Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘର ଓ ଅଫିସରେ ଇଡି ରେଡ୍

ଭବାନୀପାଟଣା: ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘର ଓ ଅଫିସରେ ଇଡି ରେଡ୍। କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ରେଞ୍ଜ ଅଫିସର ଅଶୋକ ସାହୁଙ୍କ ଘରେ ଭୁବନେଶ୍ବର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଛି। ବେନାମୀ ଆକାଉଣ୍ଟ କାରବାର ନେଇ ରେଡ ହୋଇଥିବା ସୂଚନା ରହିଛି। ସର୍ଚ୍ଚରେ ଏକାଧିକ ଏଟିଏମ…

ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ, ଦୀପାଳି ଓ ବିଶାଳଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

ଭୁବନେଶ୍ୱର: ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ। ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ। ନବଦାସଙ୍କ ପୁଅ-ଝିଅଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ୍। ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ଦେବାକୁ ଦୀପାଳି ଦାସ୍ ଓ ବିଶାଳ ଦାସଙ୍କୁ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ। ମାମଲାରେ…

ଦୁନିଆ ଦେଖିଲା ଟ୍ରମ୍ପ-ଜେଲେନସ୍କି କଥା କଟାକଟି: ଟ୍ରମ୍ପ କହିଲେ ଯୁଦ୍ଧ ପଛରେ ଜେଲେନସ୍କି !

ୱାସିଂଟନ: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆଜି ହ୍ବାଇଟ୍‌ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ‌ଙ୍କୁ ଭେଟିଛନ୍ତି। ଏଠାରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ୟୁକ୍ରେନର ଜେଲେନସ୍କିଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ଆଲୋଚନା ହୋଇଛି। ଏହି ଆଲୋଚନା ବେଳେ ଦୁଇ…

ଏମାନଙ୍କ ଉପରେ ଶୀଘ୍ର ପଡିଥାଏ ଖରାପ ଶକ୍ତିର ପ୍ରଭାବ..

ଭୁବନେଶ୍ବର: କିଛି ଜଣଙ୍କ ଉପରେ ଶୀଘ୍ର ଖରାପ ଶକ୍ତିର ପ୍ରଭାବ ପଡିଥାଏ । ପରେ ଏହାର ପ୍ରଭାବ ବହୁତ ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଦୁଷ୍ଟଆତ୍ମାର ପ୍ରଭାବ କାହା ଉପରେ ଅଧିକ ପଡେ ଓ କେତେବେଳେ .. - ଆପଣ ଘରକୁ ଖାଲି ଛାଡି ବାହାରକୁ ଯାଉଛନ୍ତି ,ସେତେବେଳେ ଭୁଲରେ ସଂପୂର୍ଣ୍ଣ ଘରକୁ…

ବସ୍‌କୁ ଧକ୍କା ଦେଲା କଣ୍ଟେନର; ୧୦ରୁ ଉର୍ଦ୍ଧ୍ୱ ତୀର୍ଥଯାତ୍ରୀ ଆହତ

ଭଦ୍ରକ: ଜିଲ୍ଲାରେ ସିରିଜ୍ ଦୁର୍ଘଟଣା। ଏକ କଣ୍ଟେନରଟି ତୀର୍ଥଯାତ୍ରୀଙ୍କ ବସକୁ ପ୍ରଥମେ ଧକ୍କା ଦେବା ପରେ ପୁଣି କଣ୍ଟେନରଟି ପିଟିଛି। ଦୁର୍ଘଟଣାରେ ବସ୍‌ରେ ଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଟାଟାରୁ ପୁରୀ ଯାଉଥିଲା ତୀର୍ଥଯାତ୍ରୀ ବସ୍‌। ରାସ୍ତାରେ ଟାୟାର୍‌ ବଦଳାଇବାକୁ ରହିଥିବା…

ଅଜଣା ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ କ’ଣ?

ଭୁବନେଶ୍ବର: ବେଳେବେଳେ ଆମେ ଆମ ସ୍ବପ୍ନରେ ଅଜଣା ବ୍ୟକ୍ତିଙ୍କୁ ଦେଖିଥାଉ । ନିଦରୁ ଉଠିଲା ପରେ ଆମେ ଭାବି ଥାଉ ସେହି ବ୍ୟକ୍ତି କିଏ ଥିଲା । ତେବେ ଜାଣି ରଖନ୍ତୁ, ସ୍ବପ୍ନଶାସ୍ତ୍ର ଅନୁସାରେ ସବୁ ସ୍ୱପ୍ନ ଭିନ୍ନ ଭିନ୍ନ ସୂଚନା ଦେଇଥାଏ।  ଆସନ୍ତୁ ଜାଣିବା ଅଜଣା ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିବା…

୩ ମାସ କଲବଲ କରିବ ଖରା, ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି

ଭୁବନେଶ୍ୱର: ଏଥର ରାଜ୍ୟରେ ପୁଣି କଲବଲ କରିବ ତାତି। ପ୍ରଚଣ୍ଡ ଗରମରୁ ମିଳିବନି ତ୍ରାହି। ଦେଶରେ ସ୍ବାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ। ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ। କେବଳ ଦିନ ନୁହେଁ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି। ମାର୍ଚ୍ଚରୁ ଆରମ୍ଭ ହୋଇ ମେ ଯାଏ ଏପରି…

କାକୁଡି କେଉଁ ସମୟରେ ଖାଇବା ଭଲ ?

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ କାକୁଡି ଆମ ଖାଇବାରେ ସାମିଲ କରିଥାଉ । ଏହା କେବଳ ଶରୀରକୁ ହାଇଡ୍ରେଟିଂ କରି ନଥାଏ ଏହା ପୋଷକତତ୍ତ୍ବରେ ମଧ୍ୟ ପରିପୂର୍ଣ୍ଣ । ଓଜନ ହ୍ରାସଠାରୁ ଆରମ୍ଭ କରି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଚର୍ମକୁ ସୁସ୍ଥ ରଖିବା ପର୍ଯ୍ୟନ୍ତ କାକୁଡ଼ି ବେଶ୍ ଲାଭଦାୟକ ।…

ଆଇପିଏସ ସ୍ତରରେ ବଡ ଅଦଳ ବଦଳ; ବଦଳିଲେ ଟ୍ବିନ ସିଟିର ଡିସିପି

ଭୁବନେଶ୍ବର: ଶୁକ୍ରବାର ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ବଦଳିଲେ ଭୁବନେଶ୍ବର ଓ କଟକ ଡିସିପି। କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ମିଳିଛି। ସେହିଭଳି ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବରର…

OpenAI ଲଞ୍ଚ କଲା GPT-4.5, ଏହା ମଣିଷର ଭାବନାକୁ ବୁଝିବ

ନୂଆଦିଲ୍ଲୀ:ଏକ ରିସର୍ଚ୍ଚ ପ୍ରିଭ୍ୟୁ ଭାବରେ OpenAI ସାରା ବିଶ୍ୱରେ GPT-4.5କୁ ଲଞ୍ଚ କରିଛି । ବିଶେଷ କଥା ହେଉଛି ଏହା ମଣିଷ ପରି ଆପଣଙ୍କ ଭାବନାକୁ ବୁଝି ପାରେ । କମ୍ପାନୀ ଦାବି କରିଛି ଯେ, ପୂର୍ବ ଏଆଇ ମଡେଲ ତୁଳନାରେ ଏହି AI ମଡେଲ୍ ପାର୍ଟନଗୁଡ଼ିକୁ ଚିହ୍ନିବା, ସଂଯୋଗ ସ୍ଥାପନ କରିବା…