର…

କବିତା : ସ୍ୱପ୍ନର ସଂସାର

ପ୍ରସେନଜିତ ସେଠୀ ମୁଁ ଶୋଇଯାଏ ଆପଣାର ଶେଯଟିଏ ପାରି ରାତ୍ରିର ଘୋର ଅନ୍ଧକାରେ କୋଠରୀରେ ଏକା ଏକା କ୍ଳାନ୍ତ ଆଳସ୍ୟ ଶରୀରରେ ନିଦ୍ରା ଦେବୀଙ୍କ ଆଗମନ। ନିଦ୍ରା ଯେବେ ହୋଇଯାଏ ଘୋର, ଟିକିଏ ଜଟିଳ ଆହାଃ କି ଆନନ୍ଦ! ସ୍ୱପ୍ନର ଘର ଖୋଲିଦିଏ ପ୍ରତିଟି ଦୁଆର କରିଦିଏ ମୋତେ ଆପଣାର…