Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଯୁବ ପିଢିଙ୍କୁ ଘାରିଛି ‘ଘିବଲି’: ସାମ୍ କହିଲେ, ‘ଟିକେ ବିରତି ଦିଅ’

ନୂଆଦିଲ୍ଲୀ: ଏବେ ଯୁବପିଢିଙ୍କୁ ଘାରିଛି AI-generated Ghibli-style images ନିଶା । ଇଣ୍ଟରନେଟ ଖୋଲିବା ମାତ୍ରେ ହିଁ, ତାହାର ଝଲକ ଦେଖିବାକୁ ମିଳୁଛି । ନିଜର ପ୍ରକୃତ ଫଟୋକୁ AI-generated Studio Ghibli-style imagesରେ ପରିଣତ କରି ଇନଷ୍ଟା ରିଲ ଏବଂ ୟୁଟ୍ୟୁବ୍ ସଟସ୍, ଫେସବୁକ୍…

ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି

ଭୁବନେଶ୍ବର: ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନ ପତ୍ରରେ ତ୍ରୁଟି ବାହାରିଛି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର…

୧୩ ହଜାରରୁ ଅଧିକ ଆର୍ଦ୍ରଭୂମିର ଆରମ୍ଭ ହୋଇଛି ସୀମା ନିର୍ଦ୍ଧାରଣ

ଭୁବନେଶ୍ବର: ଓଡ଼ିଶା ସରକାର ରାଜ୍ୟର ୧୩,୦୦୦ ରୁ ଅଧିକ ଆର୍ଦ୍ରଭୂମିର ପ୍ରଭାବଶାଳୀ ସଂରକ୍ଷଣ ପାଇଁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବନ ବିଭାଗ ୨.୨୫ ହେକ୍ଟର ତଥା ଏହା ଠାରୁ ଅଧିକ ଅଞ୍ଚଳରେ ବିସ୍ତାରିତ ମୋଟ ୧୩,୬୬୭ ଆର୍ଦ୍ରଭୂମିର…

ଭୟଙ୍କର… ଲୋମଟାଙ୍କୁରା…ଛାତିଥରା..ଇତିହାସର କଳା ପୃଷ୍ଠାରେ ଲୌହ ଦାନବର ସେହି ଛାତିଥରା ଦୃଶ୍ୟ

ଭୁବନେଶ୍ଵର: ଭୟଙ୍କର... ଲୋମଟାଙ୍କୁରା...ଛାତିଥରା... ହୃଦୟ ବିଦାରକ । ଆଜିବି ମନରୁ ଲିଭିନି ସେହି ସବୁ କାଳ ରାତିର କରାଳ ରୂପ । ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଉଠୁଛି ଲୋମ । କାନରେ ଆଜିବି ବାଜୁଛି ରେଳ ଟ୍ରାକରୁ ଶୁଭୁଥିବା ଆର୍ତ୍ତ ଚିତ୍କାର । ସେଦିନ ଅନ୍ଧକାର ରାତିରେ ଲୌହଦାନବ…

ଟେସଲା ବିବାଦ ଭିତରେ ଡଜ୍ ଛାଡିବେ କି ମସ୍କ?

ନୂଆଦିଲ୍ଲୀ: ଏବେ ବିବାଦରେ ଘେରିହୋଇଛନ୍ତି, ଆମେରିକାର କୋଟିପତି ତଥା ବହୁ ବ୍ୟବହୃତ ସୋସିଆଲ ମିଡିଆ ଆପ୍ ଏକ୍ସର ସିଇଓ ଏଲନ୍ ମସ୍କ । ଆମେରିକା ଠାରୁ ଆରମ୍ଭ କରି ୟୁରୋପ ସବୁଠି ତାଙ୍କ ବିରୋଧର ସ୍ବର ଶୁଣିବାକୁ ମିଳିଛି । ତାଙ୍କ ବୈଦ୍ୟୁତିକ ଯାନବାହନ କମ୍ପାନୀ, ଟେସଲା ବିରୁଦ୍ଧରେ…

ମନ୍ କି ବାତ୍: ଗ୍ରୀଷ୍ମ ଛୁଟି ଏବଂ ଜଳ ସଂଚୟ ଉପରେ ଏପରି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି 'ମନ କି ବାତ'ର ୧୨୦ତମ ସଂସ୍କରଣରେ ମାଧ୍ୟମରେ ଅନେକ ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଚୈତ୍ର ମାସର ଶୁକ୍ଳ ପକ୍ଷର ପ୍ରତିପଦ ତିଥି । ଆଜିଠାରୁ ଚୈତ୍ର ନବରାତ୍ରି ଆରମ୍ଭ ହେଉଛି ।…

ମିଆଁମାରରେ ଭୂକମ୍ପ: ୩୦୦ରୁ ଅଧିକ ପରମାଣୁ ବମ୍ ପଡ଼ିଲା ଭଳି

ନୂଆଦିଲ୍ଲୀ: ମିଆଁମାରରେ ଶୁକ୍ରବାର ଦିନ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଏତେ ଭୟଙ୍କର ଥିଲା ଯେ, ଭୂବିଜ୍ଞାନୀ ଜେସ୍ ଫିନିକ୍ସଙ୍କ ମତରେ, ଏହାର ଶକ୍ତି ପ୍ରାୟ ୩୩୪ଟି ପରମାଣୁ ବୋମାର ସମୂହ ବିସ୍ଫୋରଣ ସହ ସମାନ।…

ନିର୍ଗୁଣ୍ଡିରେ ଟ୍ରେନ୍ ଲାଇନଚ୍ୟୁତ: ହେଲ୍ପଲାଇନ ନମ୍ବର ଜାରି

କଟକ: କଟକ ନିର୍ଗୁଣ୍ଡିରେ ଲାଇନଚ୍ୟୁତ ହୋଇଛି କାମାକ୍ଷା ଏକ୍ସପ୍ରେସ୍‌ । ଏଥିରେ ୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା  ଏସସିବି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଆହତମାନଙ୍କୁ ଅନ୍ୟ ଟ୍ରେନ ମାଧ୍ୟମରେ କଟକ ବଡ ମେଡିକାଲ ସ୍ଥାନାନ୍ତରିତ…

ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହଙ୍କ ବିରୋଧରେ ୭ ଲକ୍ଷ ୯୩ ହଜାର ଟଙ୍କା ଜରିମାନା

କାଠମାଣ୍ଡୁ: ନେପାଳରେ ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହଙ୍କ ବିରୋଧରେ ଜରିମାନ । ରାଜତନ୍ତ୍ର ପୁନଃସ୍ଥାପନ ଦାବିରେ ହୋଇଥିବା ପ୍ରତିବାଦ ସମୟରେ ହୋଇଥିବା କ୍ଷତିର କ୍ଷତିପୂରଣ ପାଇଁ ରାଜା ଜ୍ଞାନେନ୍ଦ୍ରଙ୍କୁ ଜରିମାନା କରାଯାଇଛି । କାଠମାଣ୍ଡୁ ମ୍ୟୁନିସିପାଲ କର୍ପୋରେସନ ଶନିବାର ପୂର୍ବତନ…

ପୁଟିନଙ୍କୁ ହତ୍ୟା କରିବାକୁ ଯୋଜନା? ଏଫଏସବି ମୁଖ୍ୟାଳୟ ନିକଟରେ କାରରେ ବିସ୍ଫୋରଣ

ମସ୍କୋ: ମସ୍କୋରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାରକାଡରେ ଥିବା ଏକ ଦାମୀ ଲିମୋଜିନ କାରରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏହି ଘଟଣା ମସ୍କୋର ଏଫଏସବି (ରୁଷର ଗୁପ୍ତଚର ସଂସ୍ଥା) ମୁଖ୍ୟାଳୟ ବାହାରେ ହୋଇଛି। ସୌଭାଗ୍ୟବଶତଃ, ଏହି ବିସ୍ଫୋରଣରେ କେହି…