Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୋଲିସ ଆଗରେ ଆତ୍ମସମର୍ପଣ କଲେ ହାର୍ଡକୋର ମହିଳା ମାଓବାଦୀ

ମାଲକାନଗିରି: ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ । ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସପି ଡପି ସାବିରଶଙ୍କ ନିକଟରେ ମାଓ ସଂଗଠନର ଡିଭିସିଏମ ସଦସ୍ୟା ପୁଲସାମ ପଦ୍ମା ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାମରେ ୮ ଲକ୍ଷ…

ମହାକୁମ୍ଭରେ ବୁଡ଼ ପକାଇଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ । ଏହି ସମୟରେ ବୁଡ ପକାଇବାକୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । ଏହି ଅବସରରେ ପବିତ୍ର ତ୍ରିବେଣୀ ସଙ୍ଗମରେ ସୋମବାର ବୁଡପକାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସପ୍ତଲୋକକୁ ସ୍ମରଣ କରି…

ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ

ପୁରୀ: ଶ୍ରୀଲୋକନାଥ ଦେବଙ୍କ ପବିତ୍ର ପୀଠରେ ପଙ୍କୋଦ୍ଧାର ଏକାଦଶୀ ସନ୍ଧ୍ୟାରେ ପ୍ରଜ୍ବଳିତ ହେଲା ପଞ୍ଚଦଶତମ ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ । ସନ୍ଧ୍ୟାରେ ଶ୍ରୀଲୋକନାଥଙ୍କ ଗମ୍ଭିରାରୁ ଦ୍ଵୀପ ଆସି ଏହି ବୃହତ୍ ଦୀପ ପ୍ରଜ୍ବଳନ କରାଯାଇଥିଲା । ଉତ୍ସବରେ ପ୍ରାକ୍ତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଦେବୀ…

ସରକାରୀ ବସରେ ଚାଲିଥିଲା ଗଞ୍ଜେଇ ଚାଲାଣ, ୪ ଜଣଙ୍କୁ ଗିରଫ କଲା ପୋଲିସ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଆମ୍ବିଆନ୍ସ ଛକ ନିକଟରୁ ଗଞ୍ଜେଇ ଭର୍ତ୍ତି ସରକାରୀ ବସ୍ ଜବତ ହୋଇଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଚଢାଉ ବେଳେ ବସରୁ ୪ ପ୍ୟାକେଟ ଗଞ୍ଜେଇ ମିଳିଥିଲା, ଯାହାର ଓଜନ ୪୦ କେଜି ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ସୂଚନାମୁତାବକ, ଏକ…

ଜାଣନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କେତେ ମିଳିବ ଦରମା? କେଜ୍ରିଓ୍ବାଲ ପାଇବେ କେତେ ପେନସନ..

ନୂଆଦିଲ୍ଲୀ: ଦିଲ୍ଲୀରେ ଏଥର ବିଧାନସଭା ନିର୍ବାଚନରେ ​​ବିଜେପିକୁ ବଡ଼ ବିଜୟ ମିଳିଛି । କେନ୍ଦ୍ରଶାସିତ ଅଞ୍ଚଳ ଏବେ ରେଖା ଗୁପ୍ତାଙ୍କ ରୂପରେ ଜଣେ ନୂତନ ମୁଖ୍ୟମନ୍ତ୍ରୀ ପାଇଛି । ବିଜେପିରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖା ଗୁପ୍ତା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ସେ…

ଯବାନଙ୍କୁ ନକ୍ସଲଙ୍କ ଟାର୍ଗେଟ୍; ବୋତଲ ବୋମା ଠାବ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବଡ ବିସ୍ଫୋରଣରୁ ଅଳ୍ପକରେ ବର୍ତ୍ତିଲେ ସୁରକ୍ଷାକର୍ମୀ । ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ବିୟର ବୋତଲ ବୋମାକୁ ଠାବ କରିଥିଲେ । ଏହାପରେ ଯବାନ ମାନେ ବୋମା ନିଷ୍କ୍ରିୟକାରୀ ଦଳକୁ ଡାକି ଏହାକୁ ନିଷ୍କ୍ରିୟ କରିଥିଲେ…

ଭାରତ ସହ ୪୫ଟି ଦେଶ ପାଇଁ ଏବେ ଇ-ଭିସା ଜାରି କଲା ଏହି ଦେଶ

ନୂଆଦିଲ୍ଲୀ: ଅନେକ ଦେଶରେ ଭିସା ସମ୍ପର୍କରେ ବିଭିନ୍ନ ସୁବିଧା ରହିଛି । କିଛି ଦେଶ ପାଇଁ, ଆଗମନ ସମୟରେ ଭିସା ଉପଲବ୍ଧ, ଯେତେବେଳେ କିଛି ଦେଶ ଇ-ଭିସାର ବିକଳ୍ପ ମଧ୍ୟ ପ୍ରଦାନ କରନ୍ତି । ଯେତେବେଳେ ଅନ୍ୟ ଦେଶଗୁଡ଼ିକ କେବଳ ଦୂତାବାସ ମାଧ୍ୟମରେ ଭିସା ଆବେଦନ ଗ୍ରହଣ କରନ୍ତି । ତେବେ ରୁଷ…

ଅତ୍ୟଧିକ ଭୋକ ଲାଗିବା ଏକ ରୋଗ କି?

ଭୁବନେଶ୍ବର:କିଛି ଲୋକଙ୍କୁ ବହୁତ ଭୋକ ଲାଗେ । ଏପରି ଲୋକମାନେ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକିଲା ଅନୁଭବ କରନ୍ତି । ଯଦି ଆପଣଙ୍କୁ ମଧ୍ୟ ଆବଶ୍ୟକତାଠାରୁ ଅଧିକ ଭୋକ ଲାଗୁଛି ତେବେ ଏହା ସାମାନ୍ୟ କଥା ନୁହେଁ । ଏପରି ଅନେକ ରୋଗ ହେତୁ  ମଧ୍ୟ ହୋଇପାରେ । -ଆମ ମଧ୍ୟରେ ଅନେକ ଲୋକ ଅଛନ୍ତି,…

ସରିଲା ପଙ୍କୋଦ୍ଧାର, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ

ପୁରୀ: ବାବା ଲୋକନାଥଙ୍କ ପୀଠରେ ପାଳିତ ହୋଇଛି ପଙ୍କୋଦ୍ଧାର ଏକାଦଶୀ ନୀତି । ଏହି ଅବସରରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ । ବର୍ଷ ତମାମ ଫୁଲ, ବେଲପତ୍ର, କ୍ଷୀର ଓ କଦଳୀରେ ବୁଡି ରହୁଥିବା ଜଳବିହାରୀ ଲୋକନାଥଙ୍କ ଶ୍ରୀଲିଙ୍ଗରୁ ଉଦ୍ଧାର ହୁଏ ପାଦୁକ । ବର୍ଷକର ଏହି ଗୋଟିଏ…

ଆମେରିକାର ୟୁ-ଟର୍ଣ୍ଣ ଫସିଗଲା ୟୁକ୍ରେନ୍ !

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ଯୁଦ୍ଧକୁ ୩ବର୍ଷ ପୂରିଛି । ଆମେରିକା ସହ ଅନେକ ଦେଶର ହସ୍ତକ୍ଷେପ ପରେ ବି ଯୁଦ୍ଧ ଥମିବାର ନାଁ ନେଉନି ।   ସେପଟେ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଡାକିଥିବା ଉଚ୍ଚସ୍ତରୀୟ ବୈଠକରେ ୟୁକ୍ରେନକୁ ନିମନ୍ତ୍ରଣ କରାନଯିବା ନୂଆ ସମୀକରଣ ନେଇ ଚର୍ଚ୍ଚା ବଢାଇଛି। ସାଉଦି…