Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର, ଏଫସିଆଇ ନେବ ୪୬ ଲକ୍ଷ

ଭୁବନେଶ୍ବର: ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର । ରାଜ୍ୟରେ ଧାନ କିଣା ନେଇ ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତ ବର୍ଷ ଅପେକ୍ଷା ୨୬ ଲକ୍ଷ ମେଟ୍ରିକ୍ ଧାନ ଅଧିକା କିଣାହୋଇଛି । ପ୍ରତ୍ୟେକ ବର୍ଷ ୧୬ ଲକ୍ଷ ମେଟ୍ରିକ୍ ଟନ୍…

ବିରୋଧୀଙ୍କ ବିରୋଧ ଭିତରେ ସଂସଦରେ ଆଗତ ହେଲା ଓ୍ବାକଫ୍ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ସଂଶୋଧିତ ୱାକଫ୍ ବିଲ୍ । ବିରୋଧୀଙ୍କ ତୀବ୍ର ବିରୋଧ ଭିତରେ ବାଚସ୍ପତି ଓମ ବିର୍ଲାଙ୍କ ଅନୁମତି କ୍ରମେ ବୁଧବାର ସଂସଦରେ ସଂଶୋଧିତ ୱାକଫ୍ ବିଲ୍ ଆଗତ କରିଛନ୍ତି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବର୍ତ୍ତମାନ ବିଲ୍ ଉପସ୍ଥାପନ ପରେ…

କୁକ୍, ଡ୍ରାଇଭର, କେୟାର ଟେକର; ସମସ୍ତଙ୍କୁ ସମ୍ପତ୍ତିରେ ଭାଗ ଦେଇଛନ୍ତି ରତନ ଟାଟା… 

ନୂଆଦିଲ୍ଲୀ: ଅକ୍ଟୋବର ୨୦୨୪ରେ ଦୁନିଆରୁ ବିଦାୟ ନେଇଥିବା ରତନ ଟାଟାଙ୍କ ଇଚ୍ଛାପତ୍ର ପ୍ରକାଶ ପାଇଛି। ରତନ ଟାଟା ତାଙ୍କର ୩୮୦୦ କୋଟି ଟଙ୍କାର ସମ୍ପତ୍ତିରେ ଜୀବନର କୌଣସି ନା କୌଣସି ପର୍ଯ୍ୟାୟରେ ତାଙ୍କ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛିକିଛି ଭାଗ ଦେଇଛନ୍ତି। ଶେଷ ନିଶ୍ୱାସ…

ଅସ୍ତ୍ରବିରତି ଉଲ୍ଲଘଂନ କଲା ପାକିସ୍ତାନ: ସେନା ଗୁଳିରେ ନିହତ ହେଲେ ୪ ପାକିସ୍ତାନୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ମଙ୍ଗଳବାର ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏଥିରେ ପାକିସ୍ତାନୀ ସେନା ନିହଜ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ସେନା ପୁଞ୍ଚ ଜିଲ୍ଲା ଦେଇ ଅନୁପ୍ରବେଶ କରି ଅସ୍ତ୍ରବିରତି ଚୁକ୍ତି ଉଲ୍ଲଂଘନ କରିବା ସମୟରେ…

ଗାଡ଼ି ସାଇଡ୍ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଥାନାରେ ଏତଲା

ଭୁବନେଶ୍ୱର: ଗାଡ଼ି ସାଇଡ୍‌ମରା ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ। ଗଣ୍ଡଗୋଳରେ ଦୁଇ ଜଣ ଛାତ୍ର ଓ ଦୁଇ ଜଣ ଅଣଛାତ୍ର ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୧୦.୩୦ ସମୟରେ ଓୟୁଏଟି ଛକରେ ଘଟିଛି ଏଭଳି ଗଣ୍ଡଗୋଳ। ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ଟିମ୍ ପହଞ୍ଚି ସ୍ଥିତି…

ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ

ବଲାଙ୍ଗିର: ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ। ଏଠାରେ ସ୍ୱାମୀ ସାଜିଲା ସଇତାନ। ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟାକାରୀ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି ଦେଓଗାଁ ପୋଲିସ। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା…

ଶ୍ରୀମନ୍ଦିର ପାଇଁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି, ୫ଟି ପର୍ଯ୍ୟାୟରେ ହେବ ଚୟନ ପ୍ରକ୍ରିୟା

ପୁରୀ: ଶ୍ରୀମନ୍ଦିର ପାଇଁ ଆଜି ଠାରୁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି ଆରମ୍ଭ ହୋଇଛି। ୫ଟି ପର୍ଯ୍ୟାୟରେ ୧୭୨ ଅଫିସର ଓ ୧୪୯୯ ସିପାହୀ ଚୟନ ହେବେ। ଆଜି ୩୨୯ ଜଣ ପୋଲିସ କର୍ମଚାରୀ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ…

ଓ୍ୱାକଫ୍‌ ବିଲକୁ ନେଇ କଣ ରହିଛି ବିବାଦ, ସରକାରକୁ କାହିଁକି ବିରୋଧ କରୁଛନ୍ତି ବିରୋଧୀ?

ନୂଆଦିଲ୍ଲୀ: ଆଜି ୨ ଏପ୍ରିଲ୍‌ରେ ସଂସଦରେ ଓ୍ୱାକଫ୍‌ ସଂଶୋଧନ ବିଲ୍‌ ଆଗତ ହେବ। ସରକାର ପ୍ରଥମେ ଏହାକୁ ଲୋକସଭାରେ ଉପସ୍ଥାପନ କରିବେ। ଏହା ୪ ଏପ୍ରିଲ୍‌ ପର୍ଯ୍ୟନ୍ତ ଚାଲିବ। ଗୃହମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ ୨୯ରେ କହିଥିଲେ ଯେ ଏହି ବଜେଟ୍‌ ଅଧିବେଶନରେ ବିଲ୍‌ ଆଣିବାର ଯୋଜନା ରହିଛି। ସେ…

ଟ୍ରମ୍ପଙ୍କ ଟାରିଫ: କେଉଁ ଦେଶରେ ସର୍ବାଧିକ ପ୍ରଭାବ ପଡ଼ିବ, ଭାରତ କେତେ ଘାଟାରେ ପଡ଼ିବ?

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଏପ୍ରିଲ୍‌ରୁ ରେସିପ୍ରୋକାଲ ଟାରିଫ୍‌ ଲଗାଇଛନ୍ତି। ଏହା ସାରା ବିଶ୍ୱରେ ଚିନ୍ତା ବଢ଼ାଇଛି। ଭାରତ ମଧ୍ୟ ଏହି ଟାରିଫ୍‌ର ପ୍ରଭାବରେ ପଡ଼ିପାରେ। ଟ୍ରମ୍ପଙ୍କ କହିବା ଅନୁସାରେ, ଏହି ନୀତି ସମସ୍ତ ଦେଶକୁ ଲାଗୁ ହେବ, କେବଳ ବଡ଼ ବ୍ୟାପାର…

ଖଡ଼ିଛୁଆଁ ଦିବସ, ବଡ଼ଗଡ଼ ହାଇସ୍କୁଲରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେବ ଶିଶୁ ବାଟିକା। କୁନି କୁନି ଛାତ୍ରଛାତ୍ରୀଙ୍କ ସ୍କୁଲ୍ ପ୍ରବେଶ ସହ ଖଡିଛୁଆଁ ଉତ୍ସବ ହେବ ଅନୁଷ୍ଠିତ। ପ୍ରତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସ୍ବାକ୍ଷରିତ ନିମନ୍ତ୍ରଣ ପତ୍ର ବାଣ୍ଟିଛନ୍ତି ଜିଲ୍ଲାପାଳ ଓ ଅଧିକାରୀ।…