Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଲାଗି ସୂଚନା; ଆସନ୍ତା ବର୍ଷ ୭୦୧ଟି କଲେଜରେ ୭୨ଟି ଛୁଟି ବାଧ୍ୟତାମୂଳକ !

ଭୁବନେଶ୍ୱର: ୨୦୨୦ ବର୍ଷରେ ରାଜ୍ୟରେ ଥିବା ୭୦୧ଟି ଡିଗ୍ରୀ କଲେଜ ଲାଗି ୭୨ଟି କମନ୍ ଛୁଟି ବାଧ୍ୟତାମୂଳକ ଭାବେ ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଛୁଟି ବାଦ୍ ବର୍ଷକୁ ରବିବାର ଏବଂ ଅନ୍ୟକିଛି ଇଛାଧିନ କୋଟାର ଛୁଟି ରହିଛି । ତେଣୁ ଏହି ଛୁଟିକୁ…

ଆଦର୍ଶ ବିଦ୍ୟାଳୟ ଢ଼ାଞ୍ଚାରେ ହେବ ଶିକ୍ଷାସହାୟକ ନିଯୁକ୍ତି !

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନକଲି ଶିକ୍ଷକ ଧରାପଡୁଥିବା ବେଳେ ଏହାକୁ ରୋକିବା ଲାଗି ତପ୍ତରତା ଦେଖାଇଛି ଗଣଶିକ୍ଷା ବିଭାଗ। ନକଲି ଶିକ୍ଷକଙ୍କ ନିଯୁକ୍ତି ଗୁଣାତ୍ମକ ଶିକ୍ଷା ଏବଂ ଭିତ୍ତିଭୂମିର ହ୍ରାସ ଘଟାଉଛି। ନିଯୁକ୍ତି ସମୟରେ ସାର୍ଟିଫିକେଟ୍ ଯାଞ୍ଚ କରାଯାଉଥିଲେ ମଧ୍ୟ ଜାଲ…

ଜାନୁଆରୀ ୨୫ରୁ ଆରମ୍ଭ ହେବ ସମସ୍ତ +୨ ପ୍ରାକ୍ଟିକାଲ୍ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୫ରୁ ଆରମ୍ଭ ହେବ +୨ ପ୍ରାକ୍ଟିକାଲ ପରୀକ୍ଷା । ଏନେଇ ଆସନ୍ତା ଜାନୁଆରୀ ୫ରୁ ୧୫ତାରିଖ ମଧ୍ୟରେ ସବୁ କଲେଜର ଭିତ୍ତିଭୂମି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଯଦିଓ ଜାନୁଆରୀ ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା…