Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରତର ଏହି ସ୍ୱଦେଶୀ ବ୍ରାଉଜର୍ କ୍ରୋମ୍-ଫାୟାରଫକ୍ସକୁ ଦେବ ଟକ୍କର

ନୂଆଦିଲ୍ଲୀ: ଡିଜିଟାଲ୍ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଭାରତ ବର୍ତ୍ତମାନ ଅଣ୍ଟା ଭିଡିଛି । ନିକଟରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ମାଧ୍ୟମରେ ଦେଶର ନିଜସ୍ୱ ୱେବ୍ ବ୍ରାଉଜର ସୃଷ୍ଟି କରିବା…

ଓଡ଼ିଶାରେ କଇଁଛଙ୍କ ସଂଖ୍ୟା ୧୫.୧୧ ଲକ୍ଷ ଟପିଲା

ଭୁବନେଶ୍ୱର : ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିିରେ ରଖି ଚଳିତବର୍ଷ ରାଜ୍ୟରେ କଇଁଛଙ୍କ ଆଗମନ ରେକର୍ଡ ସୃଷ୍ଟି କରିଛି। ୨୦୨୩-୨୪ବର୍ଷ ତୁଳନାରେ ଚଳିତବର୍ଷ ୫ଗୁଣ ଅଧିକ କଇଁଛ ଓଡ଼ିଶା ଆସିଛନ୍ତି। ଏହାକୁ ନେଇ ପରିବେଶପ୍ରେମୀ ଅଧିକ ଉତ୍ସାହିତ ହୋଇଥିବାବେଳେ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କ ପକ୍ଷରୁ…

ଥାନା IIC ଙ୍କୁ ସଂଘବଦ୍ଧ ଆକ୍ରମଣ, ୨୦ ଅଟକ

କୋରେଇ : କୋରେଇ IIC ଙ୍କୁ ସଂଘବଦ୍ଧ ଆକ୍ରମଣ। ଚୋରି ବାଇକ୍‌କୁ ଜବତ କରିବାକୁ ଯାଇଥିବା ସମୟରେ ଯାଜପୁର ଜିଲା କୋରେଇ ପୋଲିସକୁ ପୂର୍ବକୋଟ ଆକ୍ରମଣ କରିଛନ୍ତି ତେଲେଙ୍ଗା ବସ୍ତିର ଲୋକମାନେ। ଏହା  ସହିତ ସେମାନେ  ୨ ଅଭିଯୁକ୍ତଙ୍କୁ ମଧ୍ୟ ଛଡ଼ାଇ ନେଇଛନ୍ତି । ପୋଲିସ ଏହି ଘଟଣାରେ ୨୦ଜଣଙ୍କୁ ଅଟକ…

ଇରାନକୁ ଟ୍ରମ୍ପଙ୍କ ବୋମାମାଡ଼ ଧମକ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ନେଇ ବଡ ବୟାନ ଦେଇଛନ୍ତି। ଇରାନକୁ ଏକପ୍ରକାର ସ୍ପଷ୍ଟ ଧମକ ଦେଇଛନ୍ତି ଟ୍ରମ୍ପ । ନ୍ୟୁକ୍ଲିୟର ବୁଝାମଣାରେ ସହମତି ନଦେଲେ ଇରାନ ଉପରେ ବୋମାମାଡ ହେବ ବୋଲି କହିଛନ୍ତି। ଏହା ସହିତ ଦେଶକୁ ବଡ ଆର୍ଥିକ ସଙ୍କଟର ସାମନା କରିବାକୁ ପଡିବ…

କୋଏଲ ନଦୀରେ ଗାଧୋଇବା ହେଲା କାଳ: ବୁଡ଼ି ଗଲେ ୨ ସାଙ୍ଗ

ରାଉରକେଲା: ଆଜି (ରବିବାର)ବିଶ୍ରା ଥାନା ଅଧୀନ କୋଏଲ ନଦୀ କେରକେଟା ଘାଟରେ ଗାଧୋଇବା ବେଳେ ବୁଡିଯିବାରୁ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସେକ୍ଟର-୧୭ ବି ବ୍ଲକ ଘର ନଂ-୧୭୭ର ପ୍ରଦୀପ ତରାଇ(୧୯) ଏବଂ ସେକ୍ଟର ୮ ସି ବ୍ଲକ ଶନିମନ୍ଦିର ନିକଟରେ ରହୁଥିବା ଆଶୀର୍ବାଦ ବାରିକ(୧୯)।…

କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା; ମୃତକଙ୍କ ପରିବାରକୁ ୫ ଲକ୍ଷ ଅନୁକମ୍ପା ସହାୟତା 

ଭୁବନେଶ୍ୱର: କଟକ ଜିଲ୍ଲାର ନିର୍ଗୁଣ୍ଡି ନିକଟରେ ରବିବାର ଦିନ ବେଙ୍ଗାଲୁରୁ-କାମାକ୍ଷା ଏସି ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀ ଏବଂ ଆହତଙ୍କ ପାଇଁ ରେଳ କର୍ତ୍ତୃପକ୍ଷ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ପୂର୍ବତଟ ରେଳପଥ ପକ୍ଷରୁ ଏକ ବିବୃତ୍ତିରେ…

ପ୍ରଥମ ଥର ପାଇଁ ଏପ୍ରିଲ୧ରୁ ୧୪ ଯାଏଁ ପାଳନ ହେବ ଓଡ଼ିଆ ପକ୍ଷ

ଭୁବନେଶ୍ଵର: ଏଥର ଓଡ଼ିଆ ନବବର୍ଷକୁ ମହାଆଡ଼ମ୍ବରରେ ପାଳନ କରାଯିବ। ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଓଡ଼ିଆ…

କୁଲ୍ଲୁରେ ଭୂସ୍ଖଳନ: ଚାଲିଗଲା ୬ ଜୀବନ, ଏକାଧିକ ଆହତ

ହିମାଚଳପ୍ରଦେଶ: ରବିବାର ଅପରାହ୍ନରେ କୁଲ୍ଲୁ ଜିଲ୍ଲାର ଧାର୍ମିକ ସହର ମଣିକର୍ଣ୍ଣଠାରେ ଭୂସ୍ଖଳନ ହୋଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ମଣିକର୍ଣ୍ଣ…

ମଣିପୁର,ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ଆହୁରି ୬ ମାସ ଲାଗୁ ରହିବ AFSPA

ନୂଆଦିଲ୍ଲୀ: ମଣିପୁର ରାଜ୍ୟରେ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଆଇନ (AFSPA)କୁ ଛଅ ମାସ ପାଇଁ ବଢେଇ ଦିଆଯାଇଛି । ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏପ୍ରିଲ ୧,୨୦୨୫ରୁ ମଣିପୁର ରାଜ୍ୟକୁ ପୁଣିଥରେ ଛଅ ମାସ…

ନିତୀଶ କହିଦେଲେ ବଡ କଥା: ‘ଇଆଡେ ସିଆଡେ ଆଉ ନୁହେଁ, ଏଥର ତୁମ ସହ…’

ପାଟନା: ପୂରା ଦେଶରେ ପଲଟୁରାମ ନାମରେ ନାମିତ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । କେତେବେଳେ ଏନଡିଏ, ତ ଆଉ କେତେବେଳେ ଇଣ୍ଡି ମେଣ୍ଟ, ଠିକ୍ ସମୟରେ ନିତୀଶଙ୍କ ଦଳ ଡିଆଁ ନୀତି ମେଣ୍ଟ ଦଳକୁ ଭାରି ବାଧେ । ହେଲେ ଏବେ କାଳେ ନିଷ୍ପତ୍ତି ନେଇସାରିଛନ୍ତି ଜେଡିୟୁ ମୁଖିଆ । ଆଉ ଦଳ ଡେଇଁବେନି ।…