Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡିଶା ଆସିବେ ମୋଦି, ୧୨ରେ ସରକାରଙ୍କ ବର୍ଷପୂର୍ତ୍ତିରେ ଯୋଗ ଦେଇପାରନ୍ତି….

ଭୁବନେଶ୍ବର: ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁନ୍ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି…

ରେଳ ବିଭାଗର ବଡ଼ ନିଷ୍ପତ୍ତି; ଏବେ ତତ୍କାଳ ଟିକେଟ୍ ପାଇବା ହେବ ସହଜ

ନୂଆଦିଲ୍ଲୀ: ତତ୍କାଳ ଟିକେଟକୁ ନେଇ ରେଳ ବିଭାଗର ବଡ଼ ନିଷ୍ପତ୍ତି । ଏଣିକି ତତ୍କାଳ ଟିକେଟ୍‌ ବୁକିଂ ହେବ ଆହୁରି ସହଜ । ଭାରତୀୟ ରେଲୱେ ଖୁବ୍‌ଶୀଘ୍ର ଆରମ୍ଭ କରିବ ଇ-ଆଧାର ପ୍ରମାଣୀକରଣ । ଟିକେଟ୍‌ ବୁକିଂ ବେଳେ ହେବ ଇ-ଆଧାର ପ୍ରମାଣୀକରଣ । ଆବଶ୍ୟକ ସ୍ଥଳେ ଟିକେଟ୍ ପାଇବାରେ ସହଜ ହେବ । ଏନେଇ…

ଆମେରିକାକୁ ଯାତ୍ରା କରିପାରିବେନି ଏହି ୧୨ ଦେଶ…., ବ୍ୟାନ୍ ଲଗାଇଲେ ଟ୍ରମ୍ପ୍

ନୂଆଦିଲ୍ଲୀ: ଆମେରିକା ଯାଇପାରିବେନି ଏହି ଦେଶର ଲୋକ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ଦେଶର ଲୋକଙ୍କୁ ଆମେରିକାରେ ପ୍ରବେଶ ନିଷେଧ କରିଛନ୍ତି। ଏହି ଦେଶର ଲୋକମାନେ ଆମେରିକା ଯାତ୍ରା କରିପାରିବେ ନାହିଁ। ଆମେରିକାର ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ସମୟରେ ମଧ୍ୟ…

ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକରଙ୍କୁ ରେଲୱେ ଷ୍ଟେସନରୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକର ଅଟକ ରଖିଛି ରାୟଗଡା ପୋଲିସ । ରାୟଗଡା ରେଳ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ବିଶ୍ଵ ପରିବେଶ ଦିବସରେ ପ୍ରାକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ କାଶୀପୁର ବ୍ଲକର ସୁଙ୍ଗେର ହାଟପଦାଯାଉଥିବା ବେଳେ ପୋଲିସ ଉଠାଇ ନେଇଛି ।…

କୋରାପୁଟ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ, ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ମୃତ୍ୟୁ ଘଟଣାର କରିବେ ସ୍ଥିତି ଅନୁଧ୍ୟାନ

କୋରାପୁଟ: ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬ ରୋଗୀ ମୃତ୍ୟୁ ଘଟଣାରେ ଅନୁଧ୍ୟାନ ପାଇଁ ମେଡିକାଲ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରିବେ। ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିବେ। ସେହିପରି ଏହି…

ଦିନରେ ଗରମ, ଅପରାହ୍ଣରେ ବର୍ଷା: କାଳବୈଶୀଖୀ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପାଗରେ ଅସ୍ବାଭାବିକ ପରିବର୍ତ୍ତନ। ଦିନରେ ଗରମ, ଅପରାହ୍ଣରେ ବର୍ଷା। ପ୍ରଚଣ୍ଡ ଘଡ଼ଘଡ଼ି ପବନ ସହ ବର୍ଷା ହେଉଛି। ତେବେ ଆଜି ରାଜ୍ୟର ୧୧ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବାରେ। ଆଜି କାଳବୈଶାଖୀ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି।…

୬୨୭କି.ମି ରେଞ୍ଜ ସହ ବଜାରକୁ ଆସିଲା Tata Harrier EV

ନୂଆଦିଲ୍ଲୀ:ସ୍ବଦେଶୀ କାର ନିର୍ମାତା ଭାରତୀୟ ବଜାରରେ ଟାଟା ମୋଟର୍ସ ଏକ ନୂତନ SUV ଟାଟା ହାରିଅର EV( Tata Harrier EV )ଲଞ୍ଚ କରିଛି। ଟାଟା ହାରିଅର EV ପାଇଁ ବୁକିଂ ୨ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି । ନିର୍ମାତା ଏହି SUV କୁ ଅନେକ ସାନଦାର ଫିଚର ସହ ଲଞ୍ଚ କରିଛି । Tata Harrier…

ଏହି ବ୍ୟକ୍ତିମାନେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ, ନଚେତ୍ ହୋଇପାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ତରଭୁଜ କଥା ନ ଭାବିବା ଅସମ୍ଭବ। ସ୍ୱାଦିଷ୍ଟ, ରସାଳ ଏବଂ ଥଣ୍ଡା ତରଭୁଜ ହେଉଛି ଗରମରୁ ଆରାମ ପାଇବାର ସବୁଠାରୁ ସହଜ ଉପାୟ। ଏହା କେବଳ ଶରୀରକୁ ହାଇଡ୍ରେଟ୍ ରଖେ ନାହିଁ ବରଂ ଅନେକ ପୋଷକ ତତ୍ତ୍ୱରେ ମଧ୍ୟ ଭରପୂର। କିନ୍ତୁ ଏହା କିଛି ଲୋକଙ୍କ ପାଇଁ ଲାଭଦାୟକ ନୁହେଁ।…

ରାଜ୍ୟରେ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବାବେଳେ,…

ରାଜସ୍ୱ ସେବାରେ ପରିବର୍ତ୍ତନଶୀଳ ବଦଳ ଆଣିବାର ସମୟ ଆସିଛି: ମନ୍ତ୍ରୀ

ଭୁବନେଶ୍ବର: ବୁଧବାର ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ‘ନାଗରିକ ପ୍ରଥମ’ ସେବା, ଭୂମିହୀନତା ସମସ୍ୟାର ସମାଧାନ ଏବଂ ‘ଓଡ଼ିଶା ଭିଜନ ୨୦୩୬-୨୦୪୭’ ଦଲିଲକୁ ଗୁରୁତ୍ୱ ଦେଇ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଇଥିଲେ । ସେ ରାଜସ୍ୱ…