Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆୟକର ବିଭାଗରେ ହାଜର ହେଲେ ସ୍ଵର୍ଗତ ନବ ଦାସଙ୍କ ପୁଅ ଵିଶାଳ ଦାସ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ କ୍ଷୟକ୍ଷତି ହୋଇଛି। ତେବେ କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ। କିନ୍ତୁ ନଦୀ ଗୁଡିକରେ ଜଳସ୍ତର ବଢ଼ୁଛି। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ…

ବଢୁଛି ନଦୀଗୁଡିକରେ ଜଳସ୍ତର, ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ କ୍ଷୟକ୍ଷତି ହୋଇଛି। ତେବେ କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ। କିନ୍ତୁ ନଦୀ ଗୁଡିକରେ ଜଳସ୍ତର ବଢ଼ୁଛି। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ…

ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ

ନବରଙ୍ଗପୁର: ଆଜିଠାରୁ ପୁଣି ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା। ଆଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବ। ଏନେଇ ବର୍ତ୍ତମାନ ସୁଦ୍ଧା ୯୩୮ ଜଣ ରୋଗୀ ଚିକିତ୍ସା ପାଇଁ ନାମ ପଞ୍ଜିକରଣ…

ଛାନିଆ ଚୀନ ପାକିସ୍ତାନ!, ଭାରତ ବି ବନେଇଲାଣି ଏହି ଘାତକ ଅସ୍ତ୍ର….

ନୂଆଦିଲ୍ଲୀ: ଯୁଦ୍ଧାସ୍ତ୍ରରେ ଏବେ ଶକ୍ତିଶାଳୀ ହେଉଛି ଭାରତ । ଶତ୍ରୁ ଦେଶକୁ ମାତ୍ ଦେବାକୁ ଅଧିକ ଘାତକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାରେ ଲାଗିଛି । ଭାରତ ପ୍ରତିରକ୍ଷା ସଂସ୍ଥା ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଆଉ ଏକ ବଡ ପଦକ୍ଷେପ ନେଇଛି । ଯାହା ଶତ୍ରୁଦେଶ ଚୀନ ଏବଂ ପାକିସ୍ତାନକୁ ଚିନ୍ତାରେ…

ପୁଣି ଥରେ ଟ୍ରମ୍ପଙ୍କୁ ଟାର୍ଗେଟ କଲେ ମସ୍କ, କହିଲେ, ଟ୍ରୁଥ୍ ସୋସିଆଲ କ’ଣ?

ନୂଆଦିଲ୍ଲୀ: ପୁଣି ଏବେ ସ୍ପେସଏକ୍ସ ଏବଂ ଟେସଲା ମାଲିକ ଏଲୋନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଟ୍ରମ୍ପ ଆମେରିକାରେ ତୃତୀୟ ପକ୍ଷ ଗଠନ କରିବା ପାଇଁ ମସ୍କଙ୍କ ବିରୁଦ୍ଧରେ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଖୁବ୍ ବର୍ଷିବା ପରେ , ଏବେ…

ବିପର୍ଯ୍ୟୟ ସହାୟତା ପାଇଁ ପହଞ୍ଚିଲେ କଙ୍ଗନା…କହିଲେ,‘ନା ମୋ ପାଖରେ ପାଣ୍ଠି ଅଛି, ନା କ୍ୟାବିନେଟ୍’

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ, ରବିବାର ହିମାଚଳ ପ୍ରଦେଶର ମଣ୍ଡିରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ସମୟରେ ସେ କିଛି ଅଜବ ମନ୍ତବ୍ୟ ଦେଇଥିଲେ, ଯେତେବେଳେ ସେ କହିଥିଲେ ଯେ ତାଙ୍କର କୌଣସି କ୍ୟାବିନେଟ୍ ପଦବୀ ନାହିଁ କିମ୍ବା ବିପର୍ଯ୍ୟୟ…

ରାଫେଲକୁ ବଦନାମ କରିବାକୁ ଚେଷ୍ଟା କରିଥିଲା ଚୀନ: ଫ୍ରାନ୍ସର ଗୁଇନ୍ଦା ରିପୋର୍ଟ କଲା ବଡ ଖୁଲାସା….

ନୂଆଦିଲ୍ଲୀ: ପାକିସ୍ତାନ ବିରୁଦ୍ଧରେ ଭାରତର ସଫଳ ଅପରେସନ୍ ସିନ୍ଦୁର ପରେ, ଚୀନ୍ ଏକ ବଡ଼ ଦୁଃସାହସିକତା କରିଥିଲା। ଚୀନ୍ ତାର ଦୂତାବାସ ମାଧ୍ୟମରେ ଫ୍ରାନ୍ସର ରାଫେଲ୍ ଜେଟ୍‌ର ବିଶ୍ୱ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲା । ଅପରେସନ ସିନ୍ଦୂର ପରେ ଚୀନ୍ ରାଫେଲ୍ ସମ୍ପର୍କରେ…

ଲଘୁଚାପ ପ୍ରଭାବରେ ଭିଜୁଛି ସାରା ଓଡ଼ିଶା

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ଆସନ୍ତା ୨-୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଆଡ଼େ ମୁହାଁଇବ। ଲଘୁଚାପ ପ୍ରଭାବରେ…

‘ହାସ୍ୟସ୍ପଦ…ଲାଇନଚ୍ୟୁତ…’, ଏଲନଙ୍କ ନୂଆ ଦଳ ନେଇ କିଛି ଏପରି କହିଲେ ରାଷ୍ଟ୍ରପତି ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବଢ଼ୁଥିବା ସାର୍ବଜନୀନ ମୁକାବିଲା ମଧ୍ୟରେ, ଟେକ୍ କୋଟିପତି ଏଲନ ମସ୍କ ତାଙ୍କର ନୂତନ ରାଜନୈତିକ ଦଳ 'ଆମେରିକା ପାର୍ଟି' ଘୋଷଣା କରିଛନ୍ତି। ରବିବାର ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବତନ ପରାମର୍ଶଦାତା ଏବଂ ନିକଟତର ସହଯୋଗୀ ଏଲୋନ…

ଟ୍ରମ୍ପଙ୍କ ଖୋଲା ଧମକ, ‘ବ୍ରିକ୍ସ ନୀତି ସହ ହାତ ମିଳାଇଲେ ଲାଗିବ ଅତିରିକ୍ତ ୧୦% ଶୁଳ୍କ’, ସାମିଲ ଅଛି ଭାରତ….

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ହ୍ୟାଣ୍ଡେଲ ଟ୍ରୁଥ୍ ସୋସିଆଲରେ ଏକ ଖୋଲା ଧମକ ଦେଇଛନ୍ତି। ସେ କହିଛନ୍ତି, ଯେକୌଣସି ଦେଶ ଯିଏ ବ୍ରିକ୍ସର ଆମେରିକୀୟ ବିରୋଧୀ ନୀତିରେ ସାମିଲ ହେବ, ତାଙ୍କ ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଏହି ନୀତିରେ…