Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଘୋଷଣା ହେଲା ଓସ୍କାର ୨୦୨୫, ବାଦ୍ ପଡିଲା ପ୍ରିୟଙ୍କାଙ୍କ ‘ଅନୁଜା’

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ଓସ୍କାର ୨୦୨୫ ଘୋଷଣା କରାଯାଇଛି । ଆମେରିକା ଲସ୍ ଆଞ୍ଜେଲସର ଡଲବି ଥିଏଟରରେ ଅନୁଷ୍ଠିତ ୯୭ତମ ଓସ୍କାର ପୁରସ୍କାର ଆଜି ଭାରତୀୟ ସମୟ ସକାଳ ୫:୩୦ ରେ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀ ଅଫ୍ ମୋସନ ପିକଚର୍ସ ଆର୍ଟସ ଆଣ୍ଡ…

ମହାପ୍ରଭୁଙ୍କୁ ଅପମାନ; ବିଦେଶିନୀଙ୍କ ଜଂଘରେ ଜଗନ୍ନାଥଙ୍କ ଟାଟୁ, ଥାନାରେ ଏତଲା

ଭୁବନେଶ୍ବର: ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କୁ କରାଯାଇଛି ଅପମାନ । ଜଣେ ବିଦେଶିନୀଙ୍କ ଆଣ୍ଠୁ ଉପରେ ଜଗନ୍ନାଥ ଟାଟୁ ଆଙ୍କିଛନ୍ତି । ଏହି ଟାଟୁକୁ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସପ୍‌ରେ ସେୟାର କରାଯାଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ତେବେ ସହିଦ ନଗର ଥାନାରେ ଟାଟୁ କରିଥିବା…

୧୦ ଦିନ ହେଲା ଟନେଲରେ ଫସିଛନ୍ତି ୮ ଶ୍ରମିକ, ମିଳୁନି ସଠିକ୍ ସ୍ଥାନ

ହାଇଦ୍ରାବାଦ: ୧୦ ଦିନ ବିତିଗଲାଣି। ଏବେ ବି ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ । ତେଲେଙ୍ଗାନାର ନଗରକର୍ନୁଲ ଜିଲ୍ଲାରେ ଥିବା ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ ଟନେଲ୍‌ରେ ଗତ ଫେବୃଆରୀ ୨୨ରେ ଭୁଶୁଡିଲା ଥିଲା ନିର୍ମାଣଧିନ ଟନେଲ ଛାତ ।  ଏବେ ଯାଏଁ ବି ୮ ଶ୍ରମିକଙ୍କ ପତ୍ତା ସଠିକ ଭାବେ ମଳିପାରି…

ଭେଣ୍ଡି ମଣିଷର କ୍ୟାନସର ସେଲ ବୃଦ୍ଧିକୁ ରୋକିଥାଏ !

ଭୁବନେଶ୍ବର:ଏବେ ଖରା ଦିନ ଆସିଯିବ । ଏହି ଋତୁରେ ଭେଣ୍ଡିର ଉତ୍ପାଦନ ଅଧିକ ମାତ୍ରାରେ ହୋଇଥାଏ । ତେବେ ଜାଣିଛନ୍ତି କି ଏହି ଭେଣ୍ଡି ଖାଇବାକୁ ଯେତିକି ସୁଆଦିଆ ସେତିକି ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ବୋଲି । ଏହି ଭେଣ୍ଡି କିଛି ଘାତକ ରୋଗରୁ ଦୂରେଇ ରଖିବ । ଏହି ପରିବାରେ ଭିଟାମିନ୍-ଏ,…

ସଚେତନର ଅଭାବ, ମାସକର ଛୁଆକୁ ୪୦ରୁ ଅଧିକ ଚେଙ୍କ

ଉମରକୋଟ: କୁପ୍ରଥା ଓ ଅନ୍ଧବିଶ୍ୱାସ ଘେରରେ ଫୁଣ୍ଡେଲପଡା ଗ୍ରାମ । ମାତ୍ର ୧ ମାସର ଶିଶୁ ଦେହରେ ୪୦ରୁ ଊର୍ଦ୍ଧ୍ୱ ନିଆଁ ଚେଙ୍କ ଦେଲେ ପରିବାର ଲୋକେ । ଶିଶୁଟି ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ…

କେଶରେ ଚମକ ଆଣିବ ଦେଶୀ ଘିଅର ଏହି ମାସ୍କ..

ଭୁବନେଶ୍ବର: ପ୍ରଦୂଷଣ ଯୋଗୁଁ କେଶ ଝଡିବା, କେଶ ରୁକ୍ଷ ହେବା ଓ ଦୋମୁଁହା କେଶ ସମସ୍ୟା ଅଧିକ ଦେଖାଯାଉଛି । ତେବେ କେଶକୁ ସୁନ୍ଦର କରିବା ପାଇଁ ବଜାରରେ ଅନେକ କେମିକାଲ ପ୍ରଡକ୍ଟ ମିଳୁଛି । କିନ୍ତୁ ଏହାଦ୍ବାରା କେଶ ପରେ ଆହୁରି ଖରାପ ହେବାକୁ ଲାଗୁଛି । ତେଣୁ ପ୍ରାକୃତିକ ଉପାୟରେ କେଶ…

ରାତିରେ ଘର ପୋଛୁଛନ୍ତି କି ?

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ନିୟମ ମାନିଲେ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଜାଣିଛନ୍ତି କି ବାସ୍ତୁଶାସ୍ତ୍ରରେ ଘରକୁ ସଫା-ସୁତୁରା ରଖିବାର ଅନେକ ମହତ୍ତ୍ୱ ରହିଛି । ଘର ପୋଛିବାର ଶୈଳୀ ନେଇ ବାସ୍ତୁ ଶାସ୍ତ୍ରରେ କିଛି ଉପାୟ  ରହିଛି । ଏହି ନିୟମରେ ଘର ପୋଛିବା ଦ୍ୱାରା…

୫୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଇଲଟ୍ ଟ୍ରେନିଂ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ୫୦ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଇଲଟ୍ ଟ୍ରେନିଂ ଦେବେ। ଖାସକରି ଅଧିକ ମହିଳାଙ୍କୁ କମର୍ସିଆଲ ପାଇଲଟ୍ ବନାଇବାକୁ ପ୍ରସ୍ତୁତିମୂଳକ ପାଇଲଟ୍ ତାଲିମ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସୂଚନା ଅନୁଯାୟୀ, ବାଣିଜ୍ୟ ଏବଂ ପରିବହନ ବିଭାଗ…

ଏହି ଅଭ୍ୟାସ ଆପଣଙ୍କ ଆଣ୍ଠୁକୁ ଦୁର୍ବଳ କରିପାରେ!

ଭୁବନେଶ୍ବର: ଆଜିକାଲି କମ୍ ବୟସରେ ବୟସ୍କଙ୍କ ପରି ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଯୁବ ବର୍ଗ । ଜାଣି ରଖନ୍ତୁ ଏହି ସଙ୍କେତ ଦର୍ଶାଉଛି ଯେ, ନିଶ୍ଚିତ ଭାବରେ ଆପଣ ପ୍ରତିଦିନ ଏପରି କିଛି କାର୍ଯ୍ୟ କରୁଛନ୍ତି ଯାହା ଆପଣଙ୍କ ଆଣ୍ଠୁ ଗଣ୍ଠିକୁ କ୍ଷତି ପହଞ୍ଚାଉଛି । ଯଦି ଠିକ୍ ସମୟରେ ଧ୍ୟାନ…

Tecno Spark Slim: ଦୁନିଆର ସବୁଠୁ ପତଳା ଫୋନ, ଜାଣନ୍ତୁ ଫିଚର

ଭୁବନେଶ୍ବର: ବର୍ତ୍ତମାନ, ଟେକ୍ନୋ ସ୍ପାର୍କ ସ୍ଲିମ୍ (Tecno Spark Slim) ସ୍ମାର୍ଟଫୋନ୍ ଚର୍ଚ୍ଚାରେ ରହିଛି । ଏହା ଦୁନିଆର ସବୁଠାରୁ ପତଳା ଫୋନ୍ ହେବାକୁ ଯାଉଛି । କମ୍ପାନୀ ଏହି ଆଗାମୀ ଫୋନକୁ ମୋବାଇଲ ୱାର୍ଲ୍ଡ କଂଗ୍ରେସ MWC 2025 (୩-୬ମାର୍ଚ୍ଚ) ରେ ପ୍ରଦର୍ଶିତ କରିବାକୁ ଯାଉଛି । ଏହି…