Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଥର ଚନ୍ଦନ ଯାତ୍ରାରେ ଫୁଟିବନି ବାଣ, ରହିବ ଇନ୍‌ସୁରାନ୍ସ ବ୍ୟବସ୍ଥା

ପୁରୀ: ଏପ୍ରିଲ ୩୦ ତାରିଖ ଦିନ ପାଳନ ହେବ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ  ହେବ , ଏଥିସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଗତବର୍ଷ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣକୁ…

ପୁଅ ଦେଖିଲା ମା’ର ବିବାହ, ସାରା ଦେଶରେ ଚହଳ ପକାଇଲା ବିଜେପି ନେତାଙ୍କ ବିବାହ!

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ। ହଠାତ ମୁର୍ଶିଦାବାଦ ହିଂସା ଖବର ବଦଳରେ ବିଜେପି ନେତାଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ । ବିଜେପିର ଜଣାଶୁଣା ନେତା ତଥା ପୂର୍ବତନ ସାଂସଦ ଦିଲୀପ ଘୋଷ (୬୦)ଙ୍କ ବାହାଘର ଖବର ବୁଧବାର ଦିନ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା…

ମେ’୧ରୁ ବନ୍ଦ ହେବ ଫାସ୍‌ଟ୍ୟାଗ୍, ଜାଣନ୍ତୁ କଣ ରହିଛି ନୂଆ ନିୟମ..

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ୍‌ ମେ ’ ୧ରୁ ସାରା ଦେଶରେ ରାଜପଥରେ ଟୋଲ୍ ଆଦାୟ ପଦ୍ଧତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସାଟେଲାଇଟ-ଆଧାରିତ ଟୋଲିଂ ସିଷ୍ଟମ ୧ ମଇ, ୨୦୨୫ ରୁ ଆରମ୍ଭ ହେବ। ଏହି ସିଷ୍ଟମ ପୂର୍ବରୁ ଥିବା FASTag-ଆଧାରିତ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ। ଏଥିରେ…

ଫରଚ୍ୟୁନର ଭଳି ଦୌଡିବ ଟିଭିଏସର ଏହି ଗାଡ଼ି…

ନୂଆଦିଲ୍ଲୀ: ଟିଭିଏସ ମୋଟର କମ୍ପାନୀ  ଏହାର ସୁପର ପ୍ରିମିୟମ୍ ମୋଟରସାଇକେଲ୍ ଆପାଚି RR310 ର 2025 ସଂସ୍କରଣ ଲଞ୍ଚ କରିଛି। ନୂତନ ସଂସ୍କରଣର ପ୍ରାରମ୍ଭିକ ଏକ୍ସ-ଶୋ’ରୁମ୍ ମୂଲ୍ୟ ₹୨,୭୭,୯୯୯ ଲକ୍ଷ। ଏହି ବାଇକ୍‌ ଏସିଆ ରୋଡ୍‌ ରେସିଂ ଚାମ୍ପିଅନସିପ୍‌ (ARRC)ରେ 1:49.742 ସେକେଣ୍ଡ ଲାପ୍‌…

ରାଷ୍ଟ୍ରପତିଙ୍କ ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ରାୟ: ଉପରାଷ୍ଟ୍ରପତିଙ୍କ ନାପସନ୍ଦ, ପ୍ରଶ୍ନ କଲେ କପିଲ ଶିବଲ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁୁପ୍ରିମକୋର୍ଟଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ କ୍ଷମତାକୁ ନେଇ ଦିଆଯାଇଥିବା ରାୟକୁ ବିରୋଧ ପ୍ରକାଶ କରିଛନ୍ତି। ଏବେ ବରିଷ୍ଠ ଆଇନଜୀବୀ ତଥା ସାଂସଦ କପିଲ ଶିବଲ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଯଦି…

ବେଆଇନ୍ ଖଣି ଖନନ: ଘଟଣାସ୍ଥଳରେ ମନ୍ତ୍ରୀ, ବିଭାଗୀୟ ଅଧିକାରୀଙ୍କ ଉପରେ ସନ୍ଦେହ!

ସୁନ୍ଦରଗଡ଼: ଜିଲ୍ଲାରେ ଅବୈଧ କୋଇଲା ଖଣି ଖନନ ଅଭିଯୋଗକୁ ନେଇ ଓଡ଼ିଶା ସରକାର ଏକ କଡ଼ା ତଦନ୍ତ ଆରମ୍ଭ କରିଛନ୍ତି। ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଶୁକ୍ରବାର ହେମଗିରି ବ୍ଲକର ଗୋପାଳପୁର ଅଞ୍ଚଳ ପରିଦର୍ଶନ…

ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ଟପ ମାଓନେତା ହିଡ଼ମାର ବଙ୍କର ଠାବ

ବିଜାପୁର: ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା। ଛତିଶଗଡ଼ର ବିଜାପୁରରେ ଟପ୍ ମାଓନେତା ହିଡ଼ମାର ବଙ୍କର ଠାବ। ବିଜାପୁରରେ ଟପ ମାଓନେତା ହିଡ଼ମାର କଂକ୍ରିଟ ଓ ଇଟାରେ ନିର୍ମିତ ବଙ୍କରକୁ ଖୋଜି ବାହାର କରିଛନ୍ତି ସୁରକ୍ଷାବାହିନୀ। ପ୍ରଥମଥର ପାଇଁ ଏଭଳି କଂକ୍ରିଟରେ ନିର୍ମିତ ମାଓ ବଙ୍କର ଠାବ…

ପୁରୀ ରଥଯାତ୍ରା ଶୃଙ୍ଖଳିତ କରିବାକୁ ଗୁରୁତ୍ବପୂର୍ଣ୍ଣ ବୈଠକ: ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଉପରେ ଅଧିକ ଫୋକସ୍

ଭୁବନେଶ୍ୱର: ଚଳିତ ବର୍ଷ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା…

ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଗଲେ ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ଧଳଙ୍କୁ ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ମିଳିଛି । ୧୯୯୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଶ୍ରୀ ଧଳ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ। ସେ…

ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ, ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ

ରାଉରକେଲା: ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ। ବାଇକ୍‌ରେ ୨ CRPF ଯବାନ ଆସୁଥିବା ବେଳେ ବିସ୍ଫୋରଣ ହୋଇଛି। IED ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ୨ ଯବାନ। ସୂଚନା ଅନୁସାରେ ଝାଡ଼ଖଣ୍ଡର ସିଆରପିଏଫ କ୍ୟାମ୍ପରେ ମହୁମାଛି ଆକ୍ରମଣରେ ଯବାନ ଆହତ ହୋଇଥିଲେ। ଯବାନଙ୍କୁ ଚିକିତ୍ସା ପାଇଁ…