Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ କଂଗ୍ରେସର ଅନୁଧ୍ୟାନକାରୀ ଦଳ: ଗୋପାଳପୁର ଗଣଦୁଷ୍କର୍ମ ଘଟଣାସ୍ଥଳ ପରିଦର୍ଶନ କରିବେ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ଗୋପାଳପୁର ଘଟଣାକୁ ନେଇ କଂଗ୍ରେସ ଗଢିଥିବା ଅନୁଧ୍ୟାନକାରୀ ଦଳ । ଏନେଇ ୫ ଜଣିଆ ତଥ୍ୟ ଅନୁଧ୍ୟାନକାରୀ ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତାଙ୍କୁ ପିସିସି ସଭାପତି ଭକ୍ତଚରଣ ଦାସ ସ୍ବାଗତ କରିଥିବା ବେଳେ…

କ’ଣ ଏହି କ୍ଲଷ୍ଟର ବମ୍? ଭାରତ ପାଖରେ ଅଛି କି ଏହି ଘାତକ ଅସ୍ତ୍ର……

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଇରାନ କ୍ଲଷ୍ଟର ବୋମା ବ୍ୟବହାର କରିଛି। ଇସ୍ରାଏଲୀ ସେନା ଦ୍ୱାରା କ୍ଲଷ୍ଟର ବୋମା ବ୍ୟବହାରକୁ ନିଶ୍ଚିତ କରାଯାଇଛି । ଆଇଡିଏଫ କହିଛି ଯେ ଜୁନ୍ ୧୯ ତାରିଖରେ ଇରାନ ଦ୍ୱାରା ନିକ୍ଷେପ କରାଯାଇଥିବା କ୍ଷେପାଣାସ୍ତ୍ର ମଧ୍ୟରୁ ଅତି କମରେ ଗୋଟିଏ…

ଯାଜପୁରରେ ଝାଡ଼ାବାନ୍ତି ଡ଼ର: ୫ ହୋଟେଲକୁ ସିଲ୍ କଲା ପ୍ରଶାସନ

ଯାଜପୁର: ଡରାଉଛି ଝାଡାବାନ୍ତି। ଜିଲ୍ଲାକୁ ଜିଲ୍ଲା ଡାଇରିଆ ବ୍ୟାପୁଥିବା ବେଳେ ଏବେ ଯାଜପୁରରେ ଆଉ ୫ ହୋଟେଲ ସିଲ୍ । ଦର୍ପଣ ତହସିଲ ପ୍ରଶାସନ ଆଉ ୫ ହୋଟେଲ ସିଲ୍ କରିଛି। ଚଣ୍ଡିଖୋଲରେ ଗୋଟିଏ ଓ ବାଲିଚନ୍ଦ୍ରପୁର ଅଞ୍ଚଳରେ ୪ଟି ହୋଟେଲକୁ ସିଲ୍ କରିଛି ଦର୍ପଣ ତହସିଲ ପ୍ରଶାସନ । ଆସନ୍ତା ୧୪ ଦିନ…

ଜୁଲିଆନ୍ ଓ୍ବେବରଙ୍କ ଠାରୁ ବଦଲା ନେଲେ ନୀରଜ….ଜିତିଲେ ପ୍ୟାରିସ୍ ଡାଇମଣ୍ଡ ଲିଗ୍

ନୂଆଦିଲ୍ଲୀ: ପ୍ୟାରିସ୍ ଡାଇମଣ୍ଡ ଲିଗ୍ ୨୦୨୫ ଜିତିଲେ ନୀରଜ ଚୋପ୍ରା । ଦୁଇ ବର୍ଷର ସଂଘର୍ଷ ପରେ ପ୍ରଥମ ଥର ପାଇଁ ଡାଇମଣ୍ଡ ଲିଗ୍ ଟାଇଟଲ୍ ନିଜ ନାମରେ କରିଛନ୍ତି । ଦୁଇଥର ଅଲିମ୍ପିକ୍ ପଦକ ବିଜେତା ଏବଂ ଭାରତୀୟ ଜାଭେଲିନ୍ ଥ୍ରୋ ଷ୍ଟାର ନୀରଜ ଚୋପ୍ରା ଶୁକ୍ରବାର ଦିନ ପ୍ୟାରିସ୍ ଡାଇମଣ୍ଡ…

ଟ୍ରମ୍ପ-ମୁନିରଙ୍କ ସାକ୍ଷାତକୁ ନେଇ ରାଗିଗଲା ଇରାନ, ପାକିସ୍ତାନକୁ ଦେଲା ଚେତାବନୀ

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇଛି। ନୂଆଦିଲ୍ଲୀରେ ଥିବା ଇରାନୀ ଦୂତାବାସର ଡେପୁଟି ମିଶନ ମୁଖ୍ୟ ଜାଭେଦ ହୁସେନି ଶୁକ୍ରବାର କହିଛନ୍ତି, ଯଦି କୌଣସି ତୃତୀୟ ପକ୍ଷ ଏହି ସଂଘର୍ଷରେ ସାମିଲ ହୁଏ, ତେବେ ତାକୁ…

ଇସ୍ରାଏଲ ସହ ଯୁଦ୍ଧ ଭିତରେ ଭୂମିକମ୍ପରେ ଥରିଲା ଇରାନ ମାଟି….

ନୂଆଦିଲ୍ଲୀ: ଯୁଦ୍ଧ ଭିତରେ ଥରିଲା ଇରାନ୍ । ଇସ୍ରାଏଲ ସହିତ ଉତ୍ତେଜନା ମଧ୍ୟରେ ଇରାନର ଯୁଦ୍ଧ ପ୍ରଭାବିତ ସେମନାନରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି । ତେବେ ଭୂମିକମ୍ପର କେନ୍ଦ୍ର ଏକ ଏପରି ସ୍ଥଳ ରହିଛି ଯେଉଠାକୁ…

‘ଉତ୍ତେଜନା ଏବଂ ଅସ୍ଥିରତା ଭିତରେ ଯୋଗ ହେଉଛି ଶାନ୍ତିର ପଥ’: ଯୋଗ ଦିବସରେ ପିଏମ୍ ମୋଦିଙ୍କ ସମ୍ବୋଧନ…

ବିଶାଖାପାଟନା: ଆଜି ବିଶ୍ବ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସହିତ ଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆହୁରି ଅନେକ ଲୋକ ମଧ୍ୟ ଏହି ଯୋଗ…

ଭାରତ-ପାକ୍ ବିବାଦ ମଧ୍ୟରେ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପକାର ଫେରାଇବାରେ ବ୍ୟସ୍ତ ହୋଇପଡିଲାଣି। ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନରୁ ଆଶ୍ରୟ ନେବା ପାଇଁ ପାକିସ୍ତାନ ଆମେରିକାର ସାହାଯ୍ୟ ନେଇଥିଲା। ସେହି…

ସପ୍ତାହକରେ ୭କୋଟି ପାର୍ କଲା ‘ବୋଉ ବୁଟୁ ଭୂତ’

ଭୁବନେଶ୍ବର: ଚଳିତ ବର୍ଷ ରଜ ଉପଲକ୍ଷେ ମୁକ୍ତିଲାଭ କରିଥି ବାବୁସାନ ମହାନ୍ତିଙ୍କ 'ବୋଉ ବୁଟୁ ଭୂତ'ର କ୍ରେଜ ଦେଖିବାକୁ ମିଳିଛି । ଏହି ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ୭କୋଟିରୁ ଅଧିକ ଆୟ କରିଛି । ବାବୁସାନ ବ୍ୟତୀତ ଏଥିରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଅପରାଜିତାଙ୍କୁ ଦେଖିବାକୁ ମିଳିଛି…

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଫିଲ୍ମ ନିର୍ମାତାଙ୍କ ମୃତ୍ୟୁ, ଡିଏନଏ ଟେଷ୍ଟରୁ ସ୍ପଷ୍ଟ

ଅହମ୍ମଦାବାଦ: ଗୁଜୁରାଟୀ ଚଳଚ୍ଚିତ୍ର ନିର୍ମାତା ମହେଶ ଜିରାୱାଲାଙ୍କର ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଦିନଠାରୁ (୧୨ ଜୁନ୍, ୨୦୨୫) ଚଳଚ୍ଚିତ୍ର ନିର୍ମାତା ନିଖୋଜ ଥିଲେ। ଯାହା ପରେ ସନ୍ଦେହ ହୋଇଥିଲା ଯେ ସେ ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରଭାବିତ ବ୍ୟକ୍ତିଙ୍କ…