Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆୟୁଷ ଡ଼ାକ୍ତର ଚାକିରି ସ୍ଥାୟୀକରଣ ଦାବି: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ସଂଘ

ଭୁବନେଶ୍ବର: ବାରମ୍ବାର ଦାବି ପରେ ବି ଶୁଣୁନାହାଁନ୍ତି ରାଜ୍ୟ ସରକାର। ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟ କରୁଥିବା ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘ ୧୬ ବର୍ଷ ହେବ ଚୁକ୍ତି ଭିତ୍ତିରେ ସିଏଚସି/ପିଏଚସିରେ କାର୍ଯ୍ୟ କରୁଛନ୍ତି। ସବୁ ଆୟୁଷ ଡାକ୍ତରଙ୍କୁ ଚାକିରି ନିୟମିତ କରିବା ପାଇଁ…

କ୍ୟାନସର ବଢାଉଛି କୀଟନାଶକ ଛିଞ୍ଚନ

ଭୁବନେଶ୍ବର: ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍ ଆଶଙ୍କା । ବିଧାନସଭାରେ କିଛି ଏପରି ମନ୍ତବ୍ୟ ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢୁଥିବା ନେଇ ମନ୍ତ୍ରୀ ଚିନ୍ତା ପ୍ରକଟ କରିଥିବା ବେଳେ,…

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା; ପୁଣି ତଦନ୍ତ ପାଇଁ ଦାବି କଲେ ବିଧାୟକ

ଭୁବନେଶ୍ୱର: ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ସାନି ତଦନ୍ତ ଦାବି କରିଛନ୍ତି ଓଡ଼ିଶା ବିଧାୟକ ପଦ୍ମଲୋଚନ ପଣ୍ଡା। ବିଧାନସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସିମୁଳିଆର ବିଜେପି ବିଧାୟକ କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ…

ଓ୍ବକଫ୍ ବିଲ ଯୋଗୁଁ ହେବ ଏସବୁ ପରିବର୍ତ୍ତନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାରେ ଉପସ୍ଥାପନ କରିଛନ୍ତି ଓ୍ବକଫ୍ ସଂଶୋଧନ ବିଲ୍ । ବିରୋଧୀ ଓ ବିଭିନ୍ନ ମୁସଲିନ ସଂଗଠନ ବିଲକୁ ଜୋରଦାର ବିରୋଧ କରୁଛନ୍ତି । ଏହାଦ୍ବାରା ଦେଶରେ ଓ୍ବକଫ ସଂପତ୍ତିର ପରିଚାଳନାରେ ଉନ୍ନତି ଆସିବ ବୋଲି ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଯୁକ୍ତି ବାଢୁଛନ୍ତି…

ନେପାଳକୁ ରାଜତନ୍ତ୍ର ଫେରିଲେ ବଦଳିଯିବ ସଂପର୍କ !

ନୂଆଦିଲ୍ଲୀ: ନେପାଳରେ ଗଣତନ୍ତ୍ର ବନାମ ରାଜତନ୍ତ୍ର । ବିରୋଧ, ବିକ୍ଷୋଭ ଓ ଆକ୍ସନ୍ । ଫେରିବ କି ରାଜତନ୍ତ୍ର ? ରାଜାଶାସନ ଫେରିଲେ ପଡୋଶୀ ଦେଶଙ୍କ ଉପରେ କି ପ୍ରଭାବ ପଡିବ? ଲମ୍ବା ସମୟ ଧରି ବିଶ୍ବର ଏକମାତ୍ର ହିନ୍ଦୁ ରାଷ୍ଟ୍ର ରହିଥିବା ନେପାଳରେ ରାଜତନ୍ତ୍ର ଥିଲା । ତେବେ ୨୦୦୮ରେ ରାଜାଶାସନ…

ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଫୁଲବାଣୀ: ଜଙ୍ଗଲରେ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ ଚଢାଉ। କନ୍ଧମାଳ ଜିଲ୍ଲା ଅବକାରୀ ସ୍ୱତନ୍ତ୍ର ସ୍କ୍ୱାଡ ଗୋଛପଡ଼ା ଥାନା ଅନ୍ତର୍ଗତ କଞ୍ଜାମାଇ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଚଢ଼ାଉ କରିଛି। ଏହି ଚଢାଉରେ ଜଙ୍ଗଲରେ ରଖା ଯାଇଥିବା ୩୪ଟି ଗଞ୍ଜେଇ ଭର୍ତ୍ତି ଜରି ଅଖା ବସ୍ତା ଜବତ…

ବିଦ୍ୟୁତ୍ ଆଘାତ ସାଜୁଛି କାଳ; ୫ ବର୍ଷରେ ଗଲାଣି ୨୭ ହାତୀଙ୍କ ଜୀବନ

ଭୁବନେଶ୍ବର: ବିଦ୍ୟୁତ୍ ଆଘାତରେ ଯାଉଛି ହାତୀ ଜୀବନ । ଏହି ଚିନ୍ତାଜନକ ପ୍ରସଙ୍ଗ  ବୁଧବାର ଦିନ  ବିଧାନସଭାରେ ଉପସ୍ଥାପିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଏକ ପ୍ରଶ୍ନର ଉତ୍ତରରେ ସୂଚନା ପ୍ରଦାନ କରିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨୭ ହାତୀ…

ପୁଣି ବିଗିଡିଲା ଲାଲୁଙ୍କ ସ୍ବାସ୍ଥ୍ୟ, ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର…

ପାଟନା: ପୁଣି ବିଗିଡିଲା ଲାଲୁଙ୍କ ସ୍ବାସ୍ଥ୍ୟ । ରାଷ୍ଟ୍ରୀୟ ଜନତା ଦଳ, ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ସାମ୍ନାକୁ ଆସିଛି । ରକ୍ତରେ ଶର୍କରା ବୃଦ୍ଧି ହେତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଯେଉଁ କାରଣରୁ ଡାକ୍ତରମାନେ ତାଙ୍କୁ ଅଧିକ…

ସରକାରୀ ପାଣ୍ଠି ଆତ୍ମସାତ କରି ବନ୍ଧାହେଲେ ସମବାୟ ସମିତିର ସେକ୍ରେଟେରୀ ଇନ-ଚାର୍ଜ

ଭୁବନେଶ୍ୱର: ବାଲେଶ୍ୱରର ଦୁର୍ଗାଦେବୀ ସମବାୟ ସମିତିର ସେକ୍ରେଟେରୀ ଇନ-ଚାର୍ଜ ଦାୟିତ୍ୱରେ ଥିବା ଗିରିଶ ଚନ୍ଦ୍ର ବେହେରାଙ୍କୁ ୫.୮ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଏହି ରାଶି…

ମିଳିବ ମାଗଣା ଚାଉଳ ସାଙ୍ଗକୁ ମାଗଣା ଗହମ, ହେଲେ କେବେ?

ଭୁବନେଶ୍ବର: ଏଣିକି ମାଗଣା ଚାଉଳ ସାଙ୍ଗକୁ ମାଗଣା ଗହବ ପାଇବେ ରାସନ ହିତାଧିକାରୀ । ନୂଆ ସରକାର ଆସିବା ଦିନଠୁ ଏହା ଶୁଣିବାକୁ ମିଳୁଛି । ହେଲେ କେବେ ମିଳିବ, ତାହା ଏବେ ପ୍ରଶ୍ନବାଚୀ । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ…