Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମିଠି ନଦୀ ପୁନରୁଦ୍ଧାର ସ୍କାମ ମାମଲା: ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ବାସଭବନରେ ଇଡି ରେଡ

ମୁମ୍ବାଇ: ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ଘରେ ଇଡି ଚଢାଉ। ମିଠି ନଦୀ ପୁନରୁଦ୍ଧାର ମାମଲାରେ ଡିନୋ ମୋରିଆଙ୍କ ବିରୋଧରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବରୁ ମଧ୍ୟ ଏହି ମାମଲାରେ ଅଭିନେତା ଡିନୋ ମୋରିଆଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା…

ଏନ୍‌ଏଚ୍‌-୫୭ ଦୁର୍ଗା ବଜାର ନିକଟରେ ବୋମାମାଡ଼,୪ ଆହତ

ନୟାଗଡ଼:ଦିନ ଦ୍ୱିପ୍ରହରରେ ଆଜି ବିଚ ରାସ୍ତାରେ ବୋମା ମାଡ଼। ଏନ୍‌ଏଚ୍‌-୫୭ ନୟାଗଡ଼ ଦଶପଲ୍ଲା ଦୁର୍ଗା ବଜାର ନିକଟରେ ବୋମାମାଡ଼ ହୋଇଥିବା ଜଣାପଡିଛି। ବୋମାମାଡ଼ରେ ୪ ଜଣ ଆହତ ହୋଇଛନ୍ତି ।ଘଟଣା ପରେ ବୋମାମାଡ କରିଥିବା ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ । ଆହତମାନଙ୍କୁ ଉଦ୍ଧାର କରି…

ଆର୍‌ଆଇଇରେ ନାମଲେଖା ଆବେଦନ ଆରମ୍ଭ, ୨୯ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଶିକ୍ଷକ ଶିକ୍ଷାରେ କ୍ୟାରିଅର କରିବାକୁ ଚାହାଁନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଇ)ରେ ଶିକ୍ଷକ ଶିକ୍ଷା ନାମଲେଖା ଆବେଦନ ଆରମ୍ଭ ହୋଇଛି। ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ସୁଯୋଗ ମିଳିବ। ୨୯ ତାରିଖରେ ପ୍ରବେଶିକା ପରୀକ୍ଷା…

ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା ସମ୍ମାନ ନିମାପଡ଼ା-ଗୋପବାସୀଙ୍କର: ପ୍ରଭାତୀ ପରିଡ଼ା

ନିମାପଡ଼ା: 'ଉତ୍କର୍ଷ ନିମାପଡ଼ା ସମ୍ମିଳନୀ'ର ଦ୍ୱିତୀୟ ଅଧିବେଶନରେ ବର୍ଷକର କାମ ବାବଦରେ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା । ସେ ଏହି ଅବସରରେ କହିଛନ୍ତି, "ଦେଶ ବିଦେଶରେ ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା…

‘୬ ମେ ରାତି, ପାକିସ୍ତାନର ମନେରହିବ’: କାଶ୍ମୀର ମାଟିରୁ ପାକିସ୍ତାନକୁ ଚେତାବନୀ ଦେଲେ ମୋଦି

ଶ୍ରୀନଗର: '୬ ମେ ରାତି ଏକ ବିପର୍ଯ୍ୟୟ ଥିଲା, ପାକିସ୍ତାନ ତା'ର ପରାଜୟକୁ ମନେ ରଖିବ' । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଏବଂ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ସେତୁର ଉଦଘାଟନ କରି ନିଜ ଉଦବୋଧନରେ ପୁଣି ଆଜି ପାକିସ୍ତାନ ଉପରେ ବର୍ଷି କିଛି ଏପରି କହିଛନ୍ତି ମୋଦି ।…

ବର୍ଷା ପୂର୍ବରୁ ଡ୍ରେନ୍‍ ସମସ୍ୟାର ହେବ ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ବର୍ଷା ପୂର୍ବରୁ ଡ୍ରେନ୍‍ ସମସ୍ୟାର ହେବ ସମାଧାନ। ସେହିଭଳି ଇସ୍କନରେ ବର୍ଷା ଜଳ ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ନିଆଯିବ ପଦକ୍ଷେପ। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି ବର୍ଷା ଜଳ ନିଷ୍କାସନ…

ରଥଯାତ୍ରା ପୂର୍ବରୁ ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୬ଟି ବନ୍ଧୁକ ଜବତ

ପୁରୀ: ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେବେ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବେ ଆଣ୍ଟି କ୍ରାଇମ୍ ୟୁନିଟ୍ । ସାଧା ପୋଷାକରେ ଜଗିବେ, ଅପରାଧୀଙ୍କୁ ଧରିବେ ପୋଲିସ । ରଥଯାତ୍ରା ପାଇଁ ଅପରାଧ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କଲା ପୁରୀ ପୋଲିସ ।…

ସାରା ଦେଶରେ AI ଶିକ୍ଷାର ହେବ ବିସ୍ତାର; ‘OpenAI ଏକାଡେମୀ ଇଣ୍ଡିଆ’ ହେଲା ଲଞ୍ଚ

ନୂଆଦିଲ୍ଲୀ:ଉନ୍ନତ ସ୍ତରର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ପାଠ୍ୟକ୍ରମ ଶିଖିବାର ଭାରତର ସ୍ୱପ୍ନ ହେବ ପୂରଣ । ChatGPTର ନିର୍ମାତା OpenAI ଜୁନ୍ ୬ତାରିଖରେ ଦେଶରେ OpenAI ଏକାଡେମୀ ଇଣ୍ଡିଆ ଆରମ୍ଭ କରିଛି। ଏହା AI ଶିକ୍ଷା ପ୍ଲାଟଫର୍ମର ପ୍ରଥମ ଆନ୍ତର୍ଜାତୀୟ ରୋଲଆଉଟ୍। ଯାହାକି ଏଆଇ…

ବିକଶିତ କୋଟିଆ ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍‍

ଭୁବନେଶ୍ୱର: କୋଟିଆକୁ ବିକଶିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଏନେଇ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠି ହେବ ବେଳେ ଏଥିରେ ବିଭିନ୍ନ ବିଭାଗର…

ସିଏମଓ ଅଫିସ ନାଁ କହି ଠକେଇ, ଇଞ୍ଜିନିୟରଙ୍କଠାରୁ ୨ ଲକ୍ଷ ଠକିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ସିଏମଓ ଅଫିସ ନାଁ କହି ଠକେଇ। ଇଞ୍ଜିନିୟରଙ୍କଠାରୁ ୨ ଲକ୍ଷ ଠକିନେଲେ ଦୁର୍ବୃତ୍ତ । ଠକେଇ ଶିକାର ହୋଇଛନ୍ତି ଅନୁଗୁଳ ରାସ୍ତା ଓ କୋଠାବାଡି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ହରିପାଲ । ଜଣେ ବ୍ୟକ୍ତି ନିଜକୁ ସିଏମଓ ଅଫିସର କର୍ମଚାରୀ ପରିଚୟ ଦେଇ ୨ ଲକ୍ଷ ନଦେଲେ ତାଙ୍କୁ…