Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଶନିବାର ଓଏଏସ୍ କ୍ୟାଡରରେ ଏକ ଅଦଳବଦଳ କରାଯାଇଛି । ଓଏଏସ୍ ଅଧିକାରୀଙ୍କୁ ନୂତନ ପଦବୀରେ ନିଯୁକ୍ତ କରାଯାଇଛି । ମୃଣାଳ କାନ୍ତି ଦାସଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ), ଓଡ଼ିଶାର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ମୃଣାଳ କାନ୍ତି ଦାସ…

ଶ୍ରୀମନ୍ଦିର ଆଇନରେ ହେବ ପରିବର୍ତ୍ତନ ଓ ଖୋଲିବ ନୂଆ ୟୁଟୁବ୍ ଚ୍ୟାନେଲ

ପୁରୀ: ଶନିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶ୍ରୀମନ୍ଦିରକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ପ୍ରସ୍ତୁତି ଓ ରତ୍ନଭଣ୍ଡାର ମରାମତି ଅଗ୍ରଗତି ନେଇ ମଧ୍ୟ ଆଲୋଚନା ହୋଇଛି । ବୈଠକ ପରେ…

୨୦୧୯-୨୪ ବର୍ଷ ମଧ୍ୟରେ ଓଡ଼ିଶା ଆସିଛନ୍ତି ୨ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ବର: ୨୦୧୯-୨୦୨୪ ଆର୍ଥିକ ବର୍ଷ ଏବଂ ଡିସେମ୍ବର ୨୦୨୪-୨୫ ପର୍ଯ୍ୟନ୍ତ ମୋଟ ୪୮,୪୧୦,୧୩୧ ଜଣ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଛନ୍ତି । ସେହିପରି ମୋଟ ୨୨୩,୬୨୫ ଜଣ ବିଦେଶୀ ପର୍ଯ୍ୟଟକ ରାଜ୍ୟର ପର୍ଯ୍ୟଟନସ୍ଥଳୀ ପରିଦର୍ଶନ…

ମାର୍ଚ୍ଚ ୩୧ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଅଭିଯୋଗ

ଭୁବନେଶ୍ବର: ଆସନ୍ତା ୩୧ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଅଭିଯୋଗ । ଉକ୍ତଦିନ ସରକାରୀ ଛୁଟି ଦିନ ଥିବା କାରଣରୁ ଭୁବନେଶ୍ବର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ବନ୍ଦ ରହିବ । ତେବେ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ…

ରାଜ୍ୟରେ ଶିଶୁ କୁପୋଷଣକୁ ବଡ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ମୋଟ ୯୫ ହଜାର ୪୪୩ ଜଣ ଶିଶୁ ଗୁରୁତର କୁପୋଷଣ (ଏନଏଏମ)ରେ ପୀଡିତ ହୋଇଛନ୍ତି । ୨୦୧୯-୨୦ରେ ଓଡ଼ିଶାରେ ମୋଟ ୨୬,୮୨୭ ଜଣ ଶିଶୁ ଏସଏଏମରେ ପୀଡିତ ଥିଲେ । ୨୦୨୦-୨୧ରେ ଏହି ସଂଖ୍ୟା ୨୨,୬୪୧ ଥିଲା; ୨୦୨୧-୨୨ରେ ୧୬,୮୧୩ ଜଣ ଶିଶୁ; ୨୦୨୨-୨୩ରେ…

ଆହୁରି ବିଳମ୍ୱ ହେବ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା: ମନ୍ତ୍ରୀ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ ଭକ୍ତଙ୍କୁ । କାରଣ ଏଯାଏଁ ଆରମ୍ଭ ହୋଇନି ଧାଡି ଦର୍ଶନ ବ୍ୟବସ୍ଥା । ପରିଚାଳନା କମିଟିର ଅନୁମୋଦନ ଲୋଡା ରହିଛି । ନୂତନ କମିଟି ଗଠନ ହିଁ ରାମ୍ପ ଓ କାଠ ବ୍ୟାରିକେଡ୍ ସଂସ୍ଥାପନକୁ ଅନୁମତି ଦେବ ।…

ହାସ୍ୟ ଅଭିନେତା ନରିଙ୍କୁ ଉଲଗ୍ନ କରି ବାଡ଼େଇଲେ ତୁଳସୀ ଗଣନାଟ୍ୟର ମାଲିକ !

ଭୁବନେଶ୍ବର: ଯାତ୍ରା ଜଗତର ପିଛା ଛାଡୁନି ବିବାଦ । ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ଚଣ୍ଡିଖୋଲ ଅଞ୍ଚଳରେ ଏକ ଢାବାରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ନରି । ଟଙ୍କା ଫେରାଇବାକୁ ଯାଇଥିବା ବେଳେ ତୁଳସୀ ମାଲିକ ଅନନ୍ତ…

ଆହୁରି ୨୪ ଘଣ୍ଟା ସିଝିବ ଓଡିଶା: ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ଅସହ୍ୟ ତାତି ଓ ଗୁଳୁଗୁଳିରେ କଲବଲ ରାଜ୍ୟବାସୀ । ଆହୁରି ୨୪ ଘଣ୍ଟା ଗ୍ରୀଷ୍ମ ପ୍ରବାହ ବଢିବ । ଫଳରେ ୪୩ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ୮ ଜିଲ୍ଲାକୁ ହିଟ୍ ୱେଭ୍ ଜାରି କରିଛି ପାଣିପାଗ ବିଭାଗ । ସେହି…

ସୁଭଦ୍ରାରୁ ବାଦ ପଡ଼ିଲେ ୧ଲକ୍ଷ ୪୩ହଜାରରୁ ଉର୍ଦ୍ଧ୍ବ ମହିଳା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ସୁଭଦ୍ରା ଯୋଜନାରୁ ୧ଲକ୍ଷ ୪୩ହଜାର ୭୮୫ଜଣ ମହିଳା ବାଦ ପଡ଼ିଛନ୍ତି ବୋଲି ଆଜି ବିଧାନସଭାରେ ସୁଭଦ୍ରାର ପ୍ରଥମ ଓ ଦ୍ୱିତୀୟ କିସ୍ତି ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି…

ବଡ ମେଡିକାଲରେ ୬୦ ଭେଣ୍ଟିଲେଟର ଅଚଳ

କଟକ:ସାମ୍ନାକୁ ଆସିଛି ରାଜ୍ୟର ସର୍ବବୃହତ୍‌ ମେଡିକାଲ କଲେଜ ହସ୍ପିଟାଲ ଏସସିବିରେ ବଡ ଅବ୍ୟବସ୍ଥା । ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ୬୦ଟି ଭେଣ୍ଟିଲେଟର ଏବେ ଅକାମୀ ହୋଇପଡିଛି । ତାହାକୁ ସଜାଡିଲେ ବି ମାତ୍ର ୨୦ ମିନିଟ୍‌ ଚାଲି ବନ୍ଦ ହୋଇଯାଉଛି। ଫଳରେ ଏସସିବିରେ ‌ରୋଗୀ ସେବା କ୍ଷେତ୍ରରେ…