Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସରିଲା ବିଧାନସଭା ବଜେଟ୍ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ୱର: ସରିଲା ବିଧାନସଭା ବଜେଟ୍ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ହେଲା ଗୃହ ମୁଲତବୀ। ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ବେଶ୍ ରୋଚକ ଥିଲା ବଜେଟ୍ ଅଧିବେଶନ। ଚଳିତ ଅଧିବେଶନରେ ମୋଟ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ପାରିତ ହୋଇଛି ଦୁଇ ଦୁଇଟି ବିଲ୍। ବିଶ୍ୱବିଦ୍ୟାଳୟ…

ରାତିସାରା ଚାଲିଲା ବିଧାନସଭା, ଭୋରୁ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲ୍

ଭୁବନେଶ୍ୱର: ବିଧାନସଭା ଇତିହାସରେ ରେକର୍ଡ। ରାତି ସାରା ଚାଲିଲା ବିଧାନସଭା। ବିଧାନସଭାରେ ପାରିତ ହେଲା ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍। ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ବିଲ ଆଗତ ହେବା ପରେ ଆରମ୍ଭ ହୋଇଥିଲା ଆଲୋଚନା। ଗୃହରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା। ଅପରାହ୍ଣ…

ଲାଲୁଙ୍କର କେଉଁ ଇଚ୍ଛା ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ, ଗୃହରେ କହିଲେ ଅମିତ ଶାହ

ନୂଆଦିଲ୍ଲୀ: ଲୋକସଭାରେ ଓ୍ୱାକଫ ସଂଶୋଧନ ବିଲ୍‌ ନେଇ ଏପ୍ରିଲ ୨ (ବୁଧବାର)ରେ ଶାସକ ଦଳ ଏନଡିଏ ଏକଜୁଟ ହୋଇ ନିଜ ପକ୍ଷ ରଖିଛି। ବିଲ୍ ଯଦିଓ ପାରିତ ହୋଇଯାଇଛି ହେଲେ ଏହି ସମୟରେ ବିରୋଧୀଙ୍କ ଯୁକ୍ତି ଓ ଶାସକ ଦଳର ପାଲଟା ଜବାବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖାସ କରି ଗୃହ ମନ୍ତ୍ରୀ ଅମିତ…

ମୁସଲମାନଙ୍କ ସୁରକ୍ଷାକୁ ନେଇ ଲୋକସଭାରେ ଗର୍ଜିଲେ ପୁରୀ ସାଂସଦ

ନୂଆଦିଲ୍ଲୀ: ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍‌ ଉପରେ ଚାଲିଥିବା ଚର୍ଚ୍ଚା ଭିତରେ ବିଜେପିର ପୁରୀ ସାଂସଦ ସମ୍ବିତ ପାତ୍ର ସରକାରଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି। ଏହି ବିଲ୍‌ର ଗୁରୁତ୍ୱ ବୁଝାଇ ସେ କହିଛନ୍ତି ଯେ ଓ୍ବାକଫ ବୋର୍ଡରେ ପୂର୍ବରୁ ଅନେକ ଥର ସଂଶୋଧନ ହୋଇଛି। କିନ୍ତୁ ଏବେ ଏହାକୁ…

ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍‌ ପାସ୍: ସମର୍ଥନରେ ପଡ଼ିଲା ୨୮୮, ଜାଣନ୍ତୁ ବିରୋଧରେ କେତେ

ନୂଆଦିଲ୍ଲୀ: ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍‌ ଉପରେ ଭୋଟିଂ ଶେଷ ହୋଇଛି। ବାଚସ୍ପତି ଓମ ବିର୍ଲା ଘୋଷଣା କରିଛନ୍ତି ଯେ ଏହି ବିଲ୍‌କୁ ସମର୍ଥନ କରି ୨୮୮ ଭୋଟ ପଡ଼ିଥିବା ବେଳେ ୨୩୨ ଭୋଟ ବିରୋଧରେ ପଡ଼ିଛି। କେନ୍ଦ୍ରୀୟ ଅଳ୍ପସଂଖ୍ୟକ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଭୋଟିଂ ପୂର୍ବରୁ…

ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ ନିଖୋଜ

ଗାନ୍ଧୀନଗର: ଜଳିଗଲା ଫାଇଟର ଜେଟ୍ ଜାଗୁଆର୍ । ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ । ବୁଧବାର ବିଳମ୍ବିତ ରାତିରେ ଗୁଜୁରାଟର ଜାମନଗର ନିକଟରେ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଏଣେତେଣେ ଛିଟକି ହୋଇ ପଡିଛି ବିମାନର ଖଣ୍ଡଖଣ୍ଡ ଅଂଶ । ଘଟଣାର…

ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ ଯନ୍ତ୍ରୀକୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ଭିଜିଲାନ୍ସ ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ୱର ଗ୍ରାମୀଣ କାର୍ଯ୍ୟ (PH) ଡିଭିଜନର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ ପ୍ରାୟ ୭ ଲକ୍ଷ ମୂଲ୍ୟର ବାକି…

ମିଆଁମାର ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା; ରହିଛି ୬.୦ ତୀବ୍ରତା

ଟୋକିଓ:ମିଆଁମାର ପରେ ଥରିଲା ଜାପାନ । ମଙ୍ଗଳବାର ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମିଆଁମାର ପରେ ଜାପାନରେ ଏହା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା…

ବାଟମାରଣା ହୋଇଛି ୮୬୫ କୋଟି ଟଙ୍କା ଖଣିଜ ରାଜସ୍ୱ: ସିଏଜି ରିପୋର୍ଟ

ଭୁବନେଶ୍ବର:ଓଡ଼ିଶାର ମହାଲେଖାକାର ଅତୁଲ ପ୍ରକାଶ ବୁଧବାର ଦିନ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ବିଭିନ୍ନ କ୍ଷେତ୍ରକୁ ନେଇ ସେ ବିସ୍ତୃତ ତଥ୍ୟ ରଖିଛନ୍ତି। ବାଟମାରଣା ହୋଇଛି ୮୬୫ କୋଟି ଟଙ୍କା ଖଣିଜ ରାଜସ୍ୱ । ରାଜ୍ୟରେ ଲଘୁ ଖଣିଜ ଚୋରି ରୋକିବା ଓ ଉଚ୍ଛେଦ କାର୍ଯ୍ୟକଳାପ ପ୍ରଭାବହୀନ ।…

୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଦେବାର ଯୋଜନା ନାହିଁ: ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଦେବାର ଯୋଜନା ନାହିଁ। ବିଧାନସଭାରେ ବୁଧବାର ଦିନ ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ମାଗଣା ବିଦ୍ୟୁତକୁ ନେଇ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ବର୍ତ୍ତମାନ ବିଦ୍ୟୁତ ଓ ଶକ୍ତି ବିଭାଗ ଦାୟିତ୍ଵ ସମ୍ଭାଳୁଥିବା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ…