Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା୧,୬୪୪କୁ ବୃଦ୍ଧି

ନୂଆଦିଲ୍ଲୀ: ଶୁକ୍ରବାର ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଲଗାତାର ତିନି ଥର ଭୟଙ୍କର ଭୂମିକମ୍ପ ଘଟିଛି । ଏହି ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୧,୬୪୪ ଜଣଙ୍କର ମୃତ୍ୟୁ ହୋଇସାରିଛି । ତେବେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦେଶରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…

ଚୈତ୍ର ନବରାତ୍ରୀର ପ୍ରଥମ ଦିନ କରନ୍ତୁ ଏହି ଜିନିଷର ଦାନ..

ଭୁବନେଶ୍ବର: ଶକ୍ତିଙ୍କ ଆରାଧନାର ପର୍ବ ନବରାତ୍ରୀ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଅର୍ଥାତ୍ ଚୈତ୍ର ନବରାତ୍ରୀ ୩୦ମାର୍ଚ୍ଚରୁ ଆରମ୍ଭ ହେଉଛି, ଯାହା ୬ଏପ୍ରିଲରେ ଶେଷ ହେବ । ଏହା ଚୈତ୍ର ଶୁକ୍ଲା ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୁଏ । ଏଥିସହ ହିନ୍ଦୁ ନୂତନ ବର୍ଷ ଚୈତ୍ର ନବରାତ୍ରୀ ଠାରୁ…

ଆରମ୍ଭ ହେଲା ଚୈତ୍ର ନବରାତ୍ରୀ; ୪ ରାଶିଙ୍କ ବଦଳିବ ଭାଗ୍ୟ

ଭୁବନେଶ୍ବର: ମାର୍ଚ୍ଚ ୩୦ ଅର୍ଥାତ୍ ଆଜିଠାରୁ ଚୈତ୍ର ନବରାତ୍ରୀ ଆରମ୍ଭ ହେଉଛି। ମା’ଏଥର ହାତୀ ବାହାନରେ ଆସିବେ। ଶାସ୍ତ୍ରାନୁସାରେ ଦେବୀଙ୍କ ହାତୀ ପାଲିଙ୍କିକୁ ବହୁତ ଶୁଭ ବୋଲି କୁହାଯାଏ। ଏହି ନବରାତ୍ରୀରେ ଅମୃତ ସିଦ୍ଧି ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ପଡୁଛି । ତେଣୁ ଏହି ୯ ଦିନ ଅତ୍ୟନ୍ତ…

ସହର ପରିକଳ୍ପନା ଯୋଜନାର ଅଗ୍ରଗତି ସମୀକ୍ଷା କଲେ ବିଡିଏ ଉପାଧ୍ୟକ୍ଷ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ଡା.ଏନ୍. ତିରୁମାଲା ନାୟକ ଶନିବାର ସହର ପରିକଳ୍ପନା ଯୋଜନାର (ଟିପି ସ୍କିମ) ସମୀକ୍ଷା କରିଛନ୍ତି । ଏହି ବୈଠକରେ (ଟିପିସ୍କିମ) ଯୋଜନା ନଂ ୧, ୨, ୩ ଓ ୪ର ୯ଟି ଗାଁ ପାଇକରାପୁର, ସିଜିପୁଟ, ନାରାଗୋଡା, ସାହାଜପୁର,…

ନାରୀ ନ୍ୟାୟ ପାଇଁ ଗୃହ କମିଟି ଗଠନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ୱର: ରାଜ୍ୟରେ ମହିଳା ଅତ୍ୟାଚାର ବୃଦ୍ଧିର ନିୟନ୍ତ୍ରଣ ଓ ତାଙ୍କ ସୁରକ୍ଷା ଗୁରୁତ୍ୱ ପ୍ରଦାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ରାଜ୍ୟପାଳଙ୍କୁ ରାଜଭବନ ଠାରେ…

ଆସିଲା ଖୁସି ଖବର; ଜଗତସିଂହପୁରରେ ହେବ ମେଡିକାଲ କଲେଜ

ଭୁବନେଶ୍ବର: ଜଗତସିଂହପୁରବାସୀଙ୍କ ପାଇଁ ଆସିଲା ଖୁସି ଖବର । ଜଗତସିଂହପୁରରେ ମେଡିକାଲ କଲେଜ ହେବ ବୋଲି ଶନିବାର ବିଧାନସଭାରେରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ବ୍ୟୟ ମଞ୍ଜୁର ବିଲ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଗତସିଂହପୁରରେ ମେଡିକାଲ କଲେଜ ହେଲେ…

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଶନିବାର ଓଏଏସ୍ କ୍ୟାଡରରେ ଏକ ଅଦଳବଦଳ କରାଯାଇଛି । ଓଏଏସ୍ ଅଧିକାରୀଙ୍କୁ ନୂତନ ପଦବୀରେ ନିଯୁକ୍ତ କରାଯାଇଛି । ମୃଣାଳ କାନ୍ତି ଦାସଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ), ଓଡ଼ିଶାର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ମୃଣାଳ କାନ୍ତି ଦାସ…

ଶ୍ରୀମନ୍ଦିର ଆଇନରେ ହେବ ପରିବର୍ତ୍ତନ ଓ ଖୋଲିବ ନୂଆ ୟୁଟୁବ୍ ଚ୍ୟାନେଲ

ପୁରୀ: ଶନିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶ୍ରୀମନ୍ଦିରକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ପ୍ରସ୍ତୁତି ଓ ରତ୍ନଭଣ୍ଡାର ମରାମତି ଅଗ୍ରଗତି ନେଇ ମଧ୍ୟ ଆଲୋଚନା ହୋଇଛି । ବୈଠକ ପରେ…

୨୦୧୯-୨୪ ବର୍ଷ ମଧ୍ୟରେ ଓଡ଼ିଶା ଆସିଛନ୍ତି ୨ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ବର: ୨୦୧୯-୨୦୨୪ ଆର୍ଥିକ ବର୍ଷ ଏବଂ ଡିସେମ୍ବର ୨୦୨୪-୨୫ ପର୍ଯ୍ୟନ୍ତ ମୋଟ ୪୮,୪୧୦,୧୩୧ ଜଣ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଛନ୍ତି । ସେହିପରି ମୋଟ ୨୨୩,୬୨୫ ଜଣ ବିଦେଶୀ ପର୍ଯ୍ୟଟକ ରାଜ୍ୟର ପର୍ଯ୍ୟଟନସ୍ଥଳୀ ପରିଦର୍ଶନ…

ମାର୍ଚ୍ଚ ୩୧ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଅଭିଯୋଗ

ଭୁବନେଶ୍ବର: ଆସନ୍ତା ୩୧ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଅଭିଯୋଗ । ଉକ୍ତଦିନ ସରକାରୀ ଛୁଟି ଦିନ ଥିବା କାରଣରୁ ଭୁବନେଶ୍ବର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ବନ୍ଦ ରହିବ । ତେବେ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ…