Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମାଛ ଧରିବାକୁ ଯାଇ ବୃଦ୍ଧ ନିଖୋଜ; କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ଆଣିଲେ…

ମହାକାଳପଡ଼ା: ଜଣେ ମାଛ ଧରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି । ନିଖୋଜ ମାଛ ଧରାଳି ହେଲେ ବରକନ୍ଧା ଗ୍ରାମର ଚକ୍ରଧର ବେହେରା(୬୯)।  ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ମହାନଦୀ ଶାଖା ଗୁପ୍ତଗିରୀ ନାଳରେ ଜଣେ ମାଛ ଧରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଗ୍ରାମବାସୀ ଅଭିଯୋଗ …

ହିଟ୍ ଆଣ୍ଡ୍ ରନ୍ ମାମଲା: ୨ଟି ବାଇକ ଓ ସ୍କୁଟିକୁ ଧକ୍କା ଦେଲା କାର, ୭ ଗୁରୁତର

ଯାଜପୁର: କୁଆଖିଆ ବଜାରରେ ଛାତିଥରା ହିଟ୍ ଆଣ୍ଡ୍ ରନ୍ ମାମଲା। ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ। ଡ୍ରାଇଭର ମଦ ପିଇ ଚଲାଉଥିଲେ ଗାଡ଼ି। ଏହି ଘଟଣାରେ ୭ଜଣ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା କାର ଚାଳକ ଅତ୍ୟଧିକ ମଦ୍ୟପାନ କରିଥିବା ମେଡିକାଲ ପରୀକ୍ଷା ପରେ ଡାକ୍ତର…

Nuclear power plant: ଓଡ଼ିଶାରେ ହେବ ପରମାଣୁ ପ୍ଲାଣ୍ଟ! ସରକାରଙ୍କ ପାଖରେ ପହଞ୍ଚିଲେ ଟାଟା, ଆଦାନୀ…କାହା…

ଭୁବନେଶ୍ୱର: ଓଡ଼ିଶାରେ ପରମାଣୁ ଶକ୍ତି ଉତ୍ପାଦନକୁ ନେଇ ବଡ଼ ଖବର। ରାଜ୍ୟରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ଦେଶର ଦୁଇ ବଡ଼ ଶିଳ୍ପ ଗୋଷ୍ଠୀ ଟାଟା ଗ୍ରୁପ୍ ଓ ଆଦାନୀ ଗ୍ରୁପ୍ ଓଡ଼ିଶା ସରକାରଙ୍କ ନିକଟରେ ଅଲଗା ଅଲଗା ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ପ୍ରସ୍ତାବ ଉପରେ ସରକାର…

ବାଘଛାଲ ଚୋରାଚାଲାଣର ପର୍ଦ୍ଦାଫାଶ, ଗିରଫ ଅଭିଯୁକ୍ତ

ଭବାନୀପାଟଣା: କଳାହାଣ୍ଡି ବନବିଭାଗକୁ ବଡ଼ ସଫଳତା। ବାଘଛାଲ ଚୋରାଚାଲାଣର ହେଲା ପର୍ଦ୍ଦାଫାଶ। ବାଘ ଛାଲ ବିକ୍ରି ଯୋଜନା ବେଳେ ମାଡ଼ିବସିଲା ବନବିଭାଗ। କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନର ଡହଗାଁରୁ ବାଘଛାଲ ଜବତ। ବାଘ ଛାଲ ଜବତ ସହ ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ…

ହିଟ୍ ଆଣ୍ଡ୍ ରନ୍ ମାମଲା: କାରକୁ ଘୋଷାଡ଼ି ନେଲା ଯାତ୍ରୀବାହି ବସ

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ହିଟ୍ ଆଣ୍ଡ୍ ରନ୍ ମାମଲା। ଭଦ୍ରକ ଜିଲ୍ଲା ଗେଲପୁର ଛକ ନିକଟରେ କାରକୁ ପଛରୁ ଧକ୍କା ଦେଲା ଯାତ୍ରୀବାହି ବସ। ଧକ୍କା ଦେଇ କାରକୁ ଘୋଷାଡ଼ି ନେଇଥିଲା ବସ୍। ବିଳମ୍ବିତ ରାତିରେ ଚଣ୍ଡିଖୋଲରୁ ବାଲେଶ୍ୱର ଅଭିମୁଖେ ଗୋଟିଏ କାରରେ ୪ ଜଣ ବ୍ୟକ୍ତି ଆସୁଥିଲା ବେଳେ…

ଜଗନ୍ନାଥଙ୍କ ଆନିମେସନ୍ ଫିଲ୍ମ ରିଲିଜ୍ ଉପରେ ଲାଗିଲା ରୋକ୍, ଅଗଷ୍ଟ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର: ଆନିମେଟେଡ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥଙ୍କ ମୁକ୍ତିଲାଭ ଉପରେ ପୁଣି ଲାଗିଲା ରୋକ। ବଜାୟ ରହିଲା ପୂର୍ବରୁ ଜାରି ହୋଇଥିବା ସ୍ଥିତାବସ୍ଥା। ଅଗଷ୍ଟ ୧୩ ଯାଏଁ ଆନିମେସନ ଫିଲ୍ମ ହୋଇପାରିବନି ରିଲିଜ୍। ପୂର୍ବରୁ ୬ ଜୁଲାଇ ୨୦୨୬ ଯାଏଁ ଏହି ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇଥିଲେ…

ରାଜ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ବିଶେଷକରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଶୁକ୍ରବାର ସାରା ରାଜ୍ୟରେ ପ୍ରବଳ…

ରେଭେନ୍ସା ବିବାଦରେ ନୂଆ ମୋଡ଼: ସଦର ବିଧାୟକଙ୍କୁ କାଉଣ୍ଟର କଲା ଶିକ୍ଷକ ସଂଘ ‘ରୁଟା’

କଟକ: ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନାହିଁ । ଛାତ୍ର ଆନ୍ଦୋଳନ ସମୟରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି ଏବଂ ଚିଫ୍ ୱାର୍ଡେନଙ୍କ ମଧ୍ୟରେ ହୋଇଥିବା କଥା କଟାକଟି ଘଟଣା ଏବେ ଏକ ବଡ଼ ରୂପ ନେଇଛି। ବିଧାୟକ ପ୍ରକାଶ…

Netanyahu dials PM Modi:ମୋଦୀଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଫୋନ୍ କଲ୍; ସ୍ୱତନ୍ତ୍ର ରଣନୈତିକ…

ନୂଆଦିଲ୍ଲୀ:ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି । ଉଭୟ ଦେଶର ନେତା ଭାରତ-ଇସ୍ରାଏଲ୍ ସ୍ୱତନ୍ତ୍ର ରଣନୈତିକ ଭାଗୀଦାରୀ କ୍ଷେତ୍ରରେ ହେଉଥିବା କ୍ରମାଗତ ଅଗ୍ରଗତିର ସମୀକ୍ଷା କରିଥିଲେ। ଉଭୟ ଦେଶର…

ବିଷାକ୍ତ ଲଙ୍କା: ୨୭ଟି ରାଜ୍ୟରେ ବ୍ୟାପିଲା ସାଲମୋନେଲା ସଂକ୍ରମଣ, ୩୪୫ ଆକ୍ରାନ୍ତ

ୱାଶିଂଟନ: ଆମେରିକାରେ ବର୍ତ୍ତମାନ ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଇଛି। ମେକ୍ସିକୋରୁ ଆମଦାନୀ ହୋଇଥିବା ଜାଲାପେନୋ ଲଙ୍କା ଖାଇବା ଦ୍ୱାରା ଦେଶର ୨୭ଟି ରାଜ୍ୟରେ ୩୪୫ ଜଣ ଲୋକ 'ସାଲମୋନେଲା' ନାମକ ଏକ ମାରାତ୍ମକ ବ୍ୟାକ୍ଟେରିଆରେ ସଂକ୍ରମିତ ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ…