Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

+୨ ପରୀକ୍ଷା ଲାଗି ସବୁ କେନ୍ଦ୍ରରେ ଲାଗିବ ସିସିଟିଭି !

ଭୁବନେଶ୍ୱର: ରାଜ୍ୟରେ +୨ ପରୀକ୍ଷାକୁ ଆଉ ଏକ ମାସରୁ କମ୍ ସମୟ ଥିବାବେଳେ ଜାନୁଆରୀ ୧୦ ସୁଦ୍ଧା କଲେଜ ଗୁଡିକରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁବାର ଦିନ ସମସ୍ତ ଜୁନିଅର କଲେଜର ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର…

ଗୁଣାତ୍ମକ ଶିକ୍ଷାକୁ ସରକାରଙ୍କ ଗୁରୁତ୍ୱ; ୧୦ରେ ହେବ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକ

ଭୁବନେଶ୍ୱର: ଜାନୁଆରୀ ୧୦ତାରିଖରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହେବ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷାରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗଦେବେ । ଏନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗ…

ରାଜ୍ୟ ସରକାର ୧୩ଟି କଲେଜକୁ ଦେଲେ କାରଣ ଦର୍ଶାଅ ନୋଟିସ୍ !

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପରୀକ୍ଷା ରେଜଲ୍ଟ ଏବଂ କଲେଜଗୁଡିକରେ ପିଲାଙ୍କ ଉପସ୍ଥାନକୁ ଗୁରୁତ୍ୱ ଦେଉଛି ଉଚ୍ଚଶିକ୍ଷା ବିଭାଗ । ତେବେ ରାଜ୍ୟରେ କେଉଁ ସବୁ କଲେଜରେ କେତେ ପିଲା ନାମ ଲେଖାଇଛନ୍ତି ତାହାର ଅନୁଧ୍ୟାନ ରିପୋର୍ଟ ଯାଞ୍ଚ ହୋଇଛି ।…

ରାଜ୍ୟର ଶିକ୍ଷକମାନେ ଆଉ ପାଇବେନି ଖରାଛୁଟି !

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି । ଶିକ୍ଷାର ମାନବୃଦ୍ଧି କରିବା ଲାଗି ସରକାର ଅନେକ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏହି ଯୋଜନା ଗୁଡ଼ିକ ସୁଚାରୁରୂପେ ପରିଚାଳିତ ହେବ ସେଥିଲାଗି ସଫଳ ୫ଟି ପଦ୍ଧତିକୁ ଆପଣେଇ ନେଇଛନ୍ତି ରାଜ୍ୟ…

ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ; ଦେବାଶିଷ ପଣ୍ଡା ହେଲେ ଟପ୍ପର୍

ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା – ୨୦୧୮ର ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି । ଦେବାଶିଷ ପଣ୍ଡା ଓଏଏସ୍ ପରୀକ୍ଷାରେ ପ୍ରଥମ ହୋଇଛନ୍ତି । ଦେବାଶିଷ ପଣ୍ଡା ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବ୍ ଡିଭିଜନ ଅନ୍ତର୍ଗତ ଜକାଇକଳା ଗ୍ରାମର ବାସିନ୍ଦା । ଦେବାଶିଷଙ୍କ ଉଭୟ ବାପା ମାଆ…

ଶିକ୍ଷା ଓ ଅନୁସନ୍ଧାନ ଭଳି ବିଶ୍ୱବିଦ୍ୟାଳୟ ଦ୍ୱାରା ହିଁ ସଶକ୍ତ ଭାରତ ଗଠନ ସମ୍ଭବ: କେନ୍ଦ୍ରମନ୍ତ୍ରୀ ଡଃ ପୋଖରିୟାଲ

ଭୁବନେଶ୍ୱର: ‘ଜୟ ଜବାନ ଜୟ କିଷାନ’ ଥିଲା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଆହ୍ୱାନ । ଏହା ସହିତ ‘ଜୟ ବିଜ୍ଞାନ’କୁ ଯୋଡିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ । ଆଉ ଏବେ ଏହି ଆହ୍ୱାନ ସହ ‘ଜୟ ଅନୁସନ୍ଧାନ’କୁ ଯୋଡିଛନ୍ତି…

ଜେଇଇ ମେନ୍ ପରୀକ୍ଷା ଲାଗି ଓଡିଶାରୁ ୩୩ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର: ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସୋମବାର ଦିନ ଅନୁଷ୍ଠିତ ହେଉଥିବା ବେଳେ ଓଡିଶାର ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଯାଉଛନ୍ତି। ରାଜ୍ୟର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର…

ଜୟଦେବ ଭବନ ପାଠାଗାର: ଜ୍ଞାନ ଆହରଣର ଏକ ଅନନ୍ୟ ପୀଠ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପରିଚାଳିତ ଭୁବେନେଶ୍ୱରସ୍ଥିତ ଜୟଦେବ ଭବନ ତଥା ପୂର୍ବରୁ ନାମିତ ସୂଚନା ଭବନରେ ଥିବା ପାଠାଗାର ୧୯୭୬ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରତିଷ୍ଠା ହୋଇଥିଲା । ସ୍ୱଳ୍ପ ସଂଖ୍ୟକ ପୁସ୍ତକକୁ ନେଇ ଆରମ୍ଭ ହୋଇଥିବା ଏହି…

ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଲାଗି ସରକାରଙ୍କ ଅଭିନବ ପ୍ରୟାସ; ଆରମ୍ଭ ହେଲା ଏସକର୍ଟ୍ସ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶା ସରକାର ୫-ଟି ଯୋଜନାକୁ ଶାସନ ପଦ୍ଧତିରେ ଉପଯୋଗ କରିବା ପରଠାରୁ ବିଭିନ୍ନ ବିଭାଗରେ ଉନ୍ନତ ଜ୍ଞାନ କୌଶଳ ଉପଯୋଗ କରିଛନ୍ତି । ଏପରିକି ସ୍ୱସ୍ଥ୍ୟ ବିଭାଗ ଏବଂ ଶିକ୍ଷାର ବିକାଶ ଲାଗି ଏହି ବିଭାଗରେ ମଧ୍ୟ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ରାଜ୍ୟର ଉପାନ୍ତ ଅଞ୍ଚଳ ତଥା ଘଞ୍ଚ…

ମ୍ୟାଟ୍ରିକ୍ ପାସହାର ବୃଦ୍ଧି ଲାଗି ସରକାରଙ୍କ ବ୍ଲୁପ୍ରିଣ୍ଟ୍; ୧୭ ହଜାର ଶିକ୍ଷକ ନେବେ ଅତ୍ୟାଧୁନିକ ତାଲିମ୍ !

ଭୁବନେଶ୍ୱର: ସରକାରୀ ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ଦକ୍ଷତା ଯାଞ୍ଚ କରାଯିବ । ବିଷୟ ଭିତ୍ତିକ ଶିକ୍ଷକଙ୍କ ବରିଷ୍ଠତା, ଶିକ୍ଷାଗତଯୋଗ୍ୟତା ସାଙ୍ଗକୁ ଶିକ୍ଷାଦାନ ଶୈଳୀକୁ ଅନୁଧ୍ୟାନ କରାଯିବ । ରାଜ୍ୟରେ ସ୍କୁଲ ଶିକ୍ଷାଦାନରେ ସୁଧାର ଆଣିବା ସହ ଗୁଣାତ୍ମକ ଶିକ୍ଷା ଏବଂ ମାଟ୍ରିକରେ…