Latest Odisha News
Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

୨୦୨୦ ମ୍ୟାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ଲାଗି କୌଣସି ସ୍କୁଲରେ ନାହିଁ ଡ଼ିଜିଟାଲ୍ ଲକର୍ !

କଟକ/ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ସମେତ ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ର ଲାଗି ବିଭିନ୍ନ ସୁରକ୍ଷାଜନିତ ପଦକ୍ଷେପମାନ ଗ୍ରହଣ କରାଯାଉଛି । ରାଜ୍ୟ ସରକାର ଏବେ ଶିକ୍ଷାର ମାନବୃଦ୍ଧି ଲାଗି ମଧ୍ୟ ଶତ ଚେଷ୍ଟିତ । ମାଟ୍ରିକ ପରୀକ୍ଷାରେ ସ୍ୱଚ୍ଛତା ଲାଗି ଗଣଶିକ୍ଷା…

ପ୍ରାଇଭେଟ୍ କୋଚିଂ ସେଣ୍ଟରକୁ ସରକାରଙ୍କ ନାଲି ଆଖି; ସ୍କୁଲ ପାଠପଢା ବ୍ୟାଘାତ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସ୍କୁଲ ଏବଂ ଜୁନିୟର କଲେଜରେ ପାଠପଢ଼ା ସମୟରେ ଘରୋଇ ଟ୍ୟୁସନ କିମ୍ବା କୋଚିଂ ସେଣ୍ଟର ବନ୍ଦ ରହିବ । ପୂର୍ବରୁ ଏପରି ବ୍ୟବସ୍ଥା ଲାଗୁ କରିବା ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଦାବି ହୋଇଥିବା ବେଳେ ଖୁଶୀଘ୍ର ଏପରି ବ୍ୟବସ୍ଥା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଫଳରେ…

ମ୍ୟାଟ୍ରିକ ସାର୍ଟିଫିକେଟରେ ରହିବ ଆଧାର ନମ୍ବର !

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବାକୁ ରାଜ୍ୟ ସରକାର ଅନେକ ନୀତି ଅବଲମ୍ବନ କରିବା ସହିତ ପରିବର୍ତ୍ତନ କରିବାରେ ଲାଗିଛନ୍ତି । ଶିକ୍ଷାର ଗୁଣାତ୍ମକମାନର ଅଭିବୃଦ୍ଧି ନିମନ୍ତେ ୫-ଟି ପଦ୍ଧତିକୁ ଆପଣେଇ ନେଇଛନ୍ତି ଓଡ଼ିଶା ସରକାର । ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଲୁ-ପ୍ରିଣ୍ଟ…

ସମସ୍ତ ସ୍କୁଲ ଓ କଲେଜରେ ୨୦୨୦ ଶିକ୍ଷାବର୍ଷ ଲାଗି ରାଜ୍ୟ ସରକାରଙ୍କ ଛୁଟି ତାଲିକା ଘୋଷଣା

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ନିମନ୍ତେ ୨୦୨୦ ଶିକ୍ଷାବର୍ଷ ଲାଗି ଛୁଟି ତାଲିକା ସରକାର ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷିତ ହୋଇଥିବା ଏହି ତାଲିକାରେ ଆସନ୍ତା ବର୍ଷ ସମୁଦାୟ ୮୨ଟି ଛୁଟି ରହିବ ବୋଲି ଜଣାପଡ଼ିଛି । ଏହି ସରକାରୀ…

ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଲାଗି ସୂଚନା; ଆସନ୍ତା ବର୍ଷ ୭୦୧ଟି କଲେଜରେ ୭୨ଟି ଛୁଟି ବାଧ୍ୟତାମୂଳକ !

ଭୁବନେଶ୍ୱର: ୨୦୨୦ ବର୍ଷରେ ରାଜ୍ୟରେ ଥିବା ୭୦୧ଟି ଡିଗ୍ରୀ କଲେଜ ଲାଗି ୭୨ଟି କମନ୍ ଛୁଟି ବାଧ୍ୟତାମୂଳକ ଭାବେ ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଛୁଟି ବାଦ୍ ବର୍ଷକୁ ରବିବାର ଏବଂ ଅନ୍ୟକିଛି ଇଛାଧିନ କୋଟାର ଛୁଟି ରହିଛି । ତେଣୁ ଏହି ଛୁଟିକୁ…

ଆଦର୍ଶ ବିଦ୍ୟାଳୟ ଢ଼ାଞ୍ଚାରେ ହେବ ଶିକ୍ଷାସହାୟକ ନିଯୁକ୍ତି !

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନକଲି ଶିକ୍ଷକ ଧରାପଡୁଥିବା ବେଳେ ଏହାକୁ ରୋକିବା ଲାଗି ତପ୍ତରତା ଦେଖାଇଛି ଗଣଶିକ୍ଷା ବିଭାଗ। ନକଲି ଶିକ୍ଷକଙ୍କ ନିଯୁକ୍ତି ଗୁଣାତ୍ମକ ଶିକ୍ଷା ଏବଂ ଭିତ୍ତିଭୂମିର ହ୍ରାସ ଘଟାଉଛି। ନିଯୁକ୍ତି ସମୟରେ ସାର୍ଟିଫିକେଟ୍ ଯାଞ୍ଚ କରାଯାଉଥିଲେ ମଧ୍ୟ ଜାଲ…

ଜାନୁଆରୀ ୨୫ରୁ ଆରମ୍ଭ ହେବ ସମସ୍ତ +୨ ପ୍ରାକ୍ଟିକାଲ୍ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୫ରୁ ଆରମ୍ଭ ହେବ +୨ ପ୍ରାକ୍ଟିକାଲ ପରୀକ୍ଷା । ଏନେଇ ଆସନ୍ତା ଜାନୁଆରୀ ୫ରୁ ୧୫ତାରିଖ ମଧ୍ୟରେ ସବୁ କଲେଜର ଭିତ୍ତିଭୂମି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଯଦିଓ ଜାନୁଆରୀ ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା…