Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ତିରୁମାଲା ମନ୍ଦିରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି

ତିରୁପତି: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ମନ୍ଦିରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି ହୋଇଛି । ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଅଧ୍ୟକ୍ଷ ବି.ଆର. ନାଇଡୁ ଶନିବାର କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଏହି ସମ୍ପର୍କରେ ଏକ ଚିଠି ଲେଖିଛନ୍ତି ।…

‘ଯୌନ ଅପରାଧ ମାମଲା, ମହିଳାଙ୍କ ଅଭିଯୋଗ ସବୁବେଳେ ସତ ନୁହେଁ’

ଥିରୁବନନ୍ତପୁରମ: ମହିଳାଙ୍କ ସବୁ ଅଭିଯୋଗ ସତ ନୁହେଁ। ମହିଳା ବୋଲି ତାଙ୍କର ସବୁ ଅଭିଯୋଗ ସତ ଭାବିବା ଠିକ୍‌ ନୁହେଁ। ଏଭଳି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି କେରଳ ହାଇକୋର୍ଟ। ଯୌନ ଅପରାଧ ସହିତ ଅପରାଧୀକ ମାମଲାରେ ଏହା ଅନୁମାନ ଲଗାଯାଇପାରିବ ନାହିଁ ଯେ ଆବେଦନକାରୀ ମହିଳା ହୋଇଥିବାରୁ…

ଭୟଙ୍କର ବସ୍ ଦୁର୍ଘଟଣା: ୩୭ ମୃତ, ୩୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ବୋଲିଭିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୋଟୋସି ଅଞ୍ଚଳର ଏକ ରାଜପଥରେ ଦୁଇଟି ଯାତ୍ରୀବାହୀ ବସ୍ ଧକ୍କା ହେବା ଫଳରେ ୮ ଜଣ ନାବାଳକଙ୍କ ସମେତ ଅତି କମରେ ୩୭ ଜଣଙ୍କ ମୃତ୍ୟୁ ଘଟିଛି। ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା…

ରାଉରକେଲାରେ ଲଜ୍ଜା: ୭ ବର୍ଷର ଝିଅକୁ ଝୁଣିଲା ବସ୍ ହେଲ୍ପର

ରାଉରକେଲା: ରାଉରକେଲାରେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଚାନ୍ଦିପୋଷ ଷ୍ଟେସନ ନିକଟ ପରିତ୍ୟକ୍ତ କ୍ୟାବିନରେ ୭ ବର୍ଷର ନାବାଳିକାଙ୍କୁ ବସ ହେଲ୍ପର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ସଦସ୍ୟଙ୍କ ଲିଖିତ ଏତଲା ଆଧାରରେ ଚାନ୍ଦିପୋଷ ପୋଲିସ ମାମଲା ରୁଜୁ କରି ଘଟଣାରେ ଦୁଇ…

‘ପୁଷ୍ପା ୨’କୁ ପଛରେ ପକାଇଲା ‘ଛାବା’: ଜାରି ରହିଛି କ୍ରେଜ୍, ବଢୁଛି ଆୟ

ମୁମ୍ବାଇ: ଭିକି କୌଶଳ, ରଶ୍ମିକା ମନ୍ଦାନା ଏବଂ ଅକ୍ଷୟ ଖାନାଙ୍କ ଫିଲ୍ମ 'ଛାବା' ବକ୍ସ ଅଫିସରେ ଭଲ ଲାଭ କରୁଛି। ଗତ ମାସ ଫେବୃଆରୀ ୧୪ ତାରିଖରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ବାଣିଜ୍ୟ ବିଶେଷଜ୍ଞଙ୍କ ସମସ୍ତ ଅନୁମାନକୁ ଭୁଲ ପ୍ରମାଣିତ କରିଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୫୦୦ କୋଟି…

ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ…

ଭୁବନେଶ୍ଵର: ୩୧ ମାର୍ଚ୍ଚ ହେଉଛି ‘ସୁଭଦ୍ରା’ ଆବେଦନର ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ସୁଭଦ୍ରା ଆବେଦନ କରିପାରିବେନି ମହିଳା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୩୧ ଭିତରେ ଯେଉଁମାନେ ସୁଭଦ୍ରା ଆବେଦନ କରିଥିବେ ସେମାନଙ୍କୁ ଏକକାଳୀନ ମିଳିବ ସୁଭଦ୍ରା…

ସକାଳେ ଚା’ ପିଇଲେ ସୃଷ୍ଟି ହୁଏ ଫ୍ୟାଟି ଲିଭର! ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ଆମ ଶରୀରର ନିରବ ନାୟକ ଯକୃତ ବା ଲିଭର ପୋଷକୀୟ ସଂରଚନା, ଶରୀର ଗଠନ, ପୁଷ୍ଟିସାର ସଂଶ୍ଳେଷଣ ଓ ବିଷ ହରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଶରୀର ସୁରକ୍ଷାକାରୀ ଗୁଣ ସତ୍ତ୍ବେ ଏହା ‘ଫ୍ୟାଟି ଲିଭର’ ବା ‘ଚର୍ବିଳ ଯକୃତ’ ଭଳି ରୋଗରେ ଆକ୍ରାନ୍ତ ହୋଇଥାଏ। ଯକୃତ କୋଷରେ ଅତ୍ୟଧିକ ଚର୍ବି ଜମା…

ବେଆଇନ ବାଲି ଚାଲାଣ ଉପରେ ଚଢାଉ; ୧୯ଟି ବାଲି ଗାଡ଼ି ଜବତ

ବାଲେଶ୍ୱର: ସୋର ତହସିଲ ଓ ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ଉପରେ ବଡ଼ ଚଢାଉ । ବାଲେଶ୍ୱର ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଚଢାଉ କରି ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଓଭରବ୍ରିଜ ନିକଟ ଓଡ଼ିଶା ହୋଟେଲ ସମ୍ମୁଖରୁ ୧୯ଟି ବାଲି…

ଆଉ ଅଳ୍ପ ଦିନରେ ୧ ଲକ୍ଷ ଛୁଇଁବ ସୁନା ମୂଲ୍ୟ !

ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ହୁ ହୁ ହୋଇ ବଢିଚାଲିଛି ସୁନାର ମୂଲ୍ୟ। ମାତ୍ର ଗୋଟିଏ ଦଶନ୍ଧି ମଧ୍ୟରେ ଏହା ୨୫୦୦୦ ଟଙ୍କାରୁ ବୃଦ୍ଧି ପାଇ ୮୪,୩୦୦ ଟଙ୍କା ଛୁଇଁଛି। ଅଗଷ୍ଟ ୨୦୧୧ରେ ସୁନା ପ୍ରଥମ ଥର ପାଇଁ ୨୫,୦୦୦ ଟଙ୍କାକୁ ପହଞ୍ଚିଥିଲା ​​ଏବଂ ଜୁଲାଇ ୨୦୨୦ରେ ଦଶ ଗ୍ରାମ ସୁନା ୫୦,୦୦୦ ଟଙ୍କା…

ଭୁଟାନକୁ ମିଳିବ ପ୍ରଥମ ରେଳ, ଭାରତର ଏହି ରାଜ୍ୟରୁ ସଂଯୋଗ ପାଇଁ ଯୋଜନା

ଗୌହାଟି: ଭୁଟାନକୁ ଖୁବ୍ ଶୀଘ୍ର ମିଳିବ ପ୍ରଥମ ରେଳ । ଭାରତୀୟ ରେଳବାଇ ଆସାମର କୋକରାଝାରରୁ ଭୁଟାନର ଗେଲେଫୁ ପର୍ଯ୍ୟନ୍ତ ରେଳ ଲାଇନ ସଂଯୋଗ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଶେଷ କରିଛି । ପୂର୍ବୋତ୍ତର ରେଳ ସୀମାନ୍ତ ରେଳବାଇ (ଏନଏଫଆର)ର ଜଣେ ଅଧିକାରୀ ଶନିବାର ଏହି ସୂଚନା…