Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେତେ ସୁଦ୍ଧ ସଙ୍ଗମ ଜଳ? ସାମ୍ନାକୁ ଆସିଲା ସିପିସିବି ରିପୋର୍ଟ

ପ୍ରୟାଗରାଜ: ଏବେ ମହାକୁମ୍ଭକୁ ଛୁଟିଛି ଭକ୍ତଙ୍କ ସୁଅ । ଦେଶଦୁନିଆରୁ ଏଯାବତ ୫୯ କୋଟି ୩୧ ଲକ୍ଷ ଲୋକ ଆସ୍ଥାର ବୁଡ ପକାଇସାରିଥିବା ବେଳେ ଖୁବଶୀଘ୍ର ଏହି ସଂଖ୍ୟା ୬୦ କୋଟି ଛୁଇଁବା ନେଇ ଆଶା । ଗୋଟେ ପଟେ ଭକ୍ତ ଆସ୍ଥା ସଙ୍ଗମ ସୟ ଜଡିତ ହୋଇଥିବା ବେଳେ ଏବେ ଘାରିଛି ସଙ୍ଗମ ଜଳର ବିଶୁଦ୍ଧତା…

ମାସକରେ ୮୪ ଲକ୍ଷ ଭାରତୀୟ ୟୁଜର୍ସଙ୍କ ଆକାଉଣ୍ଟ ବ୍ୟାନ୍ କଲା ହ୍ଵାଟ୍‌ସଅପ୍‌

ସାରା ବିଶ୍ୱରେ ହ୍ୱାଟ୍ସଆପ୍‌କୁ ବହୁ ପ୍ରମାଣ ସହିତ ବ୍ୟବହାର କରାଯାଉଛି। କିନ୍ତୁ ଏହି ଲୋକପ୍ରିୟ ଆପ୍‌ରେ ବହୁ ଜାଲିଆତି ଏବଂ ସନ୍ଦେହଜନକ କାର୍ଯ୍ୟକଳାପ କରୁଥିବା ସାମ୍ନାକୁ ଆସିଛି। ଏହାକୁ ଆଧାର କରି ହ୍ଵାଟ୍ସଆପ୍‌ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁର୍ଭାଗ୍ୟବଶତଃ, ଗତ ୩୦ ଦିନରେ…

ପାକିସ୍ତାନ ଜେଲରୁ ମୁକ୍ତ ହେଲେ ୨୨ ଭାରତୀୟ, ଆଜି ଫେରିପାରନ୍ତି ସ୍ବଦେଶ

ନୂଆଦିଲ୍ଲୀ: ପାକିସ୍ତାନ କରାଚିର ମଲିର ଜେଲ ମନ୍ଦ ରଖିଥିବା ୨୨ ଭାରତୀୟଙ୍କୁ ମୁକ୍ତ କରିଛି । ସମସ୍ତଙ୍କ ୨୨ ବ୍ୟକ୍ତି ମତ୍ସଜିବୀ ଥିବା ବେଳେ ସେମାନଙ୍କ ମୁକ୍ତ କରାଯାଇଛି । ସେମାନଙ୍କ ସଜା ପୂରଣ ହୋଇଥିବା ବେଳେ ଶୁକ୍ରବାର ସେମାନଙ୍କୁ ବନ୍ଧନରୁ ମୁକ୍ତ କରାଯାଇଥିବା କଥା ସେଠିକା ଜେଲ୍…

ଆନ୍ତର୍ଜାତୀୟ ମାଷ୍ଟର୍ସ ଲିଗ୍ ୨୦୨୫: ଶ୍ରୀଲଙ୍କା ବିପକ୍ଷରେ ଗ୍ରାଉଣ୍ଡକୁ ଓହ୍ଲାଇବେ ସଚିନଙ୍କ ଇଣ୍ଡିଆ ଟିମ୍

ମୁମ୍ବାଇ:ଆଜି ଗ୍ରାଉଣ୍ଡକୁ ଓହ୍ଲାଇବେ ଲିଜେଣ୍ଡ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର, କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ, ସୁରେଶ ରୈନା ଏବଂ ପଠାନ ବ୍ରଦର୍ସଙ୍କ ଭଳି ମହାନ୍ ଖେଳାଳି । ଦର୍ଶକ ଦେଖିବେ ଏହି ମହାନ କ୍ରିକେଟରଙ୍କ ଛକା ଚୌକା । କେବଳ ସେତିକି ନୁହେଁ ଇଣ୍ଡିଆ ମାଷ୍ଟର୍ସ ଟିମ୍ ର…

କ’ଣ ନିର୍ବାଚନ ପାଇଁ ସତରେ ଫଣ୍ଡିଂ କରିଥିଲା ଆମେରିକା?, ପୁଣି ଥରେ ଯୁକ୍ତି ବାଢିଲେ ଟ୍ରମ୍ପ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତକୁ ୨୧ ମିଲିୟନ ଡଲାରର ସହାୟତା ଯୋଗାଇଥିଲା ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବୟାନ ଏବେ ଦେଶ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ୨୧ ମିଲିୟନ ଡଲାର ମୁଦ୍ଦାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେପି…

ଇନଷ୍ଟାଗ୍ରାମ ଲଞ୍ଚ କଲା ନୂଆ ଫିଚର, କ୍ରିଏଟର ସହଜରେ କରିବେ ରୋଜଗାର

ଭୁବନେଶ୍ବର: ଇନଷ୍ଟାଗ୍ରାମ କ୍ରିଏଟରଙ୍କ ପାଇଁ ରୋଜଗାରର ଏକ ନୂତନ ଉପାୟ ଉପସ୍ଥାପନ କରିଛି, ଯାହାକୁ "ଟେଷ୍ଟିମୋନିଆଲ" କୁହାଯାଉଛି | ସହଭାଗୀତା ବିଜ୍ଞାପନର ଏହା ଏକ ନୂତନ ରୂପ, ଯେଉଁଠାରେ କୌଣସି ଏକ ବ୍ରାଣ୍ଡ କୌଣସି କ୍ରିଏଟର ସହ ମିଶି ନିଜର ପ୍ରଡକ୍ଟ କିମ୍ବା ସର୍ଭିସକୁ ପ୍ରମୋଟ କରେ । ଏହା…

ବିଧାୟକଙ୍କ ହାଇଡ୍ରାମା: ରାତିସାରା ବିଧାନସଭା ଭିତରେ ଚାଲିଲା ଭଜନ ଓ କୀର୍ତ୍ତନ

ଜୟପୁର: ବିଧାନସଭା ଭିତରେ ରାତି କଟାଇଲେ ବିଧାୟକ । ଖାଲି ରାତି ବିତାଇ ନାହାନ୍ତି, ରାତି ସାରା ବିଧାନସଭା ଭିତରେ, ତାଳି ମାରି କୀର୍ତ୍ତନ ଜାରି ରଖିଥିଲେ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦିବଙ୍ଗତ କଂଗ୍ରେସ ନେତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ବିଜେପି ନେତାଙ୍କ ବୟାନକୁ ନେଇ…

ପୁଣି ଡରାଇଲାଣି ଚୀନ୍: ଆବିଷ୍କାର କଲାଣି ନୂଆ କରୋନା ଭାଇରସ୍…

ନୂଆଦିଲ୍ଲୀ: ପୁଣି ଡରାଇଲାଣି ଚୀନ୍ । ଆଉ ଏକ କରୋନା ଭାଇରସକୁ ଠାବ କଲାଣି ଚୀନ । ଯାହା ପୁଣି ମଣିଷ ଜୀବନକୁ ବିପଦରେ ପକାଇପାରେ । ଯେବେ ଯେବେ ଚୀନର ଗବେଷକମାନେ କିଛି ନୂତନ ପରୀକ୍ଷା କରିଛନ୍ତି, ଏହାର ଫଳ ସବୁବେଳେ ବିଶ୍ବ ପାଇଁ ଧ୍ବଂସାତ୍ମକ ହୋଇଛି । ଯେମିତି କୋଭିଡ୍-୧୯ର ଉତ୍ପତ୍ତି ।…

୨୪ରୁ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ୨୫ରେ ଆଗତ ହେବ ସିଏଜି ରିପୋର୍ଟ

ନୂଆଦିଲ୍ଲୀ: ନୂଆ ସରକାର ଗଠନ ହେବାପରେ ଫେବୃଆରୀ ୨୪ରୁ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଅରବିନ୍ଦର ସିଂହ ଲଭଲି କାମଚଳା ବାଚସ୍ପତି ହେବେ ଏବଂ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ। ୨୭ ବର୍ଷ ପରେ ବିଜେପି ସରକାରଙ୍କ ଏହି ପ୍ରଥମ ଅଧିବେଶନ ତିନି ଦିନ ଅର୍ଥାତ…

ପଣ୍ଡ ହେଲା ମାଓ ଯୋଜନା, ବନ୍ଧୁକ କାରଖାନା ଠାବ କଲେ ସୁରକ୍ଷାକର୍ମୀ

ସୁକମା: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଠାବ ହେଲା ନକ୍ସଲଙ୍କ ବନ୍ଧୁକ ତିଆରି କାରଖାନା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ସିଆରପିଏଫ କୋବ୍ରା ଯବାନ ଓ ଡିଆରଜି ଯବାନଙ୍କ କୋମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ବନ୍ଧୁକ ଓ ବିସ୍ପୋରକ ତିଆରି କାରଖାନା ଠାବ ହୋଇଛି।…