Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହିଳାଙ୍କ ଉପରେ ଚଢିଗଲା ହାଇୱା; ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦ୍ରାପଡା: ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ। ସୋମବାର ପୂର୍ବାହ୍ନରେ ତିନିମୁହାଣି ଛକରେ ସଡ଼କ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଶ୍ରଦ୍ଧାଞ୍ଜଳି । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ୟକ୍ତ ଲୋକେ ହାଇୱାକୁ ଅଟକ…

ମାର୍ଚ୍ଚ ନୁହେଁ, ଏବେ ରଥଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତିମଣତି

ଭୁବନେଶ୍ବର: ମାର୍ଚ୍ଚ ସୁଦ୍ଧା ଶେଷ ହୋଇପାରିବ ନାହିଁ ରତ୍ନଭଣ୍ଡାର ଗଣତିମଣତି । ମରାମତି ପାଇଁ ଆହୁରି ମାସେ ଦୁଇମାସେ ସମୟ ଲାଗିବ । ଏଥିପାଇଁ ଗଣତିମଣତି କାର୍ଯ୍ୟ ବିଳମ୍ବ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ସରକାର ଦେଇଥିବା…

ଟ୍ରମ୍ପ ସରକାରଙ୍କ ବଡ ନିଷ୍ପତ୍ତି: ଏକାଥରେ ୧୬୦୦ ଛଟେଇ

ନୂଆଦିଲ୍ଲୀ: ସରକାରକୁ ଆସିବା ପରେ ଦେଶରେ ଛୋଟ ବଡ ପରିବର୍ତ୍ତନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ଭାରତ ପ୍ରତି ଯେମିତି ତାଙ୍କର ସ୍ବାଭାବ ବଦଳିଯାଇଛି । ଗୋଟେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଙ୍ଗ ବୋଲି ସମ୍ବୋଧିତ କରୁଛନ୍ତି, ଆଉ…

ଦିଲ୍ଲୀ ବିଧାନସଭାରେ ରେଖା ସରକାରଙ୍କ ପ୍ରଥମ ଅଧିବେଶନ: ଫୋକସରେ ମହିଳାଙ୍କୁ ୨୫୦୦

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଦିଲ୍ଲୀ ଶାସକ ବିଜେପି ବନିଥିବା ବେଳେ ପ୍ରଥମ ଅଧିବେଶନରେ ମହିଳାଙ୍କୁ ୨୫୦୦ ପ୍ରତିଶ୍ରୁତି ଏବଂ ୧୪ ଟି ବିଚାରାଧୀନ ନିୟନ୍ତ୍ରକ ଏବଂ ସିଏଜି ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ତେବେ…

ଅଟୋ-ଟ୍ରକ ମଧ୍ୟରେ ଧକ୍କା:ଚାଲିଗଲା ୭ଜଣଙ୍କ ଜୀବନ

ବିହାର: ପାଟନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଅଟୋ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୭ ଜଣଙ୍କର ଜୀବନ ଚାଲିଯାଇଛି। ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ…

ଆଜି ଆସିବ ପିଏମ କିଷାନ ଟଙ୍କା, କିପରି କରିବେ ଯାଞ୍ଚ

ଭୁବନେଶ୍ଵର: ଆଜି ଆସିବ ପିଏମ କିଷାନର ୧୯ ତମ କିସ୍ତି । ଡିବିଟି ଜରିଆରେ ୯ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ବିହାରରୁ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ମୋଦି । ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ…

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ; ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଚଳଚଞ୍ଚଳ ଲୋକନାଥ ପୀଠ। ଏହି ଗୋଟିଏ ଦିନ ବାବା ଶ୍ରୀ ଲୋକନାଥ ମନ୍ଦିରର ଗମ୍ଭିରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର,ପୁଷ୍ପ ,ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ାଯିବ । ପରେ ମହାସ୍ନାନ କରାଯିବା ପରେ ଆରମ୍ଭ ହେବ…

ସାତକୋଶିଆ ନିଷିଦ୍ଧାଞ୍ଚଳରେ ପୁଣି ଉଡିଲା ହେଲିକପ୍ଟର; ୧୧ ଦିନରେ ୩ଥର ଉଡାଣ

ଅନୁଗୋଳ: ସରକାର ସାତକୋଶିଆକୁ ବାଘ ଆଣିବାକୁ ଯୋଜନା ରଖିଛନ୍ତି ଓ ଏହାର ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ ୧୧ ଦିନରେ ଏହି ନିଷିଦ୍ଧାଞ୍ଚଳରେ ୩ଥର ହେଲିକପ୍ଟର ଉଡାଣ କଲାଣି। ଗତକାଲି ହେଲିକପ୍ଟରଟି ଦିନ ସାଢେ ୧୦ଟା ସମୟରେ ଆଠମଲ୍ଲିକ ଅଞ୍ଚଳରୁ ଆକାଶ ମାର୍ଗରେ…

ଘରେ ପ୍ରସ୍ତୁତ କରନ୍ତୁ ହେୟାର ଷ୍ଟ୍ରେଟନିଂ ମାସ୍କ

ଭୁବନେଶ୍ବର: ପାର୍ଲରରେ ହେୟାର ଷ୍ଟ୍ରେଟନିଂ କରିବା ପାଇଁ ଅର୍ଥ ଅଧିକ ଲାଗେ । ଏହାପରେ ଷ୍ଟ୍ରେଟନିଂ କେଶର ଯନ୍ତ୍ରନେବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡେ । ତେଣୁ ଆପଣ ଘରେ ହିଁ ନିଜେ ହେୟାର ଷ୍ଟ୍ରେଟନିଂ ମାସ୍କ କରି କେଶକୁ ସୁନ୍ଦର କରି ପାରିବେ । ଏଥିସହ ଏହା କେମିକାଲ ଫ୍ରି…

ଜମି ପାଇଁ ୨ଗୋଷ୍ଠୀ ମୁହାଁମୁହିଁ: ୭ ଗୁରୁତର

କେନ୍ଦ୍ରାପଡା: ଆଳି ଥାନା ମାଣିକପାଟଣା ଗାଁରେ ଜମି ପାଇଁ ଗୋଷ୍ଠୀ ସଂଘର୍ଷ । ଏଥିରେ ୭ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଜମି ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ସାମ୍ନାକୁ ଆସିଛି । ସୂଚନାଥାଉକି, ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ…