Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ବଢିଲା ଏନଏଚ୍‌ଏମ୍ ନିଯୁକ୍ତି ଫର୍ମ ପୈଠର ଶେଷ ସମୟସୀମା !

ମୁମ୍ବାଇ: ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚ୍‌ଏମ୍‌), ରାଜ୍ୟ ସ୍ୱାସ୍ଥ୍ୟ ସମାଜ ମହାରାଷ୍ଟ୍ର ଦ୍ୱାରା ଜୁନିୟର ଇଞ୍ଜିନିୟର, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର, ପ୍ରୋଗ୍ରାମ ମ୍ୟାନେଜର- ଜନ ସ୍ୱାସ୍ଥ୍ୟ ନିଯୁକ୍ତି ଆଦି ପଦବୀ ପାଇଁ ଆବେଦନ ର ଶେଷ ସମୟସୀମାକୁ ବୃଦ୍ଧି କରା ଯାଇଥିବା ସୂଚନା ମିଳିଛି…

ପ୍ରଖ୍ୟାତ ନୃତତ୍ତ୍ୱବିତ୍ ପ୍ରଫେସର୍ ଏଲ୍ କେ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ବିଶିଷ୍ଟ ବିଦ୍ୱାନ ତଥା ପ୍ରଖ୍ୟାତ ନୃତତ୍ତ୍ୱବିତ୍ ପ୍ରଫେସର୍ ଏଲ୍ କେ ମହାପାତ୍ରଙ୍କ ସୋମବାର ଦିନ ସକାଳ ୮ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ୨୦୧୯ ଅକ୍ଟୋବରରେ ତାଙ୍କର ସହଧର୍ମିଣୀ କିରଣପ୍ରଭାଙ୍କର ମଧ୍ୟ…

ଜୁଲାଇ ୩୧ ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୧ ଯାଏଁ ଖୋଲିବନି ସ୍କୁଲ ଓ କଲେଜ । ଦେଶରେ କରୋନା ମହାମାରୀ ପାଇଁ ଏବେ ସ୍କୁଲ, କଲେଜ୍ ଛୁଟି ଅଛି। ତେବେ ଗତ ଦୁଇ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ସ୍କୁଲ କଲେଜ୍ ଆଦି ୩୧ ଯାଏଁ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି…

‘ବନ୍ଦେ ଉତ୍କଳ ଜନନୀ’: ସାରା ଓଡ଼ିଶା ସହ ସ୍ୱର ମିଳାଇଲା ‘ସୋଆ’

ଭୁବନେଶ୍ୱର: କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ନିମନ୍ତେ ଶନିବାର ସାରା ଓଡ଼ିଶା ସହିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ମଧ୍ୟ କାଳଜୟୀ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାର…

କୋଭିଡ-୧୯ ମେଗାଲ୍ୟାବ ପ୍ରୋଜେକ୍ଟ: ‘ଆଇଆଇଟି ଆଲୁମ୍‌ନି କାଉନସିଲ’ର ସହଭାଗୀ ହେଲା ‘ମୁମ୍ବାଇ…

ମୁମ୍ବାଇ: କୋଭିଡ-୧୯ ସଙ୍କଟ ତଥା ଅନ୍ୟ ରୋଗର ମୁକାବିଲା ପାଇଁ ତିଆରି ହେବାକୁ ଥିବା ବିଶ୍ୱର ସର୍ବ ବୃହତ ସଂକ୍ରାମକ ରୋଗ ଟେଷ୍ଟିଂ ଲ୍ୟାବ ବିସ୍ତାର ନିମନ୍ତେ ଆଇଆଇଟି ଆଲୁମ୍‌ନି କାଉନସିଲକୁ ସହଯୋଗର ହାତ ବଢାଇଛି ମୁମ୍ବାଇ ବିଶ୍ୱବିଦ୍ୟାଳୟ । ଅଧିକ ପଢନ୍ତୁ: ‘ଇନଟର୍ଣ୍ଣଶାଳା’ ସହଯୋଗରେ…

‘ଇନଟର୍ଣ୍ଣଶାଳା’ ସହଯୋଗରେ ୬୦୦୦ରୁ ଅଧିକ ‘ୱର୍କ ଫ୍ରମ ହୋମ’ ଇନଟର୍ଣ୍ଣଶିପ୍ ଯୋଗାଇଦେଲା…

ନୂଆଦିଲ୍ଲୀ: ଇନଟର୍ଣ୍ଣଶାଳା ସହଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ୍ରାଲ ପ୍ଲେସମେଣ୍ଟ ସେଲ ଛାତ୍ରଛାତ୍ରୀ ମାନଙ୍କୁ  ୱର୍କ ଫ୍ରମ ହୋମ ଇନଟର୍ଣ୍ଣଶିପ୍ ଯୋଗାଇଦେଇଛି । ଅଧିକ ପଢନ୍ତୁ: ଜୁନ୍ ୩୦ ଯାଏଁ ବଢ଼ିଲା ଲକଡାଉନ୍ ଅବଧି, ଜାଣନ୍ତୁ କ’ଣ ସବୁ ରହିବ ଖୋଲା ଆଗ୍ରହୀ ଛାତ୍ରଛାତ୍ରୀ…

ରାସ୍ତାଘାଟ ସଫା ରଖିବା ପାଇଁ ‘ଆଇଆଇଟି ଖଡଗପୁର’ ବିକଶିତ କଲା ଯାନ୍ତ୍ରିକ ଝାଡୁ !

ନୂଆଦିଲ୍ଲୀ: କରୋନା ଜନିତ ଲକ୍‌ଡାଉନ ମଧ୍ୟରେ ରାସ୍ତାଘାଟ ସଫା ରଖିବା ହେତୁ ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବ ଦୂରୀକରଣର ବିକଳ୍ପ ରୁପରେ 'ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି, ଖଡଗପୁର ତରଫରୁ ଏକ ଯାନ୍ତ୍ରିକ ଝାଡୁ ବିଶିଷ୍ଟ ସଫେଇ ଯାନ ବିକଶିତ କରାଯାଇଛି । କମ ରକ୍ଷଣବେକ୍ଷଣ…

ସୈନିକ ସ୍କୁଲ୍ କ୍ୟାଡେଟ୍ ମାନଙ୍କ ଲାଗି ଅନ୍‌ଲାଇନ ପାଠପଢା

ଭୁବନେଶ୍ୱର: ସମଗ୍ର ଦେଶରେ କୋଭିଡ-୧୯ ସଂକ୍ରମଣ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିବା ବେଳେ , ସୈନିକସ୍କୁଲ ଏହାର ୨୦୨୦-୨୧ ସି.ବି.ଏସ୍‌.ଇ. ଶିକ୍ଷାର୍ଥୀ ମାନଙ୍କ ପାଇଁ ଅନଲାଇନ୍ ପାଠ୍ୟଦାନ ବ୍ୟବସ୍ଥା ଜାରି ରଖିଛି । ଏକ ପ୍ରେସ…

ଅଗଷ୍ଟ ୬ରେ ଅନୁଷ୍ଠିତ ହେବ ବିଟସାଟ ୨୦୨୦ ପରୀକ୍ଷା

ନୂଆଦିଲ୍ଲୀ  ଆସନ୍ତା ଅଗଷ୍ଟ ୬ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବିରଲା ଇନଷ୍ଟିଟିୟୁଟ ଟେକ୍ନୋଲୋଜି ଆଣ୍ଡ ସାଇନ୍ସର ଆଡମିସନ ପରୀକ୍ଷା । ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ବିଟ୍‌ସ ପିଲାନୀ, ଗୋଆ ତଥା ହାଇଦେରାବାଦ କ୍ୟାମ୍ପସ ରେ ଆଡମିସନର ସୁଯୋଗ ପାଇପାରିବେ । ଅନଲାଇନ…

କୋଭିଡ୍-୧୯ ଆଣ୍ଟି ଭାଇରାଲ ଗବେଷଣା କରିବ ଆଇଆଇଟି ରୁର୍କି; ମିଳିଲା ସବୁଜ ସଂକେତ !

ଡେହେରାଡୁନ: କରୋନା ଚିକିତ୍ସା ଉପଯୋଗୀ ଆଣ୍ଟି ଭାଇରାଲ ର ଅନୁସନ୍ଧାନ ଖୁବ ଶିଘ୍ର ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି(ଆଇଆଇଟି) ରୁର୍କି ଠାରେ ଆରମ୍ଭ ହେବାକୁ ଯାଉଛି । ସାଇନ୍ସ ଏବଂ ଇଞ୍ଜିନିୟରିଂ ରିସର୍ଚ ବୋର୍ଡ ତରଫରୁ ବାୟୋ ଟେକ୍ନୋଲୋଜି ବିଭାଗର ପ୍ରୋଫେସର ପ୍ରଭିନ୍ଦ୍ର କୁମାର ଙ୍କ…