Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନନ୍ଦନକାନନ ଇତିହାସରେ ସର୍ବାଧିକ: ରେକର୍ଡ ପରିମାଣର ରାଜସ୍ୱ ଆଦାୟ

ବାରଙ୍ଗ: ୨୦୨୪-୨୦୨୫ ଆର୍ଥିକ ବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରେକର୍ଡ ସଂଖ୍ୟାରେ ବୁଲିଛନ୍ତି ପର୍ଯ୍ୟଟକ । ଏଥିପାଇଁ ପ୍ରାଣୀ ଉଦ୍ୟାନର ରୋଜଗାର ମଧ୍ୟ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଭଲ ହୋଇଛି। ନନ୍ଦନକାନନର ରେକର୍ଡ ପରିମାଣର ରାଜସ୍ୱ ଆଦାୟ ହୋଇଥିବା ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ…

ସ୍ଥିତି ହେବ ଭୟଙ୍କର; ଏପ୍ରିଲରୁ ଜୁନ୍‌ ଅଗ୍ନିବର୍ଷା

ନୂଆଦିଲ୍ଲୀ: ହୋଇଯାଆନ୍ତୁ ସତର୍କ । ଭାରତରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ମଧ୍ୟ , ପୂର୍ବ ଭାରତ ଏବଂ ଉତ୍ତର-ପଶ୍ଚିମ ସମତଳ ଅଞ୍ଚଳରେ ଅଧିକ ଭୀଷଣ ଗ୍ରୀଷ୍ମପ୍ରବାହ ହେବ ବୋଲି ଆଇଏମଡି ସୋମବାର ସୂଚନା ଦେଇଛନ୍ତି । ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ…

ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା: ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା। ଆସନ୍ତା ୩ ବର୍ଷରେ ତିଆରି ହେବ ୧୫ ହଜାର କିଲୋମିଟର ରାସ୍ତା। ଏନେଇ ଏନଏଚଏଆଇ ଓ ରାଜ୍ୟ ରାଜପଥ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନଏଚଏଆଇ ପ୍ରକଳ୍ପ ଓ…

ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଶୃଙ୍ଖଳା ‘ପାଠଶାଳା’

ଭୁବନେଶ୍ବର : ଜଗନ୍ନାଥ ମନ୍ଦିରର ବିଶୃଙ୍ଖଳିତ ସେବାୟତଙ୍କୁ ବାଟକୁ ଆଣିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ସେବା ପୂଜାରେ ବିଶୃଙ୍ଖଳା ହେଉ କି ଭକ୍ତଙ୍କୁ ଦୁର୍ବ୍ୟବହାର। ଏଥିପାଇଁ ଆସନ୍ତା ୪ ଓ ୫ ଦୁଇ ଦିନ ଧରି ଆୟୋଜନ କରିବାକୁ ଯାଉଛି ଏକ ପ୍ରଶିକ୍ଷଣ ଶିବିର ।…

ଜାତୀୟ ଶିକ୍ଷା ନୀତିକୁ ନେଇ ବର୍ଷିଲେ ସୋନିଆ: କହିଲେ, ‘ସରକାର ଫଲୋ କରୁଛନ୍ତି ୩ସି ଏଜେଣ୍ଡା’

ନୂଆଦିଲ୍ଲୀ: ଭାରତର ଶିକ୍ଷା ନୀତିକୁ ନେଇ ଏବେ ମୋଦି ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ । କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିକୁ ସମାଲୋଚନା କରିବା ସହ ଦେଶରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି, ତାକୁ ନେଇ ଏକ ବଡ ଲିଷ୍ଟ ଦେଇଛନ୍ତି…

ପ୍ରଚଣ୍ଡ ରୌଦ୍ର ତାପ ନେଇ ବିଏମସି ସଜାଗ ; ୧୦ଟି ମୁଖ୍ୟ ଟ୍ରାଫିକରେ ଲାଗିଲା ଅସ୍ଥାୟୀ ସେଡ୍

ଭୁବନେଶ୍ବର: ତାତିକୁ ଦେଖି ବିଏମସି ଆଣିଛି ସ୍ଵତନ୍ତ୍ର ପ୍ଲାନ୍ । ଡେଲ୍ଟା, ପଟିଆ, ବିଗ୍ ବଜାର ଛକ, ସିଆରପି, ଜାଭିୟର, ନାଲକୋ ଛକ ଭଳି ୧୦ଟି ମୁଖ୍ୟ ଟ୍ରାଫିକରେ ଅସ୍ଥାୟୀ ସେଡ୍ ଲଗାଯାଇଛି । ଏଥିସହ ଏଜି ଛକରେ ରହିବ ଏକମାତ୍ର ବଡ଼ ସ୍ଥାୟୀ ସେଡ୍ । ଏଜିର ଚାରି ମୁଖ୍ୟ ରାସ୍ତାରେ ରହିବ ସେଡ୍ ।…

ଆଇନ ଶୃଙ୍ଖଳା ନେଇ ସରକାରଙ୍କୁ ବିଜେଡିର ତାତ୍ସଲ୍ୟ, ପୁରୁଣା ଦିନ ମନେପକାଇଦେଲା ବିଜେପି

ଭୁବନେଶ୍ବର: ପୁଣି ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ପୁଣି ଥରେ ଆରୋପପ୍ରତ୍ୟାରୋପ ସାମନାକୁ ଆସିଛି । ନୂଆ ସରକାର ଶାସନକୁ ଆସିବା ପରଠାରୁ ରାଜ୍ୟରେ ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଛି ବୋଲି…

ଶୀଘ୍ର ପୈଠ କରନ୍ତୁ ଟ୍ରାଫିକ୍ ଫାଇନ୍ : ନ ହେଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର: ତିନି ମାସରେ ଟ୍ରାଫିକ୍ ଇ-ଚାଲାଣ ପୈଠ କରିବାକୁ ପଡିବ। ଚାଲାଣ ନଦେଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏହା ବ୍ୟତୀତ, ଯେଉଁମାନେ ଏକ ଆର୍ଥିକ ବର୍ଷରେ ଲାଲ ସିଗନାଲ ଡେଇଁବା କିମ୍ବା ବିପଦପୂର୍ଣ୍ଣ ଡ୍ରାଇଭିଂ ପାଇଁ ତିନି ଥରରୁ ଅଧିକ…

ଓଡିଶାରେ ପ୍ରଥମ ଝୁଲା କାଚ ପୋଲ ବେଦବ୍ୟାସରେ ହେବ ନିର୍ମାଣ

ରାଉରକେଲା: ଓଡିଶାରେ ପ୍ରଥମ ଝୁଲା କାଚ ପୋଲ ନିର୍ମାଣ ହେବାକୁ ଯାଉଛି ରାଉରକେଲାର ବେଦବ୍ୟାସ ଠାରେ । ଏହି କାଚ ପୋଲ ଏପରି ନିର୍ମାଣ କରାଯିବ, ଯାତ୍ରୀ ଚାଲିକି ଗଲାବେଳେ ପାଦ ତଳେ ବ୍ରାହ୍ମଣୀ ନଦୀର ଏକ ମନୋରମ ଦୃଶ୍ୟ ଦେଖିପାରିବେ । ଏହି ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି…

ଭାରତୀୟ ସେନାରେ ସାମିଲ ହେବ ଫୋର୍ସ ଗୁରଖା; ଜାଣନ୍ତୁ ଏହାର ଦାମ୍

ନୂଆଦିଲ୍ଲୀ: ଫୋର୍ସ ଗୁରଖା (Force Gurkha)ଭାରତୀୟ ସେନାରେ ସାମିଲ ହେବ । ଭାରତୀୟ ପ୍ରତିରକ୍ଷା ବାହିନୀ ପକ୍ଷରୁ ୨ ହଜାର ୯୭୮ ୟୁନିଟ୍ ଗୁରଖା ପାଇଁ ଅର୍ଡର ଦିଆଯାଇଛି । ଫୋର୍ସର ଏହି ଅଫ୍ ରୋଡିଂ ଏସୟୁଭି ଭାରତୀୟ ସେନା ଏବଂ ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ କାର୍ଯ୍ୟ କରିବ। ପ୍ରତିରକ୍ଷା…