Latest Odisha News
Browsing Category

ସ୍ମୃତିଲିପି

ଆମ ଗାଁ ରଜ : ସୁଷମା ପରିଜା

ସୁଷମା ପରିଜା ବାପାଙ୍କ ଚାକିରୀ ଯୋଗୁଁ ପିଲାଦିନୁଁ କଟକ ସହରରେ ରହୁଥିଲୁ । କିନ୍ତୁ ପ୍ରତି ବର୍ଷ ସ୍କୁଲ୍ରେ ଖରାଛୁଟି ଆଉ ଧାନ କଟାଛୁଟି ( ଶୀତ ଛୁଟି) ହେଲା ମାତ୍ରକେ ଗାଁକୁ ଯିବାଟା ଥୟ । ଆମ ଗାଆଁ କଟକ ଜିଲ୍ଲାର ବାଙ୍କୀ ସବଡିଭିଜନ୍ ଅନ୍ତର୍ଗତ ଡମପଡ଼ା । କଟକ ସହରୁ ମାତ୍ର ପଚାଶ…

ସ୍ମୃତିରେ ରଜପର୍ବ : ମୌସୁମୀ ଦାସ

ମୌସୁମୀ ଦାସ " ରଜ ଆସିଛିରେ, ରଜ ଆସିଛି, ମନ ମଉଜେ ଆମ ଦୋଳି ଝୁଲୁଛି" "ବରଷକେ ଥରେ ଆସିଛି ରଜ ଲୋ ବେଗେ ହୁଅ ସଜବାଜ" ରଜ ଆସିବ ଆସିବ ହେଉଥିବ, ପନ୍ଦର ଦିନ ପୂର୍ବରୁ ରେଡ଼ିଓର ଶିଶୁସଂସାର କାର୍ଯ୍ୟକ୍ରମରୁ ଏଇ ଗୀତଟି ଶିଖା ହେଇଯିବ ଆଉ ପ୍ରତିଦିନ ଅଭ୍ୟାସ କରା ହେଉଥିବ, ଦ୍ବିପହରେ ।…

ଅନୁଭୂତିରେ ପଣା ସଂକ୍ରାନ୍ତି : ପବିତ୍ର ମୋହନ ଦାଶ

ପବିତ୍ର ମୋହନ ଦାଶ ଗାଁ ଓ ସହର ଉଭୟ ଜାଗାରେ ପଣା ସଂକ୍ରାନ୍ତି ଅନୁଭବିଛି । ବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ ଏ ସବୁ ଧାର୍ମିକ ଦିଗ ଅପେକ୍ଷା ମୋତେ ବେଶୀ ଆକୃଷ୍ଟ କରିଛି ବିଭିନ୍ନ ପ୍ରକାରର ପଣାର କଳ୍ପନା ଓ ପ୍ରସ୍ତୁତି ପ୍ରଣାଳୀ । ଗାଁରେ ତୁଳସୀ ଚଉରା ଉପରେ ବନ୍ଧା ହୋଇଥିବା ନଡ଼ିଆ…

କବି ଦୁର୍ଗାଚରଣ ପରିଡାଙ୍କ କବିତା ,କବିତା ବଜ୍ର ହୋଇପାରେ, ନୀରବତା ବି ହୋଇପାରେ

ଗତକାଲି କବି ଦୁର୍ଗାଚରଣ ପରିଡା ଚାଲିଗଲେ। ବୟସ ପାକଲା ହୋଇସାରିଥିଲା। ୯୨ ବର୍ଷର ପରିପୂର୍ଣ୍ଣ ଜୀବନ ପରେ, ବିଦାୟ ଏକ ସ୍ଵାଭାବିକ ପ୍ରକ୍ରିୟା। ହେଲେ ଓଡ଼ିଆ କବିତାରେ ସେ ଅନୁପସ୍ଥିତିର କବି। ଅନେକ ତାଙ୍କୁ ଜାଣନ୍ତି ନାହିଁ। ଏପରିକି ସାହିତ୍ୟରେ ବୁଡ଼ିକି ଥିବା ଲୋକେ ବି ତାଙ୍କୁ ମନେ…

କବିତା ସହିତ ମୋ ସମ୍ପର୍କର ସତ୍ୟପାଠ

ବାପା ଶିକ୍ଷକ ଥିଲେ । ସେ ଯେପରି ତନ୍ମୟ ହୋଇ 'ତପସ୍ୱିନୀ', 'ପଦ୍ମ', 'ଉଠ କଙ୍କାଳ' କବିତାଗୁଡିକ ଆବୃତ୍ତି କରୁଥିଲେ ..ମୋ ହୃଦୟରେ କବିତା ପ୍ରତି ଅନୁରାଗ ଅଙ୍କୁରିତ ହେଉଥିଲା ମୋ ଅଜାଣତରେ । ମୋ ମାଆ ସୁଲଳିତ କଣ୍ଠରେ ପଢୁଥିଲେ ' ଚୈତ୍ର ମଙ୍ଗଳବାର ଓଷା', 'ହରିବଂଶ…

ଏକ ବିସ୍ମୟକର ଘଟଣା

ମୋର ଲେଖକ ଜୀବନର ଏକ ବିସ୍ମୟକର ଘଟଣା ଶାନ୍ତନୁ କୁମାର ଆଚାର୍ଯ୍ୟ ୧୯୭୭ର ଘଟଣା । ସେତେବେଳେ ମୁଁ ମୋ ଉପନ୍ୟାସ ଶକୁନ୍ତଳା ଲେଖାରେ ନିମଜ୍ଜିତ । ଚାକିରିରୁ ଲମ୍ବା ଛୁଟିନେଇ ଘରେ ରହି ମୁଁ ଦିନକୁ ପ୍ରାୟ ବାର ତେରଘଣ୍ଟା ପଢ଼ିବା ଓ ଲେଖିବାରେ ନିୟୋଜିତ କରିଥାଏ । ସେତେବେଳେ ସକାଳ ଓଳିଟା ଯାଏ…

କିଂବଦନ୍ତିର କଂଠ

କିଂବଦନ୍ତିର କଂଠ ମନୋଜ ଦାସ ବାପାଙ୍କ ଜେଠାପୁଅ ଭାଇ ବାବାଜି ହୋଇଯାଇଥିଲେ । ଏହି ବଡ଼ବାପା ଶ୍ରୀଧର ବାବାଜିଙ୍କର ତପୋବନ ଭଳି ଉଦ୍ୟାନ ପରିବେଷ୍ଟିତ, ସର୍ବଦା ପରିଚ୍ଛନ୍ନ ମାଟି ଘର ଭିତରେ ରାଧାକୃଷ୍ଣ ବିଗ୍ରହଙ୍କ ଅଦୂରରେ ବସି ଜୀବନରେ ପ୍ରଥମେ ପୁରୀ, ବାରାଣସୀ, ହରିଦ୍ୱାର, ମଥୁରା,…

ପ୍ରେସିଡେ଼ନ୍ସୀ ଓ ତା’ ପରେ

'ଅମାବାସ୍ୟାର ଚନ୍ଦ୍ର' ଉପନ୍ୟାସ ପାଇଁ ବର୍ଷବର୍ଷ ଧରି ଓଡ଼ିଆ ପାଠକଙ୍କ ହୃଦୟରେ ରହିଆସିଛନ୍ତି ଓ ରହିବେ ପ୍ରସିଦ୍ଧ ଲେଖକ ବାରିଷ୍ଟର ଗୋବିନ୍ଦ ଦାସ । 1929 ମସିହାରେ ଜନ୍ମ ନେଇଥିବା ଏଇ ବିରଳ କଥାକାର ପରବର୍ତ୍ତୀ ସମୟରେ 'ଭଗ୍ନାଂଶ', 'ଲାସୁ ' ଓ 'ସୂର୍ଯ୍ୟାସ୍ତ' ନାମରେ ମଧ୍ୟ ଆଉ ତିନୋଟି…