Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମର୍ଣ୍ଣିଂ ୱାକ୍‌ କରିବା ହେଲା କାଳ, ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ବାଲେଶ୍ୱର: ମର୍ଣ୍ଣିଙ୍ଗ୍ ୱାକ୍‌ କରୁଥିବା ସମୟରେ ପଛପଟୁ ଧକ୍କା ଦେଲା ଆଇଚର୍‌। ଚାଲିଗଲା ଯୁବକଙ୍କ ଜୀବନ। ମୃତକ ହେଲେ ନୂଆପଡ଼ା ଗ୍ରାମର ସ୍ୱର୍ଗତ ନରେନ୍ଦ୍ର ଜେନାଙ୍କ ପୁଅ ବିଜୟ କୁମାର ଜେନା। ୧୬ ନଂ ଜାତୀୟ ରାଜପଥ ଗୁଣୁଦା ଛକଠାରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବାହାନଗା ବ୍ଲକ…

ନିଆଁର ବର୍ଷା: ୩ ଦିନ ପାଇଁ ହିଟ ୱେଭ ୱାର୍ଣ୍ଣିଂ, ୪୦ ଡିଗ୍ରୀ ଡେଇଁଲା ୮ ସହରର ପାରଦ

ଭୁବନେଶ୍ୱର: ଆସନ୍ତା ତିନି ଦିନ ନିଆଁର ବର୍ଷା। ଆଜିଠୁ ପୁଣି ଜାଳିବ ଖରା। ଜଳିବ ପଶ୍ଚିମ ଓଡ଼ିଶା। ଅସମ୍ଭାଳ ହେବ ତାତି। ଆଜିଠୁ ୩ ଦିନ ପାଇଁ ହିଟ ୱେଭ ୱାର୍ଣ୍ଣି । ବିଭିନ୍ନ ସ୍ଥାନରେ ୪୧ ଡିଗ୍ରୀ ଛୁଇଁବ ତାପମାତ୍ରା। ଆଜି ୨ ଜିଲ୍ଲା ସମ୍ବଲପୁର ଓ ବୌଦ୍ଧକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ…

ଆସୁଛି ଚୈତ୍ର ନବରାତ୍ରୀ; ସର୍ତକ ରୁହନ୍ତୁ ଏହି ରାଶିମାନେ..

ଭୁବନେଶ୍ବର: ଆଗାମୀ ମାର୍ଚ୍ଚ ୩୦ ତାରିଖ (ରବିବାର) ଠାରୁ ଆରମ୍ଭ ହେବ ଚୈତ୍ର ନବରାତ୍ରୀ । ଚୈତ୍ର ନବରାତ୍ରୀ ଚୈତ୍ର ଶୁକ୍ଳ ପ୍ରତିପଦାରୁ ଆରମ୍ଭ ହୋଇଥାଏ । ନବରାତ୍ରୀରେ ମା'ଦୁର୍ଗାଙ୍କ ଆରାଧନା କରାଯାଏ । ତେବେ ଏହି ୯ ଦିନ ଅତ୍ୟନ୍ତ ଶୁଭ । ଏଥର ନବରାତ୍ରୀରେ ମା' ଦୁର୍ଗା ହାତୀ ଉପରେ…

ବଜାରକୁ ଆସିଲା ରୟାଲ୍ ଏନଫିଲ୍ଡର Classic 650 ବାଇକ୍, ଜାଣନ୍ତୁ ଏହାର ପ୍ରାଇସ

ଭୁବନେଶ୍ବର: ଦେଶରେ ପପୁଲାର୍‌ ବାଇକ ରୟାଲ୍ ଏନଫିଲ୍ଡ (Royal Enfield ) ଦୀର୍ଘ ସମୟ ଅପେକ୍ଷା ପରେ ଆନୁଷ୍ଠାନିକ ଭାବରେ ଏହାର ନୂତନ ବାଇକ୍ କ୍ଲାସିକ୍ 650( Royal Enfield Classic 650) ବିକ୍ରି ପାଇଁ ଲଞ୍ଚ କରିଛି । ଆକର୍ଷଣୀୟ ଲୁକ ଏବଂ ପାଓ୍ବାରଫୁଲ ଇଞ୍ଜିନ ସହିତ ଆସିଥିବା ଏହି ବାଇକର…

ରାଶନ କାର୍ଡକୁ ନେଇ ଅପଡେଟ୍ ଦେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ରାସନ୍ କାର୍ଡ ସହ ଇ-କେୱାଇସିକୁ ନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରୋଜଗାର କମ ଥିବା ଲୋକଙ୍କ ରାଶନ କାର୍ଡ କଟିବନି, କେବଳ ବଡ଼ ଚାକିରି କରିଥିବା ଲୋକଙ୍କ କାର୍ଡ କଟିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦…

ବଜ୍ରପାତ ରୋକିବାକୁ ପ୍ରୟାସ; ୧୯ ଲକ୍ଷ ତାଳଗଛ ରୋପଣ

ଭୁବନେଶ୍ଵର: ବର୍ତ୍ତମାନ ସମୟରେ ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସାରା ଦେଶ ଭିତରେ ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ । ଗତ ୫ ବର୍ଷରେ ରାଜ୍ୟରେ ବଜ୍ରପାତରେ ଯାଇଛି ୧୪୧୮ ଜୀବନ । ୨୦୨୦-୨୦୨୫ ମସିହା ୫ ବର୍ଷ ମଧ୍ୟରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ…

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ଏକ ଚର୍ଚ୍ଚିତ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓପିଆଇଡି କୋର୍ଟ ଜର୍ଜ ବିଶ୍ୱଜିତ ଦାସ । ଅଭିଯୁକ୍ତ ସମରେନ୍ଦ୍ର ମଲିକ ବାଇଧର ବରସଲକୁ ଜମି ହିଡ ହଣାକୁ କେନ୍ଦ୍ର କରି ହତ୍ୟା କରିଥିଲା । ଅଭିଯୁକ୍ତ…

ହଷ୍ଟେଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ: ହଷ୍ଟେଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର । ଝିଅକୁ ସୁସ୍ଥ କରିବା ପାଇଁ ବାପାମାଆ ଗୁଣିଗାରେଡି କରୁଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଉଦଳା ଅନ୍ଵେଷା ହଷ୍ଟେଲର ବାଲକୋନୀରୁ ମିଳିଛି ନାବାଳିକା ଅନ୍ତେବାସିନୀର ଝୁଲନ୍ତା ମୃତଦେହ । ମୃତକ ହେଲେ ହଷ୍ଟେଲରେ ରହିଥିବା…

ଜନ୍ମରୁ ମୃତ୍ୟୁ ଯାଏଁ ଟ୍ୟାକ୍ସ ବୋଝ; ସରକାର ଉପରେ ବର୍ଷିଲେ ରାଘବ ଚଡ୍ଡା

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ସାଂସଦ ରାଘବ ଚଡ୍ଡା ଗୁରୁବାର ରାଜ୍ୟସଭାରେ ଭାରତର ଟ୍ୟାକ୍ସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କେନ୍ଦ୍ର ଉପରେ ବର୍ଷିବା ସହ କହିଛନ୍ତି ଯେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ନାଗରିକମାନଙ୍କ ଉପରେ ଟିକସର ବୋଝ ଲଦି ଦେଉଛନ୍ତି। ତେବେ ଟିକସ…

ପ୍ରବଳ ଖରା ପାଇଁ ଏହି ସମୟରେ ମିଳିବ ରାସନ ସାମଗ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ପିଡ଼ିଏସ ସାମଗ୍ରୀ ସକାଳ ୭…