Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ଭୀମ ପୃଷ୍ଟି ପାଇଲେ ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’

ଭୁବନେଶ୍ୱର : ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଲେଖକ, କବି ଓ କଳାକାରଙ୍କୁ ନେଇ ଏକ ବନ୍ଧୁମିଳନ ତଥା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’ ପ୍ରଦାନ…

ନୀହାରିକା ମଲ୍ଲିକଙ୍କ ଅନୁବାଦ ପୁସ୍ତକ ‘ମୁଁ ଓ ମୁଁ’ ଉନ୍ମୋଚିତ

ନବରଙ୍ଗପୁର : ପବିତ୍ର ଶକ୍ତିପୀଠ ମା ଭଣ୍ଡାର ଘରଣୀ ମନ୍ଦିର ପରିସରରେ , ନୀହାରିକା ମଲ୍ଲିକଙ୍କ ଅନୁବାଦ ପୁସ୍ତକ ‘ମୁଁ ଓ ମୁଁ’ ଉନ୍ମୋଚିତ ହୋଇଯାଇଛି । ପ୍ରଖ୍ୟାତ ହିନ୍ଦୀ ଲେଖିକା ମୃଦୁଳା ଗର୍ଗଙ୍କ ଲିଖିତ 'ମୈଁ ଔର ମୈଁ’ର ଏହା ଓଡ଼ିଆ ରୂପାନ୍ତର । ଏହି ଅବସରରେ ଅନୁବାଦିକାଙ୍କ ସହ…

‘ଇନ୍ଟାକ’ର ବାର୍ଷିକ ଐତିହ୍ୟ କୁଇଜ୍ ପ୍ରତିଯୋଗିତା

ଭୁବନେଶ୍ୱର : ଇଣ୍ଡିଆନ ନେସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲ୍ଚରାଲ ହେରିଟେଜ ( ଇନ୍ଟାକ ) ପକ୍ଷରୁ ବାର୍ଷିକ ଐତିହ୍ୟ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ଇନ୍ଟାକର ରାଜ୍ୟ ଆବାହକ ତଥା…

ଓଡ଼ିଶା ଓ ଦକ୍ଷିଣ ଏସିଆ ରାଷ୍ଟ୍ରର ନୌବାଣିଜ୍ୟ ସମ୍ପର୍କରେ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର : ପ୍ରାଚୀନ ଶିକ୍ଷା ଓ ସାଂସ୍କୃତିକ ନ୍ୟାସ ଆନୁକୂଲ୍ୟରେ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶାର ପ୍ରାଚୀନତା ଓ ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକ ସହ ଏହାର ନୌବାଣିଜ୍ୟ ସମ୍ପର୍କ ବିଷୟରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ପ୍ରତିଷ୍ଠାନର ସଭାୀପତି ରଘୁନାଥ…

ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବର ‘ମୌସୁମୀ’ କବିତା ଆସର

ଭୁବନେଶ୍ୱର : ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବ ଓଡ଼ିଶା ଶାଖା ତରଫରୁ ଅନଲାଇନ ମାଧ୍ୟମରେ 'ମୌସୁମୀ' କବିତା ଆସର ଆୟୋଜିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଫନି ମହାନ୍ତି ମୁଖ୍ୟ ଅତିଥି ଭାବରେ ଏବଂ ସୁଚେତା ମିଶ୍ର ଓ ସଂଜିତ ବଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।…

ମୋ ଲେଖା ମୋ ଦୁନିଆ ପକ୍ଷରୁ ରାଜ୍ୟ ସ୍ତରୀୟ ଅନଲାଇନ କବିତା ଆସର

କଳାହାଣ୍ଡି : ପବିତ୍ର ଜନ୍ମାଷ୍ଟମୀ ଅବସରରେ 'ମୋ ଲେଖା ମୋ ଦୁନିଆ' ଅନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି । ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବରେ କଲିକତାରୁ କବି ତଥା ଯୋଗଗୁରୁ ସନାତନ ମହାକୁଡ଼ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ…

ପ୍ରତିଭା ରାୟ ପାଇବେ ‘ଉତ୍କଳ ରତ୍ନ’

କଟକ : ବିଶିଷ୍ଟ ସାରସ୍ୱତ ଅନୁଷ୍ଠାନ "ଉତ୍କଳ ସାହିତ୍ୟ ସମାଜ " ପକ୍ଷରୁ ସାହିତ୍ୟିକା ପ୍ରତିଭା ରାୟଙ୍କୁ ଚଳିତ ବର୍ଷ ପାଇଁ ସର୍ବୋଚ୍ଚ ସମ୍ମାନ "ଉତ୍କଳ ରତ୍ନ" ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ସେଇ ଭଳି ଭୀମ ପୃଷ୍ଟି , "ଶୁକଦେବ ସାହୁ ଉପନ୍ୟାସ ସମ୍ମାନ ," ଆର୍ଯ୍ୟ ଯଜ୍ଞଦତ୍ତ,…

ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ସହ ପାଞ୍ଚୋଟି ‘ଆଧୁନିକ ସଙ୍ଗୀତ’ ଲୋକାର୍ପିତ

ଭୁବନେଶ୍ୱର : ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟର , ଭୁବନେଶ୍ୱର ପରିସରରେ କବି ନିରଞ୍ଜନ ସେଠୀଙ୍କ ରଚିତ, ପୁଣ୍ୟବ୍ରହ୍ମ ଶୀର୍ଷକରେ , କଣ୍ଠଶିଳ୍ପୀ ଶ୍ରୀଚରଣଙ୍କ କଣ୍ଠରେ ଗୋଟିଏ ଗୀତ 'କଳା ଠାକୁର' ଏବଂ ସ୍ମୃତିନୀଡ଼ ଶୀର୍ଷକରେ ପାଞ୍ଚୋଟି 'ଆଧୁନିଜ ଗୀତ' ଲୋକାର୍ପିତ ହୋଇଯାଇଛି। ଏହି…

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଅନଲାଇନ ଆଲୋଚନା ଚକ୍ର

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ବ୍ୟାସକବି ଫକୀରମୋହନ ଭବନ, ନୟାପଲ୍ଲୀ, ଭୁବନେଶ୍ୱର, ଆନୁକୂଲ୍ୟରେ ଗୁଗୁଲ ମିଟ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍କନ୍ଦ ପୁରାଣ , ପାଞ୍ଚ ରାତ୍ରର ପ୍ରଚାର ପ୍ରସାର ନିମନ୍ତେ…

ଆଜାଦୀ କା ଅମୃତ ମହୋତ୍ସବ ସହ ୫୪ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାର ପରିସରରେ, ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ "ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ସମ୍ବାଦପତ୍ରମାନଙ୍କ ଭୂମିକା" ଶୀର୍ଷକରେ, ' ୫୪ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ' ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସଭାପତିତ୍ୱରେ, ଏହି…