Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାହିଁକି ଅସନ୍ତୁଷ୍ଟ ଶଶି ଥରୁର?

ନୂଆଦିଲ୍ଲୀ: କଂଗ୍ରେସରେ ଥରୁର ଝଡ଼ । କେରଳରୁ ଆସିଲା ଦଳ ପାଇଁ ଖରାପ ସଙ୍କେତ । ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତକାର ପରେ ଶଶି ଥରୁରଙ୍କ ବୟାନ ଦଳ ଭିତରର ଅନ୍ଦକନ୍ଦଳକୁ ପଦାରେ ପକାଇଛି । କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଯଦି କଂଗ୍ରେସରେ ତାଙ୍କର ଆବଶ୍ୟକତା ନାହିଁ ତେବେ ତାଙ୍କ ପାଖରେ…

ଦକ୍ଷିଣମୁଖି ଗୃହରେ ବାସ୍ତୁଦୋଷ ଥିଲେ ,ଏହି ନିୟମ ମାନନ୍ତୁ …

ଭୁବନେଶ୍ବର: ଯଦି ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ପଟେ ଥାଏ ତାହାକୁ ଦକ୍ଷିଣମୁଖି ଗୃହ କୁହାଯାଏ। ଦକ୍ଷିଣମୁଖି ଗୃହରେ ବସବାସ କଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ବାସ୍ତୁର ନିୟମ ମାନି ଦକ୍ଷିଣମୁଖି ଗୃହର ନିର୍ମାଣ କରାଯାଏ, ତେବେ ଘରେ ରହୁଥିବା ଲୋକଙ୍କ ଉପରେ ଶୁଭପ୍ରଭାବ ପଡେ ।…

ଅଯୋଧ୍ୟାରେ ହେବ ଓଡିଶା ଭବନ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଅଯୋଧ୍ୟାରେ ହେବ ଓଡିଶା ଭବନ । ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଓଡ଼ିଶା ଭବନ ନିର୍ମାଣ ହେବ । ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହିବା ଏବଂ ସେମାନଙ୍କ ପାଇଁ ଓଡ଼ିଶାର ଏକ ଉପସ୍ଥିତି ଦେବା ଲାଗି ଏହି ବ୍ୟବସ୍ଥା କରିବେ ଓଡ଼ିଶା ସରକାର । ,ଥିପାଇଁ ଖୁବଶୀଘ୍ର କାର୍ଯ୍ୟ…

କଲ୍ ମର୍ଜିଂ ସ୍କାମ : କଲ୍ ମର୍ଜ ହେବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାୟବ!

ଭୁବନେଶ୍ବର: ଭାରତରେ ସାଇବର ଅପରାଧୀମାନେ ଏବେ ନୂତନ ପଦ୍ଧତି ଅବଲମ୍ବନ କରି ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ' Call Merging technique' ମାଧ୍ୟମରେ ଠକେଇ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ OTP ଶେୟାର ନକରି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ କରୁଛନ୍ତି ଠକ । ଅନେକ…

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ମାମଲା; ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଏହା ବୈଦେଶିକ ବ୍ୟାପାର ସହିତ ଜଡିତ ଏକ ପ୍ରସଙ୍ଗ । ଏପରି ପରିସ୍ଥିତିରେ, କୋର୍ଟ ଅନ୍ୟ ଦେଶର ଆଭ୍ୟନ୍ତରୀଣ…

ପିଏମ କିଷାନରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ବର: ଆଜି ପିଏମ୍ କିଷାନ ଟଙ୍କା ଚାଷୀଙ୍କ ଖାତାକୁ ଚଢିଛି । ୯.୮ କୋଟିରୁ ଚାଷୀଙ୍କୁ ଏହି ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତିରେ ସାମିଲ କରାଯାଇଥିବା ବେଳେ ଏଥିରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ…

୨୮ରେ ପୋଲାଭରମ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ‌ ଲାଗି ମାଲକାନଗିରି ଜିଲ୍ଲାର ଏକାଧିକ ଗାଁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏହାକୁ ବିରୋଧ କରି ବଡ଼ ଆନ୍ଦୋଳନ କରିବାକୁ ଯାଉଛି ବିଜେଡି । ଆସନ୍ତା ୨୮ ତାରିଖରେ ଏନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଏବଂ ଆନ୍ଦୋଳନ…

ମହାକୁମ୍ଭରେ ବୁଡ ପକାଇଲେ ଅକ୍ଷୟ କୁମାର, କ୍ୟାଟ୍ରିନା କୈଫ୍

ପ୍ରୟାଗରାଜ: ସରି ସରି ଆସୁଛି ମହାକୁମ୍ଭ । ହାତରେ ମାତ୍ର ଦିନଟିଏ । ତେଣୁ ଏଭଳି ମୁହୂର୍ତ୍ତକୁ ହାତ ଛଡା ନକରିବା ପାଇଁ ଏବେ, ଶେଷ ସମୟରେ ଏବେ ସଙ୍ଗମକୁ ଛୁଟୁଛି, ଭକ୍ତଙ୍କ ସୁଅ । ଏବେ ପର୍ଯ୍ୟନ୍ତ ପାଖାପାଖି ୬୦ କୋଟି ଲୋକ ମହାକୁମ୍ଭରେ ସାମିଲ ହୋଇସାରିଲାଣି । ଆଉ ଶେଷ ମୁହୂର୍ତ୍ତରେ…

ପୁଣି ଷ୍ଟାଣ୍ଡଅପ୍ କମେଡିଆନ ମୁନାଓ୍ବରଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ: ମାମଲା ରୁଜୁ

ମୁମ୍ବାଇ: କମେଡି ଦିନକୁ ଦିନ କଳା ଦିଗକୁ ଗତି କରୁଥିବା ବେଳେ ପ୍ରତିଦିନ ଏହା ଉପରେ ଆସୁଥିବା ଖବର ଏବେ ସମସ୍ତଙ୍କୁ ଚକିତ କରୁଛି । କେତେବେଳେ ବାପାମାଙ୍କୁ ନେଇ ତ, ଆଉ କେତେବେଳେ ଧର୍ମକୁ ନେଇ, ନିଜ କେମେଡି ମାଧ୍ୟମରେ ପରିହାସ କରୁଛନ୍ତି, କିଛି ଷ୍ଟାଣ୍ଡଅପ୍ କମେଡିଆନ । ଆଉ ଏବେ ପୁଣି ଥରେ…