Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ସୃଷ୍ଟି ଫାଉଣ୍ଡେସନ ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ : ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ 'ସୃଷ୍ଟି ଫାଉଣ୍ଡେସନ' ଆନୁକୂଲ୍ୟରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘଙ୍କ ନେତୃତ୍ୱରେ କୋଭିଡ କଟକଣା ପାଳନ ସହ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ଅନେକ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଉପସ୍ଥିତ…

ସାହିତ୍ୟାୟନ ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବିଶିଷ୍ଠ ସାହିତ୍ୟ ସଂସ୍ଥା 'ସାହିତ୍ୟାୟନ' ପକ୍ଷରୁ ମନୋଜ ଦାସଙ୍କ ସ୍ମୃତିରେ 'ଅଦୂରବିଦେଶୀ ମନୋଜ' ଶୀର୍ଷକରେ ଅନଲାଇନ ମାଧ୍ୟମରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି । ଜୟକୃଷ୍ଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାକୁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦଘାଟନ କରି…

ଓଡ଼ିଆ ହାସ୍ୟକବି ସମ୍ମିଳନୀ ତରଫରୁ ବ୍ୟଙ୍ଗକାର ଡମ୍ବରୁଧର ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ବ୍ୟଙ୍ଗକାର ଡମ୍ବରୁଧର ପଟ୍ଟନାୟକଙ୍କ ସ୍ମୃତିରେ ଓଡ଼ିଆ ହାସ୍ୟକବି ସମ୍ମିଳନୀ ତରଫରୁ ଅନଲାଇନ ମାଧ୍ୟମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମାତ୍ର ୫୨ ବର୍ଷ ବୟସରେ ଗତ ଅପ୍ରେଲ ୨୨ରେ…

ମନୋଜ ଦାସଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ‘ମନୋଜାୟନ’ କାର୍ଯ୍ୟକ୍ରମ

ଭବାନୀପାଟଣା : ନର୍ଲା ବ୍ଲକ୍ ବୁଢ଼ୀପଦରସ୍ଥିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଅନଲାଇନ ମାଧ୍ୟମରେ ରାଜ୍ୟସ୍ତରୀୟ 'ମନୋଜାୟନ' କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ା ମାଝୀଙ୍କ…

କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଓଡ଼ିଆ ଭାଗବତରେ ସୁଭାଷିତ’ ଶୀର୍ଷକ ୱେବିନାର ଆୟୋଜିତ

ଭୁବନେଶ୍ୱର : କେଦାରନାଥ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ କେଦାର ସ୍ମାରକୀ ବକ୍ତୃତାମାଳା କାର୍ଯ୍ୟକ୍ରମରେ 'ଓଡ଼ିଆ ଭାଗବତରେ ସୁଭାଷିତ' ଶୀର୍ଷକରେ, ୱେବିନାର ମାଧ୍ୟମରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ପୂର୍ବତନ ଆଇଏଏସ ଅଧିକାରୀ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ଅନଲାଇନ ମାଧ୍ୟମରେ ଇଂରାଜୀ ପୁସ୍ତକ ‘ଭୁବନେଶ୍ୱର’ ଉନ୍ମୋଚିତ

ଭୁବନେଶ୍ୱର : ମହାଦେବଙ୍କ ମହିମାକୁ କେନ୍ଦ୍ର କରି 'ସରନା ଏଜୁକେସନାଲ ଏଣ୍ଡ କଲଚରାଲ ସର୍ଭିସେସ' ଆନୁକୂଲ୍ୟରେ ଇଂରାଜୀ ଭାଷାରେ ରଚିତ ଓ ପ୍ରସ୍ତୁତ 'ଭୁବନେଶ୍ୱର-ଲର୍ଡ ଶିବଜ ଇଷ୍ଟର୍ଣ୍ଣ ଆବୋଡ଼' ଶୀର୍ଷକ ପର୍ଯ୍ୟଟନ କୈନ୍ଦ୍ରିକ ପୁସ୍ତକର ଉନ୍ମୋଚନ ଅନଲାଇନ ମାଧ୍ୟମରେ ହୋଇଯାଇଛି। ଏହି ପୁସ୍ତକଟି…

ଆରପାରିରେ ସାହିତ୍ୟିକ ଡମ୍ବରୁଧର ପଟ୍ଟନାୟକ

ରାୟଗଡ଼ା : ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ରାୟଗଡ଼ା ଜିଲ୍ଲା ପ୍ରତିନିଧି ଡମ୍ବରୁଧର ପଟ୍ଟନାୟକଙ୍କ ୫୨ବର୍ଷ ବୟସରେ ପରଲୋକ ଘଟିଛି । ସମ୍ପ୍ରତି ସେ ଓଡ଼ିଶା ସରକାରଙ୍କ ବାଣିଜ୍ୟ କର ବିଭାଗରେ ଜଣେ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସେ…

ନଳିନୀ ପ୍ରଭା ଦାଶଙ୍କ ‘ନିଡ଼ଫେରେ’ ଉନ୍ମୋଚିତ

ସମ୍ବଲପୁର : ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ପ୍ରଭା ଦାଶଙ୍କ କବିତା ସଙ୍କଳନ 'ନିଡ଼ଫେରେ' ପ୍ରଫେସର ଶଶାଙ୍କ ଶେଖର ନନ୍ଦଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସୁଶାନ୍ତ ପଣ୍ଡା ଏହି…

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ତରଫରୁ ଅନଲାଇନ କବିତା ଆସର

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ପାଳନ ଅବସରରେ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର( ଆର୍ . ପି. ଓ.ପି ) ଆନୁକୂଲ୍ୟରେ ଏକ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ସାରସ୍ୱତ ସଭାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡ.…

ସୁସ୍ମିତା ଦାସଙ୍କ କଣ୍ଠରେ ଶୁଭିବ ‘ପ୍ରେମର ପରିଭାଷା’

ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଅୟିଗିରି ନନ୍ଦିନୀ ଗୀତର ବିପୁଳ ସଫଳତା ପରେ ଆଉ ଏକ ସୁନ୍ଦର ସଙ୍ଗୀତ ଭେଟି ଦେବାକୁ ଯାଉଛନ୍ତି । ନିର୍ଦ୍ଦେଶକ ରାଜେଶ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପ୍ରସିଦ୍ଧ କବି ମାୟାଧର ମାନସିଂଙ୍କ କବିତା 'ପ୍ରେମର ଭାଷା'କୁ ସେ ସଙ୍ଗୀତର…