Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅପରେସନ୍ ସିନ୍ଦୂର ଯୋଗୁଁ ଚୀନର ପ୍ରତିରକ୍ଷା ଷ୍ଟକ୍ ହେଲା କ୍ରାସ୍

ନୂଆଦିଲ୍ଲୀ:'ଅପରେସନ୍ ସିନ୍ଦୂର'ର ସଫଳତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣର ପ୍ରଭାବ କେବଳ ଭାରତ ଏବଂ ପାକିସ୍ତାନ ପର୍ଯ୍ୟନ୍ତ ସୀମିତ ନାହିଁ । ଏହା ଚୀନର ଏଭିଏସନ ଇଣ୍ଡଷ୍ଟ୍ରୀକୁ ଝଟକା ଦେଇଛି । ବିଶେଷକରି ପାକିସ୍ତାନକୁ ଯୁଦ୍ଧ ବିମାନ J-10 ଯୋଗାଣ କରୁଥିବା କମ୍ପାନୀର ସେୟାର…

ପୁଣି ନିଜର ବାଃବାଃ କଲେ ଟ୍ରମ୍ପ; ଭାରତ-ପାକ୍ ମଧ୍ୟରେ ଯୁଦ୍ଧବିରତି ଆଣିଲା ଆମେରିକା ପ୍ରଶାସନ

ନୂଆଦିଲ୍ଲୀ:  ଭାରତ- ପାକ୍ ମଧ୍ୟରେ ଯୁଦ୍ଧବିରତି ହେବା ପରେ, ପୁଣି  ଶ୍ରେୟ ନେବାକୁ ବାରମ୍ବାର ଚେଷ୍ଟା କରିଛନ୍ତି ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର (୧୩ ମେ, ୨୦୨୫) ପୁଣି ଥରେ ଦାବି କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା…

ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବେ ବିଧାୟକ ଓ ଏମପି; ଜରୁରୀ ଆବଶ୍ୟକତା ଥିବା ଶିକ୍ଷକଙ୍କୁ ଅଗ୍ରାଧିକାର

ଭୁବନେଶ୍ବର: ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିସ କରିପାରିବେ ସାଂସଦ ଓ ବିଧାୟକ । ରାଜ୍ୟରେ ବିଧାୟକ ଏବଂ ଏମପିମାନଙ୍କ କ୍ଷମତା ବୃଦ୍ଧି କରିବା ପାଇଁ ଏକ ପଦକ୍ଷେପରେ, ଓଡ଼ିଶା ସରକାର ରାଜ୍ୟର ପ୍ରତ୍ୟେକ ବିଧାନସଭା ସଦସ୍ୟ (ବିଧାୟକ) ଏବଂ ସାଂସଦଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀ…

ପାକିସ୍ତାନ ହାଇକମିଶନର ଅଧିକାରୀଙ୍କୁ ତୁରନ୍ତ ଭାରତ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନୀ ଅଧିକାରୀଙ୍କ ବିରୋଧରେ ସରକାର ଆକ୍ସନ ନେଇଛନ୍ତି । ଭାରତ ସରକାର ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ "ପର୍ସୋନା ନନ୍ ଗ୍ରାଟା persona non grata" ଘୋଷଣା କରିଛନ୍ତି। ଏପରି ଅବାଞ୍ଛିତ ଘୋଷିତ ଯେକୌଣସି ବ୍ୟକ୍ତିଙ୍କୁ ସରକାର…

ଓପିଏସସି ଓ ଓଏସଏସସିରେ ନୂଆ ସଦସ୍ୟଙ୍କୁ ନିଯୁକ୍ତ କଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଆଇଏଏସ୍ ଅଧିକାରୀ ଉଦୟ ନାରାୟଣ ଦାସ ଏବଂ ପୁରୀର ଏସ୍ ସିଏସ୍ (ସ୍ୱୟଂଚାଳିତ) କଲେଜର ଅଧ୍ୟକ୍ଷ ମିହିର ପ୍ରସାଦ ମିଶ୍ରଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ସଦସ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି। ଉଦୟ ନାରାୟଣ ବର୍ତ୍ତମାନ ଜନଗଣନା ଅପରେସନ…

ତୁର୍କୀ ସେଓ ବର୍ଜନ କଲେ ବ୍ୟବସାୟୀ; ଗ୍ରାହକ କହିଲେ ଆମେ କାହିଁକି…

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନ ସହ ଠିଆ ହୋଇଛି ତୁର୍କୀ । ଆତଙ୍କବାଦୀ ପାକିସ୍ତାନ ସହିତ ଠିଆ ହୋଇ ନିଜର ପ୍ରକୃତ ଚେହେରା ଦେଖାଇଛି ତୁର୍କୀ। ଭାରତକୁ ଆକ୍ରମଣ କରିବାକୁ ପାକିସ୍ତାନ ବ୍ୟବହାର କରିଥିବା ଡ୍ରୋନ ତୁର୍କୀର ବୋଲି ସୂଚନା ରହିଛି । ଏହାପରେ ସାରା ଦେଶରେ ବୟକଟ ତୁର୍କୀ…

ପୋଲିସକୁ ବଡ଼ ସଫଳତା; ୨୦ଅପରାଧୀ ଗିରଫ,୮ ବନ୍ଧୁକ ଜବତ

ଗଞ୍ଜାମ:ଆଜି ଗଞ୍ଜାମ ପୋଲିସ ପୋଲସରା,ଆସିକା, କୋଟିନଡା ଓ ହିଞ୍ଜିଳି ଥାନା ଅଂଚଳରୁ ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୮ ବନ୍ଧୁକ ଓ ୩୧ଟି ଗୁଳି, ୧୨ଟି ଖୋଖା ଜବତ ଜବତ ହୋଇଛି। ଜିଲ୍ଲାରେ ଅପରାଧୀଙ୍କୁ ଦମନ ଓ ବନ୍ଧକ ମୁକ୍ତ ଉଦ୍ଦେଶ୍ୟରେ ଗଞ୍ଜାମ ଏସ୍‌.ପି. ଶୁଭେନ୍ଦୁ କୁମାର…

ଯାଜପୁରରେ ବୋମା ବିସ୍ଫୋରଣ; ୨ମୃତ, ଜଣେ ଗୁରୁତର

ଯାଜପୁର: ଛତିଆ ନିକଟରେ ବୋମା ବିସ୍ଫୋରଣ ହୋଇଛି । ବୋମା ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବସଷ୍ଟାଣ୍ଡ ନିକଟରେ। ସୂଚନାନୁସାର , ମଙ୍ଗଳବାର ଅପରାହ୍ନରେ…

ବନୀକରଣ ନାଁରେ ସରକାରୀ ପାଣ୍ଠି ଆତ୍ମସାତ; ୪ ବନ ଅଧିକାରୀ ଗିରଫ

ଭୁବନେଶ୍ୱର: ୨୦୨୩-୨୪ ବର୍ଷରେ ବନୀକରଣ ନାଁରେ ହୋଇଥିଲା ବଡ଼ ଦୁର୍ନୀତି । କଳାହାଣ୍ଡି ଜୟପାଟଣା ରେଞ୍ଜରେ ର୍ଦୁନୀତି ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବନୀକରଣ ଦୁର୍ନୀତି ଅଭିଯୋଗରେ ୪ ବନ ଅଧିକାରୀ ଗିରଫ ହୋଇଛନ୍ତି। ପ୍ରାୟ ୮୦ ଲକ୍ଷ ଟଙ୍କା ସରକାରୀ…

ଖୋଲିଲା ଶ୍ରୀନଗର ଏୟାରପୋର୍ଟ; ହଜ ପାଇଁ ସ୍ପାଇସଜେଟ୍ ପକ୍ଷରୁ ସୁବିଧା

ଶ୍ରୀନଗର: ହଜ ପାଇଁ ସ୍ପାଇସଜେଟ୍ ପକ୍ଷରୁ ଯାତ୍ରୀଙ୍କୁ ମିଳିବ ସୁବିଧା। ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ୍ ମେ ୧୪ରୁ ଶ୍ରୀନଗରରୁ ମଦିନାକୁ ଦୁଇଟି ସେବା ସହିତ ବିମାନ ଚଳାଚଳ ପୁନଃ ଆରମ୍ଭ କରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ୩୨ଟି ବିମାନବନ୍ଦର ବନ୍ଦ ରହିଥିଲା।…