Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ଫକୀରମୋହନଙ୍କ ଅଣନାତୁଣୀଙ୍କୁ ଅନୁରୋଧ ପତ୍ର

ରାଉରକେଲା : କଲଚରାଲ ଏକାଡେମୀ , ରାଉରକେଲା ପକ୍ଷରୁ ଓଡ଼ିଆ ସାହିତ୍ୟର ମହାନ ସ୍ରଷ୍ଟା ଫକୀର ମୋହନ ସେନାପତିଙ୍କ ଅଣ ନାତୁଣୀ ମିନାକ୍ଷୀ ଦତ୍ତଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି। ନିକଟରେ ଫକୀରମୋହନଙ୍କ ରଚିତ ରେବତୀ ଗଳ୍ପଟି ପୃଥିବୀର ୩୬ଟି ଭାଷାରେ ଅନୂଦିତ ହୋଇ ଓଡ଼ିଶା ତଥା ଓଡ଼ିଆ…

ଆଇଆଇଏମ୍‍ସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ଢେଙ୍କାନାଳ : ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ପକ୍ଷରୁ ଅନଲାଇନ ମାଧ୍ୟମରେ 'ଓଡ଼ିଆ ସାମ୍ବାଦିକତା ଦିବସ' ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଅନୁବାଦକ ତଥା ସ୍ତମ୍ଭକାର ପ୍ରଫେସର ଯତୀନ୍ଦ୍ର ନାୟକ ଯୋଗଦେଇଥିଲେ l ‘ସାମ୍ବାଦିକତା ଓ…

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ 'ଦାସିଆ ସାଂସ୍କୃତିକ ପରିଷଦ', ତରଫରୁ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଶେଷlନନ୍ଦ ମିଶ୍ର ଓ କାର୍ତ୍ତିକ ମଲ୍ଲିକ ମୁଖ୍ୟବକ୍ତା ଭାବରେ…

କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଫୋକଲୋର ଅଫ ଓଡ଼ିଶା’

ଭୁବନେଶ୍ୱର : କେଦାରନାଥ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ "ଫୋକଲୋର ଅଫ ଓଡ଼ିଶା" ଶୀର୍ଷକରେ , 'କେଦାରନାଥ ସ୍ମାରକୀ ବକ୍ତୃତାମାଳା' ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ଲୋକ ସଂସ୍କୃତି…

ଅକ୍ଟୋବର ୨ରେ ଉନ୍ମୋଚିତ ହେବ ‘ ଗାନ୍ଧୀ ସୌରଭ ‘ ସ୍ମରଣୀକା

ବ୍ରହ୍ମପୁର : ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ, ଶତ ବାର୍ଷିକୀ ଉତ୍ସବ ପାଳନ ସ୍ମରଣୀକା କମିଟିର  ଏକ ବୈଠକ , ସ୍ଥାନୀୟ କେ.ସି. ପବ୍ଲିକ ସ୍କୁଲ ପରିସରରେ , ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଏକ ସ୍ମରଣୀକା "ଗାନ୍ଧୀ ସୌରଭ" ଆସନ୍ତା ଅକ୍ଟୋବର ୨ ରେ…

ରଞ୍ଜନ କୁମାର ଦାସଙ୍କ କବିତା ସଙ୍କଳନ ‘ସମୟର ସାତରଙ୍ଗ’ ଉନ୍ମୋଚିତ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକସ ଆନୁକୂଲ୍ୟରେ ଆୟୋଜିତ ଏକ ଉତ୍ସବରେ , କବି ତଥା ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଦ୍ବାଦଶ କବିତା ସଙ୍କଳନ "ସମୟର ସାତରଙ୍ଗ" ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ମୁଖ୍ୟଅତିଥି ଭାବେ…

‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତଃ ମହାପାତ୍ର ନୀଳମଣି ସାହୁଙ୍କ ପୁତ୍ର ସ୍ବର୍ଗତଃ ଗୁରୁପ୍ରସାଦ ମହାପାତ୍ରଙ୍କ ସଂକଳିତ ପୁସ୍ତକ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’ ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।…

ଦେବଦାସ ଛୋଟରାୟଙ୍କ ‘ ବିଜୁବାବୁ ‘ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ବର : ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ ପୁସ୍ତକ "ବିଜୁବାବୁ" ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ୱାରା ପ୍ରକାଶିତ ଏ ପୁସ୍ତକ , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ…

ନୃସିଂହ ତରାଇଙ୍କ ଇଂରାଜୀ କବିତା ସଙ୍କଳନ ‘ଏ ପାମଫୁଲ ଅଫ ପେନ’ ଉନ୍ମୋଚିତ

ଭୁବନେଶ୍ୱର : ବ୍ଲାକ ଇଗଲ ପବ୍ଲିକେଶନ ଦ୍ୱାରା ପ୍ରକାଶିତ କବି ନୃସିଂହ ତରାଇଙ୍କ ଇଂରାଜୀ କବିତା ପୁସ୍ତକ ‘ଏ ପାମଫୁଲ ଅଫ ପେନ’ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପରିସରରେ , ଏକାଡ଼େମୀର ସଭାପତି ବିଶିଷ୍ଟ କବି ହୃଷିକେଶ ମଲ୍ଲିକ ଓ ସଚିବ, ବରି ପ୍ରଶାସକ ତଥା କବି ପ୍ରବୋଧ ରାଉତଙ୍କ ଦ୍ୱାରା ଉନ୍ମୋଚିତ…

‘କାର୍ ଫେଷ୍ଟିଭାଲ୍ ଅଫ୍ ଲର୍ଡ ଜଗନ୍ନାଥ’ର ନୂତନ ସଂସ୍କରଣ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ରାଜ ଭବନ ପରିସରରେ ସ୍ବର୍ଗତଃ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ଲୋକପ୍ରିୟ ପୁସ୍ତକ 'କାର୍ ଫେଷ୍ଟିଭାଲ୍ ଅଫ୍ ଲର୍ଡ ଜଗନ୍ନାଥ'ର ନୂତନ ସଂସ୍କରଣ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ପୁସ୍ତକଟି…