Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପେଣ୍ଟାଗ୍ରାଫ୍ ଅଚଳ; ଅଟକିଲା ୨ଟି ଟ୍ରେନ୍

ରାୟଗଡା: ପେଣ୍ଟାଗ୍ରାଫ୍ ଅଚଳ ଯୋଗୁଁ ଅଟକିଲା ୨ଟି ଟ୍ରେନ୍ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଲେଲିଗୁମା ଷ୍ଟେସନ୍‌ ନିକଟରେ ଅଟକି ରହିଛି ଅଟକିଛି ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ୍ । ରାଉରକେଲାରୁ ଜଗଦଳପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସର ଇଞ୍ଜିନର ପେଣ୍ଟୋଗ୍ରାଫ୍ ଲେଲିଗୁମା ରାଉଳି…

କୋଠା ଭୁଶୁଡ଼ି ୬ ମୃତ, ୨୮ରୁ ଉର୍ଦ୍ଧ୍ବ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ମୁସ୍ତଫାବାଦ ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାପି ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ୨୮ ଜଣ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଦିଲ୍ଲୀ ଅଗ୍ନିଶମ ସେବାର ଟିମ୍ ଅନେକ ସମୟ…

ନବମ ଥର ନବୀନ ହେବେ ସଭାପତି; ନୂଆ ରୂପ ନେବ ଦଳୀୟ ସଙ୍ଗଠନ

ଭୁବନେଶ୍ବର: ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ । ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରି ନଥିବାରୁ ପୁଣି ନବୀନ ନିର୍ଦ୍ବନ୍ଦ୍ବରେ ସଭାପତି ହେବା ନିଶ୍ଚିତ ହୋଇଛି । ଆଜି ନବୀନଙ୍କୁ ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯିବ । ଦଳର ରାଜ୍ୟ ପରିଷଦ…

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ; ୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ତାତିରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି ।…

୨୭ବର୍ଷ ପରେ ଶନିଦେବ ନିଜ ନକ୍ଷତ୍ରରେ କରୁଛନ୍ତି ପ୍ରବେଶ; ୩ ଅକ୍ଚୋବର ଯାଏଁ ରହିବ ପ୍ରଭାବ

ଭୁବନେଶ୍ବର:ରାଶି ମାନଙ୍କ ଉପରେ ନ୍ୟାୟର ଦେବତା ଶନିଙ୍କ ଚଳନ ବେଶ ପ୍ରଭାବ ପକାଏ । ଏପଟେ ଗତ ୨୭ ବର୍ଷ ପରେ ଶନିଦେବ ନିଜ ନକ୍ଷତ୍ର ଉତ୍ତରାଭାଦ୍ରପଦରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ପରିବର୍ତ୍ତନ ୨୮ ଏପ୍ରିଲ ୨୦୨୫ ସକାଳ ୭ଟା୫୨ ମିନିଟରେ ହେବ ଓ ଏହାର ପ୍ରଭାବ ୩ ଅକ୍ଚୋବର ୨୦୨୫…

ଶ୍ରୀ ଭାଗବତ ସାର ୧୧: ଭଗବତ ଭାବ ବର୍ଜିତ ହେଲେ ନିଷ୍କାମ କର୍ମର ମଧ୍ୟ ମୂଲ୍ୟ ନଥାଏ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ନାରାୟଣଙ୍କ ଠାରୁ ବା ଦ୍ୱାରା ସୄଷ୍ଟ ବୋଲି ଆମେ ଅବଗତ ହେଲେ, ଏହା ମଧ୍ୟ ଜାଣିଲେ ଯେ ଏହା ବ୍ରହ୍ମା ଓ ନାରଦଙ୍କ ଦ୍ୱାରା ସଂସାରର କଲ୍ୟାଣ ଉଦ୍ୟେଶରେ ବିସ୍ତାରିତ ଓ ପ୍ରସାରିତ ହେବା ଉଦ୍ୟେଶରେ…

ଭାରତର ଶୁଭାଂଶୁ ଶୁକ୍ଳା ମେ’ରେ କରିବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆସନ୍ତା ମାସରେ ଆକ୍ସିଅମ୍-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଯାତ୍ରା କରିବେ।  କେନ୍ଦ୍ରୀୟ ମହାକାଶ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି…

ଶ୍ରମିକଙ୍କ ଉପରେ ଖସିପଡ଼ିଲା ଲୁହା ପ୍ଲେଟ;୨ ମୃତ,୩ ଗୁରୁତର

ଢେଙ୍କାନାଳ: ଝାଡ଼ବନ୍ଧ ରୁରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାରେ ବଡ ଅଘଟଣ। ରୁଙ୍ଗଟା ମାଇନ୍ସ କମ୍ପାନୀର ୯ ନଂ କିଲନରେ ଆଇନରନ ପ୍ଲେଟ ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୩ଜଣ ଗୁରୁତର ଥିବା ସୂଚନା ମିଳିଛି। ମୃତ ଦୁଇ ଶ୍ରମିକ ହେଲେ ସ୍ଥାନୀୟ ମହାଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ…

ଟ୍ରାକ୍ଟର ଧକ୍କାରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ୪ଲକ୍ଷ ଅନୁକମ୍ପା ରାଶି

ଭୁବନେଶ୍ବର: ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ଜଣେ ନବମ ଶ୍ରେଣୀର ଛାତ୍ର ପ୍ରାଣ ହରାଇଥିବା ବିଷୟରେ ଜାଣି ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ବର୍ଗଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ…

ଦେଶର ସବୁଠାରୁ ଦୀର୍ଘ ରେଳ ସୁଡ଼ଙ୍ଗ ନିର୍ମାଣ; ୨ଘଣ୍ଟାରେ ଋଷିକେଶରୁ କର୍ଣ୍ଣପ୍ରୟାଗ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପାହାଡ଼ି ଅଞ୍ଚଳରେ ଏହି ପ୍ରକଳ୍ପରେ TBM(Tunnel Boring Machine)ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି । ଯୋଗ ସହର ଋଷିକେଶରୁ ତପୋ ସହର କର୍ଣ୍ଣପ୍ରୟାଗ ଯାତ୍ରା ଏବେ ମାତ୍ର ଦୁଇ ଘଣ୍ଟାରେ ସମାପ୍ତ ହେବାକୁ ଯାଉଛି । ଦେବଭୂମିରେ ଭାରତୀୟ ରେଳବାଇ ଦେଶର…