Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଫ୍ଏସଏସଏଆଇର ଚେତାବନୀ: ଇଡଲି ଖାଇଲେ ହେବ କ୍ୟାନସର୍!

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଖାଦ୍ୟ ପ୍ରେମୀଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ବିଶେଷକରି ଇଡଲିର ମଜା ନେବାକୁ ହୋଟେଲ ଯାଉଥିବା ଗ୍ରାହକମାନଙ୍କୁ ଏବେ ବହୁତ ସତର୍କ ରହିବାକୁ ପଡିବ। ଏହାର କାରଣ ହେଉଛି ଖାଦ୍ୟ ବିଭାଗ ଦ୍ୱାରା କରାଯାଇଥିବା ପରୀକ୍ଷାରେ ମିଳିଥିବା ତଥ୍ୟ। ଖାଦ୍ୟ…

ମାଲକାନଗିରି ପରେ ଯାଜପୁରରେ ଲଜ୍ଜା, ମାଆ ହେଲେ ମାଟ୍ରିକ ପରୀକ୍ଷାର୍ଥୀ

ଯାଜପୁର: ମାଲକାନଗିରି ପରେ ଯାଜପୁରରେ ଲଜ୍ଜା। ମାଆ ହେଲେ ମାଟ୍ରିକ ପରୀକ୍ଷାର୍ଥୀ। ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ମାଟ୍ରିକ ପରୀକ୍ଷାର୍ଥି ଜଣକ ଦୁଇଟି ପରୀକ୍ଷା ଦେଇଥିବା ବେଳେ ଗତକାଲି ଶିବରାତ୍ରି ଅବସରରେ ଉପବାସ କରି ଅସୁସ୍ଥ ଅନୁଭବ…

ଭାରତ ପାଇଁ ବିପଦ! ଆଇଓଆର ଉପରେ ନଜର ରଖିବ ଚୀନର ନୂତନ ରାଡାର ‘LPAR’

ନୂଆଦିଲ୍ଲୀ: ଚୀନ୍ ମିଆଁମାର ସୀମା ନିକଟରେ ଏହାର ୟୁନାନ ପ୍ରାନ୍ତରେ ଏକ ନୂତନ ଏବଂ ଉନ୍ନତ ରାଡାର ଷ୍ଟେସନ ନିର୍ମାଣ କରିଛି। ଏହା ଏକ ଲାର୍ଜ ଫେଜ୍‌ଡ୍ ଆରେ ରାଡାର (LPAR), ଯାହା ୫୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ମନିଟରିଂ କରିପାରିବ। ଏହି ରାଡାର ସାହାଯ୍ୟରେ ଚୀନ୍ ଭାରତ ମହାସାଗର ଅଞ୍ଚଳ…

ମଞ୍ଜୁରୀ ଦେଲା କେନ୍ଦ୍ର: ଓ୍ବାକଫ୍ ବିଲରେ ହେବ ସଂଶୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧିନ କେନ୍ଦ୍ରୀୟ କ୍ୟାବିନେଟ ଏବେ ଓ୍ବାକଫ୍ ସଂଶୋଧନ ବିଲକୁ ମଞ୍ଜୁରୀ ଦେଇଛି । ଓ୍ବାକଫ୍ ସଂଶୋଧନ ବିଲରେ ମିଳିତ ସଂସଦ କମିଟି, ଜେପିସି ଦ୍ବାରା ପ୍ରସ୍ତାବିତ କରାଯାଇଥିବା ସମସ୍ତ ପରିବର୍ତ୍ତନ କରାଯିବ ବୋଲି ସମ୍ମତି ପ୍ରଦାନ କରିଛନ୍ତି…

ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା

ଭୁବନେଶ୍ୱର: ସ୍ନାତକୋତ୍ତର (ପିଜି) ନାମଲେଖା ପାଇଁ ଆସନ୍ତା ମାର୍ଚ୍ଚ ୧୩ରୁ ଆରମ୍ଭ ହେବ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି)। ଏପ୍ରିଲ୍‌ ୧ ଯାଏ ଏହି ପରୀକ୍ଷା ଚାଲିବ। ୧୫୭ ବିଷୟରେ ହେବ ପରୀକ୍ଷା। ମୋଟ୍ ୪୩ଟି ସିଫ୍ଟରେ ପରୀକ୍ଷା ହେବ। ଗୋଟିଏ ସିଫ୍ଟ ପରୀକ୍ଷା ୯୦ ମିନିଟ୍‌ର…

କ୍ଷମା ମାଗିଲେ ମୋଦି: କହିଲେ, ‘ସହଜ ନଥିଲା, ଯଦି କିଛି ଭୁଲ୍ ଥାଏ…..’

ଆହ୍ଲାବାଦ୍: ଦୀର୍ଘ ୪୫ ଦିନର ମହାଆଡମ୍ବର ପରେ ଏବେ ଖାଁ ଖାଁ ସଙ୍ଗମ ସ୍ଥଳ । ସରିଯାଇଛି ସନାତନ ଧର୍ମର ସବୁଠୁ ବଡ ମହାସମାବେଶ ମହକୁମ୍ଭ । ଗତ ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା, ଗତକାଲି ଅର୍ଥାତ୍ ୨୬ ଫେବୃଆରୀରେ ଶେଷ ହୋଇଛି । ଆଉ ଗତକାଲି ଏହି ପବିତ୍ର ମହାଯାତ୍ରା ଶେଷ ହେବା…

‘ଆମ ବିଧାୟକଙ୍କୁ ବିଧାନସଭା ମନା, ଲାଗିଛି ବ୍ୟାରିକେଡ’: ମହାଭିଯୋଗ ଆଣିଲା ଆପ୍

ନୂଆଦିଲ୍ଲୀ: ଗତ ମଙ୍ଗଳବାର ଆରମ୍ଭ ହୋଇଛି ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ । ଆଉ ଆରମ୍ଭରୁ ସିଏଜି ରିପୋର୍ଟକୁ ନେଇ ବିଧାନସଭାରେ ହଙ୍ଗାମା କାରଣରୁ ଏବେ ଦିଲ୍ଲୀ ବିଧାନସଭାକୁ ମନା ଆପ୍ ନେତା । ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସହ ଆପର ୨୦ ଜଣ ନେତାଙ୍କୁ ଏବେ ଦିଲ୍ଲୀ ବିଧାନସଭାରୁ…

କ୍ୟାପିଟାଲ ହସ୍ପିଟାଲରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଭିତରେ ହସ୍ପିଟାଲ କର୍ମଚାରୀଙ୍କ ଆତ୍ମହତ୍ୟା। କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ହସ୍ପିଟାଲ କର୍ମଚାରୀ ୪୫ ବର୍ଷୀୟ ଏକ୍ସରେ ଟେକ୍ନିସିଆନ୍ ପ୍ରଭାତ ମହାନ୍ତି ବୋଲି ଜଣାପଡିଛି। ତାଙ୍କ…

ବେଆଇନ କରତ କଳରେ ରେଡ୍: ଲକ୍ଷାଧିକ ଟଙ୍କାର କାଠ ଜବତ, ୪ ଅଟକ

ଭଦ୍ରକ: ପୁରୁଣା ବଜାର ଥାନା ହଳଦୀଡିହ ଛକରେ ଏକ ବେଆଇନ କରତ କଳ ଉପରେ ବନ ବିଭାଗ ରେଡ୍ କରିଛି। ବିନା ଲାଇସେନ୍ସରେ ଏହି କରତକଳ ଚାଲୁଥିବା ବନ ବିଭାଗ ଜାଣିବାକୁ ପାଇଛି। କୌଣସି ସୂତ୍ରରୁ ବନବିଭାଗ ଖବର ପାଇ ଏହି କଳ ଉପରେ ଚଢାଉ କରିଛି ବନ ବିଭାଗ। ଏହି ଚଢାଉରେ ଲକ୍ଷାଧିକ ଟଙ୍କାର…

ପୁଣି ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶ ଆସି ଗଲା ଦନ୍ତାର ଜୀବନ

ଆଠଗଡ଼: ପୁଣି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଗଲା ଦନ୍ତା ଜୀବନ। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡରେ ଏକ ହାତୀର ମୃତ୍ୟୁ ହୋଇଛି। ଆଠଗଡ଼ ରେଞ୍ଜ କୁଲାଇଲୋ କ୍ରସର ପଡ଼ିଆରେ ହାତୀଟି ମରି ପଡିଥିବା ଦେଖିବାକୁ ମିଳିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି।…