Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

କନ୍ଧମାଳରେ କଳିଙ୍ଗ ସାହିତ୍ୟ ମହୋତ୍ସବ; ଜାଣନ୍ତୁ କେବେଠାରୁ ଆରମ୍ଭ..

ଭୁବନେଶ୍ୱର : ପ୍ରକୃତି, ସଂସ୍କୃତି ଓ ସାହିତ୍ୟ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ବିଷୟରେ ଚର୍ଚ୍ଚା କରିବା ପାଇଁ ଓଡିଶା ଡାଏରୀ ଫାଉଣ୍ଡେସନ ଓ କଳିଙ୍ଗ ସାହିତ୍ୟ ମହୋତ୍ସବର ମିଳିତ ପ୍ରୟାସରେ ଆସନ୍ତା ଡିସେମ୍ବର ୧୪ ଓ ୧୫ ତାରିଖରେ ଫୁଲବାଣୀଠାରେ ଦ୍ଵିତୀୟ କନ୍ଧମାଳ ସାହିତ୍ୟ ମହୋତ୍ସବ ଆରମ୍ଭ…

ରାଜ୍ୟ ପୁସ୍ତକ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା: ଶ୍ରୀଲଙ୍କା ସାହିତ୍ୟିକ ଦୟା ଦିସାନାୟେକ ମୁଖ୍ୟବକ୍ତା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ । ‘ଅକ୍ଷର’ ନାମରେ ନାମିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଆଜି ଏହି ମହୋତ୍ସବର ଦ୍ଵିତୀୟ…

କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ : ଦୟା ଦିସାନାୟକେ।

ଭୁବନେଶ୍ବର: ପ୍ରଚଳିତ ତଥ୍ୟ ଓ ଉପଲବ୍ଧ ଅଧ୍ୟୟନରୁ କଳିଙ୍ଗ ଯୁଦ୍ଧ ହୋଇଥିବାର କୌଣସି ପ୍ରମାଣ ମିଳୁନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି ଶ୍ରୀଲଙ୍କାର ବିଶିଷ୍ଟ ସାହିତ୍ୟିକ ତଥା 'ଅଶୋକ କିଏ' ପୁସ୍ତକର ରଚୟିତା ଦୟା ଦିସାନାୟକେ। ଏଠାରେ ଅନୁଷ୍ଠିତ ହେଇଆସୁଥିବା ମାସିକ କେ ଏଲ ଏଫ ପାଠଚକ୍ରରେ ଭାଗ…

ଟାଇମ୍‍ପାସ୍‍ ‘ଉତ୍‍ସାହିତ୍ୟ’: ଦେବଦାସ ଛୋଟରାୟଙ୍କ ସହ ଗୋଟିଏ ଦିନ

ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁଙ୍କୁ ଟାଇମପାସ୍‍ ବୁକର ପୁରସ୍କାର ୬ ଜଣଙ୍କୁ ବେଷ୍ଟସେଲର୍‍ । ଜଣଙ୍କୁ ବହିବନ୍ଧୁ । ୧୦ ଜଣଙ୍କୁ ପ୍ରଥମା । ୨୪ ଜଣଙ୍କୁ ଉଦୟରାଗ ଭୁବନେଶ୍ୱର: ‘ଟାଇମପାସ୍‍’ ପ୍ରକାଶନ ଦ୍ୱାରା ଆୟୋଜିତ ଏକଦିବସୀୟ ସାହିତ୍ୟସଙ୍ଗତ ‘ଉତ୍‍ସାହିତ୍ୟ’ ସ୍ଥାନୀୟ ଉତ୍କଳ…

୩୦ ଜଣ ପାଇବେ ଟାଇମପାସ ଉଦୟରାଗ ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ‘ଟାଇମପାସ’ ପକ୍ଷରୁ ତରୁଣ ଓଡ଼ିଆ ଲେଖକ ଲେଖିକାଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ହୋଇଆସୁଥିବା ‘ଉଦୟରାଗ’ ପ୍ରତିଯୋଗିତାର ଫଳାଫଳ ଘୋଷିତ ହୋଇଛି । ୩୦ ବର୍ଷ ବୟସ ସୀମା ଭିତରର ୩୦ ଜଣ ନୂଆ ଲେଖକଙ୍କୁ ସେମାନେ ପଠାଇଥିବା ଲେଖା…

ମନୋଜ ଦାସଙ୍କ ସାହିତ୍ୟରେ ଆଧ୍ୟାତ୍ମିକତାକୁ ନେଇ ଜାତୀୟ ସଂପାନ

ବାଲେଶ୍ଵର: ମନୋଜ ଦାସଙ୍କ ଭିତରେ ଆଧ୍ୟାତ୍ମିକତାର ଅନ୍ଵେଷଣ ବାଲ୍ୟକାଳରୁ ଆସିଥିଲା। ପରବର୍ତ୍ତୀ ସମୟରେ ଏହା ତାଙ୍କ ସାହିତ୍ୟର ପ୍ରତିଫଳିତ ହେଇଥିଲା। ସେ ହେଉଛନ୍ତି ଭାରତୀୟ ସଂସ୍କୃତି ଓ ସଂସ୍କାରର ଜଣେ ବିଶ୍ଵସ୍ତ ପ୍ରତିନିଧି। ତାଙ୍କ ଆଧ୍ୟାତ୍ମର ଅନ୍ଵେଷଣ ତାଙ୍କ ଜୀବନର ନିର୍ମାଣରେ ମଧ୍ୟ…

ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁଙ୍କୁ ଟାଇମପାସ୍‍ ବୁକର ପୁରସ୍କାର : ଛ’ ଜଣଙ୍କୁ ବେଷ୍ଟସେଲର୍‍

ଭୁବନେଶ୍ୱର ୨୧/୯: ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଟାଇମପାସ୍‍ ବୁକର ପୁରସ୍କାର’ର ବିଜେତାଙ୍କ ନାମ ଘୋଷିତ ହୋଇଛି । ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର…

ଇଂଜିନିୟର ଅକ୍ଷୟ ରାୟ : ଏକ ଶ୍ରଦ୍ଧାଂଜଳି

ଏଇ ଏବେଏବେ ଖବର ଆସିଛି, ସେ ଚାଲିଗଲେ । କିଛିଦିନ ଆଗରୁ ଖବର ଆସିଥିଲା, ସେ ଗୁରୁତର ଅସୁସ୍ଥ ହୋଇ ମାସେକାଳ ହସ୍‍ପିଟାଲରେ ପଡ଼ିଥିଲେ, ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆସିବା ଓ ଫେରିବା ତ ଜୀବନର ଶଶିକଳା । ପ୍ରତିପଦରୁ ବଢେ଼, ପହଂଚେ ପୂର୍ଣ୍ଣମୀରେ ତାପରେ କ୍ଷୟ ପାଏ... । ହେଲେ…

ସୁଲଭ ମୂଲ୍ୟରେ ଦୁର୍ଲଭ ପୁସ୍ତକ : ଜ୍ଞାନମଣ୍ଡଳ

ଭୁବନେଶ୍ୱର: ଓଡ଼ିଆ ଭାଷାର ସର୍ବବୃହତ ଓ ସର୍ବପ୍ରଥମ ବିଶ୍ୱକୋଷ (ଏନ୍‍ସାଇକ୍ଲୋପିଡ଼ିଆ) ‘ଜ୍ଞାନମଣ୍ଡଳ’ର ସଂପୂର୍ଣ୍ଣ ପେପରବ୍ୟାକ୍‍ ସଂସ୍କରଣ ଏବେ ଉପଲବ୍ଧ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଦଶଟି ଖଣ୍ଡରେ ପ୍ରକାଶିତ ‘ଜ୍ଞାନମଣ୍ଡଳ’ ଏବେ ସ୍କୁଲ, କଲେଜ୍‍ ତଥା ବ୍ୟକ୍ତିଗତ ଲାଇବ୍ରେରୀ ପାଇଁ…

ଟାଇମପାସ୍‍ ପୁସ୍ତକପର୍ବ: ଲୋକାର୍ପିତ ହେଲା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ବହି

ଭୁବନେଶ୍ୱର: ଜଣାଶୁଣା ଲେଖିକା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ପୁସ୍ତକ ସ୍ଥାନୀୟ ହୋଟେଲ କେଶରୀଠାରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଲୋକାର୍ପିତ ହୋଇଯାଇଛି । ଟାଇମପାସ୍‍ ପ୍ରକାଶନ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର କୃପାସାଗର ସାହୁ ଶ୍ରୀମତୀ…