Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହିଳା ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣା କରି ବନ୍ଧାହେଲେ ଆଇଆଇସି

ଜଗତସିଂହପୁର: ମହିଳା ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣା କରିଥିବା ଅଭିଯୋଗରେ ଆଇଆଇସି ଗିରଫ । ଏଭଳି ସାଙ୍ଘାତିକ ଘଟଣା ଘଟିଛି ଜଗତସିଂହପୁରରେ । ୨ଟି ଛୁଆର ବାପା କୁହାଯାଉଥିବା ଜଗତ୍‌ସିଂହପୁର ଥାନାର ପୂର୍ବତନ ଅତିରିକ୍ତ ଆଇଆଇସି ତଥା ବର୍ତ୍ତମାନର କୁଜଙ୍ଗ ଆଇଆଇସି ତପନ ନାହାକ ଜଣଙ୍କ…

୧୦ମ ଶ୍ରେଣୀ ଛାତ୍ରୀ ଶିଶୁ ଜନ୍ମ ଦେବା ଘଟଣା; ମାଟ୍ରନ ଓ ଏଏନଏମ ନିଲମ୍ବିତ

ମାଲକାନଗିରି: ଏସସି/ଏସଟି ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଆବାସିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଶିଶୁ ଜନ୍ମ ଦେବା ଘଟଣାରେ ଜଣେ ମାଟ୍ରନ ଓ ଏଏନଏମ ଙ୍କୁ ଜିଲ୍ଲା ପ୍ରଶାସନ ନିଲମ୍ବିତ କରିଛନ୍ତି। ଲେଡି ମାଟ୍ରନ ସୁଚିତ୍ରା ଚର୍ଚ୍ଚି ଏବଂ ଏଏନଏମ (ଏସଏସଡି)…

ଦୁର୍ଘଟଣାରେ ଜିଅନ୍ତା ଜଳିଗଲେ ଯୁବକ, ୨ ଅର୍ଦ୍ଧଦଗ୍ଧ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ମା’ ରତ୍ନେଶ୍ୱରୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ ସହ ବାଇକ୍‌ ଧକ୍କା ହେବା ଫଳରେ ବାଇକ୍‌ ସହ ଜଣେ ଯୁବକ ଜିଅନ୍ତା ଜଳି ଯାଇଛନ୍ତି । ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।…

ମହାଶିବରାତ୍ରି ୨୦୨୫; ବାଲୁକା କଳାରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ସହ ୧୪୪ଟି ଶିବ ଲିଙ୍ଗ ନିର୍ମାଣ

ପୁରୀ: ରାତି ପାହିଲେ ପବିତ୍ର ମହାଶିବରାତ୍ରି ତଥା ଜାଗର ଯାତ୍ରା । ସମସ୍ତ ଶିବାଳୟରେ ଲାଗିବ ଭକ୍ତଙ୍କ ଭିଡ । ସାରା ରାତି ଉଜାଗର ହୋଇ ଦେବ ଦେବ ମହାଦେବଙ୍କ ନିମନ୍ତେ ଜାଗର ଦୀପ ଜାଳିବେ ଭକ୍ତ । ତେବେ ଏହି ଅବସରରେ ପୁରୀ ବେଳାଭୂମିରେ ଅତି ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ପଦ୍ମଶ୍ରୀ…

ମହାଶିବରାତ୍ରି ଉପଲକ୍ଷେ ୧୦୦୮ କେଜି ବୁନ୍ଦି ଲଡୁରେ ତିଆରି ହୋଇଛି ଶିବଲିଙ୍ଗ

ଗୁଣ୍ଟୁର: ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ବୋଲି ପୌରଣିକ ମତ ରହିଛି । ତେବେ ଚଳିତ ବର୍ଷ ମହାଶିବରାତ୍ରି ୨୬ ଫେବୃଆରୀ ଅର୍ଥାତ ଆସନ୍ତାକାଲି (ବୁଧବାର) ଦିନ ପଡୁଛି । ଏଥର…

ପ୍ରକାଶ ପାଇଲା ତାରିଖ; ଏହି ଦିନ ହେବ ଏସଆଇ ପରୀକ୍ଷା

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ନେଇ ପ୍ରକାଶ ପାଇଲା ତାରିଖ । ମାର୍ଚ୍ଚ ୮ ଓ ୯ରେ ଅନୁଷ୍ଠିତ ହେବ ପରୀକ୍ଷା । ମୋଟ ୯୩୩ ପଦବୀ ପାଇଁ ପରୀକ୍ଷା ହେବ । ଏନେଇ ସୂଚନା ଜାରି ହୋଇଛି । ଏସଆଇ ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ମଧ୍ୟ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି । ବିଭିନ୍ନ ଜିଲ୍ଲା…

ଚନ୍ଦ୍ର ଶେଖର ହୋତା ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବେ ନିଯୁକ୍ତ 

ଭୁବନେଶ୍ୱର: ବରିଷ୍ଠ ଓପିଏସ୍ ଅଧିକାରୀ ତଥା ସାହିତ୍ୟିକ ଚନ୍ଦ୍ର ଶେଖର ହୋତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବରେ ମଙ୍ଗଳବାର ଦିନ ନିଯୁକ୍ତ କରିଛନ୍ତି ରାଜ୍ଯ ସରକାର। ଏନେଇ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ତେବେ ସେ…

କାହିଁକି ଚର୍ଚ୍ଚାରେ ପୋପ୍?

ନୂଆଦିଲ୍ଲୀ: କିଏ ଏହି ପୋପ୍ ? କାହିଁକି ଏବେ ଏହାଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା? ଆଉ ସବୁଠୁ ବଡ ପ୍ରଶ୍ନ କ’ଣ ଏହି କଳା ଧୂଆ….ଧଳା ଧୂଆଁ, ଯାହା ପୋପ୍ ଚୟନର ଏକ ବଡ ଅଂଶ । ପୋପ୍ ହେଉଛନ୍ତି ବିଶ୍ବର ସବୁଠୁ ବଡ ଖ୍ରୀଷ୍ଟିଆନ୍ ଚର୍ଚ୍ଚ ରୋମାନ କାଥୋଲିକ୍ ଚର୍ଚ୍ଚର ମୁଖ୍ୟ । ଏଥିସହିତ…

ବିହାରରେ ଆରଏସଏସର ମିଶନ୍ ତ୍ରିଶୁଳ

ନୂଆଦିଲ୍ଲୀ: ଦିଲ୍ଲୀରେ ତ୍ରିଦେବ, ବିହାରରେ ତ୍ରିଶୁଳ । ବିହାର ନିର୍ବାଚନ ପାଇଁ ଆରଏସଏସର ବଡ଼ ପ୍ଲାନ୍ । ଏଥର ଗ୍ରାଉଣ୍ଡରେ ହେବ ବଡ଼ ଖେଳ ! ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀ ପରେ ବିହାର ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ଲାଗିଛି ଆରଏସଏସ । ମିଶନ୍ ତ୍ରିଶୁଳରେ ବିଜୟ ବ୍ଲୁପ୍ରିଣ୍ଟ…

ଦ୍ରୁତ ଗତିରେ ବୃଦ୍ଧି ପାଉଛି ଭାରତର ଟେକ୍ ଇଣ୍ଡଷ୍ଟ୍ରି, ବର୍ଷକରେ ମିଳିଛି ୧.୨୫ ଲକ୍ଷ ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷରେ, ଟେକ୍ନୋଲୋଜି ଇଣ୍ଡଷ୍ଟ୍ରିରେ କର୍ମଚାରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ୧.୨୫ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। ଗତ ଆର୍ଥିକ ବର୍ଷରେ ଏହା ମାତ୍ର ୬୦ ହଜାର ଟଙ୍କା ଥିଲା। ନ୍ୟାସନାଲ ଆସୋସିଏସନ୍ ଅଫ୍ ସଫ୍ଟୱେର୍ ଆଣ୍ଡ୍ ସର୍ଭିସ୍ କମ୍ପାନୀଜ୍…