Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲୁଣ ଦେବ ଚେହେରାରେ ଚମକ!

ଭୁବନେଶ୍ବର:ଦାଗହୀନ ଏବଂ ଉଜ୍ଜଳ ଚେହେରା କାହାକୁ ଅବା ପସନ୍ଦ ନୁହେଁ । ଆପଣ ଜାଣିଛନ୍ତି କି!  ରୋଷେଇଘରେ ଥିବା ଲୁଣକୁ ବ୍ୟବହାର କରି ଆପଣଙ୍କ ଚେହେରାରେ ଚମକ ଆଣିପାରିବେ । ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ .. - ଲୁଣ,ଅଲିଭ ତେଲ, ଲାଭେଣ୍ଡର୍ ତେଲକୁ ନେଇ ଗୋଟିଏ ମିଶ୍ରଣ…

ଆଜିଠାରୁ iPhone 16eର ପ୍ରି-ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଆପଣ ଆଜି ସନ୍ଧ୍ୟା ୬:୩୦ରୁ ଆପଲର ଲାଟେଷ୍ଟ ଆଇଫୋନ୍ 16e ମଡେଲ୍ ର ପ୍ରି-ବୁକ୍ କରିପାରିବେ । ଏହି ଫୋନର ଡେଲିଭରି ୨୮ ଫେବୃଆରୀରୁ ଆରମ୍ଭ ହେବ। iPhone16eକୁ ବ୍ଲାକ୍ ଏବଂ ହ୍ବାଇଟ୍ କଲର ଅପ୍ସନରେ ଲଞ୍ଚ କରାଯାଇଛି । iPhone 16e ଭାରତରେ ପ୍ରାରମ୍ଭିକ ମୂଲ୍ୟରେ ୫୯,୯୦୦…

ମାଣ୍ଡିଆରୁ ତିଆରି ହେବ ମଦ, ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର

ଭୁବନେଶ୍ଵର: ଏଣିକି ମାଣ୍ଡିଆରୁ ତିଆରି ହେବ ମଦ । ୨୦୨୫-୨୬ ଅବକାରୀ ପଲିସିକୁ ନେଇ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି କିଛି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ବୈଠକରେ ଭଲ ବ୍ରାଣ୍ଡର ବିଦେଶୀ ମଦ…

ଯୋଗୀଙ୍କୁ ଗାୟକ ବିଶାଲ ଦେଲେ ଖୋଲା ଚାଲେଞ୍ଜ; କହିଲେ, ମହାକୁମ୍ଭର ପାଣି ପିଇକି ଦେଖାନ୍ତୁ…

ମୁମ୍ବାଇ: ଗାୟକ ଏବଂ ସଂଗୀତଜ୍ଞ ବିଶାଲ ଦଦଲାନି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ବିଶାଲ ଦଦଲାନି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଥିଲେ, ଯେଉଁଥିରେ ସେ ମହାକୁମ୍ଭ ଜଳରେ ଥିବା ଜୀବାଣୁ…

ସାମ୍ନାକୁ ଆସିଲା ବଡ ସତ: ସମ୍ଭଲ ହିଂସାକାଣ୍ଡରେ ଦୁବାଇ ଲିଙ୍କ୍

ଭୁବନେଶ୍ବର: ୨୪ ନଭେମ୍ବର ୨୦୨୪, ଉତ୍ତରପ୍ରଦେଶ ସମ୍ଭଲରେ ଘଟିଥିବା ବଡ ହିଂସା ସମ୍ପର୍କରେ ଏକ ବଡ଼ ଖୁଲାସା ଏବେ ସାମ୍ନାକୁ ଆସିଛି । ଗତକାଲି ୟୁପି ପୋଲିସ ଏହି ହିଂସାକାଣ୍ଡ ନେଇ ଏକ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ପୋଲିସର କହିବା ଅନୁଯାୟୀ, ସମ୍ଭଲ ହିଂସାରେ ଦୁବାଇର…

କ’ଣ ପିନ୍ଧିବେ ତାଜିକିସ୍ତାନ ମହିଳା…ନିଷ୍ପତ୍ତି ନେବେ ସରକାର

ନୂଆଦିଲ୍ଲୀ: ମୁସଲିମ ବହୁଳ ତାଜିକିସ୍ତାନରେ ମହିଳାଙ୍କ ଜାତୀୟ ପୋଷାକ ଅପଡେଟ୍ କରାଯାଇଛି। ବୁଧବାର ପୋଷାକ ନେଇ ନୂଆ ଅପଡେଟ୍ ଆସିଥିବା ବେଳେ ଏନେଇ ଏକ ବହିରେ ପ୍ରକାଶ କରାଯିବ । ଫଳରେ ଘରେ ଓ ସାର୍ବଜନୀନ ସ୍ଥାନରେ କେଉଁ ପୋଷାକ ପିନ୍ଧିବେ, ସେନେଇ ଜାଣିପାରିବେ ମହିଳା । ମଧ୍ୟଏସୀୟ ଦେଶ…

ଆମେରିକା ପରେ ଭାରତରେ ଖୋଲିଲା ଗୁଗୁଲର ସବୁଠୁ ବଡ ଅଫିସ୍; ରହିଛି ଏହି ସବୁ ସୁବିଧା

ବେଙ୍ଗାଲୁରୁ: ପ୍ରସିଦ୍ଧ ଟେକ୍ କମ୍ପାନୀ ଗୁଗୁଲ୍ ଭାରତରେ ତାର ଏକ ନୂଆ ଅଫିସ୍ ଖୋଲିଛି । ଏହି ଅଫିସ୍ ବୁଧବାର ଦିନ ଉଦଘାଟନ କରାଯାଇଥିଲା । ଗୁଗୁଲ୍ ଏହି ଅଫିସର ନାମ 'ଅନନ୍ତା' ରଖିଛି । ଏହି ନୂଆ ଅଫିସ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଅବସ୍ଥିତ । ଆମେରିକା ପରେ ଗୁଗୁଲର ଏହା ପ୍ରଥମ…

କାହିଁକି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ଗଲେନି ନୀତିଶ ?

ନୂଆଦିଲ୍ଲୀ: ବିଜେପି ଖୁସିରେ କାହିଁକି ସାମିଲ ହେଲେନି ନୀତିଶ? ଦିଲ୍ଲୀରେ ଦୀର୍ଘ ୨୭ବର୍ଷ ପରେ କ୍ଷମତାକୁ ଫେରିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଏନଡିଏ ମେଣ୍ଟର ବହୁ ନେତା ଦିଲ୍ଲୀ ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ । ତେବେ ବିହାର…

‘ନିଜ କଥା ଚିନ୍ତାକର’: ଆତିଶୀଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ରେଖା

ନୂଆଦିଲ୍ଲୀ: ଦିଲ୍ଲୀରେ ସରକାରକୁ ଆସିବା ପରେ ଏବେ ଆକ୍ସନ ମୋଡରେ ରହିଛି ବିଜେପି । ଆସୁ ଆସୁ, ଦିଲ୍ଲୀ ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଉପରେ କାମ ଆରମ୍ଭ କରିଦେଇଛି । ଶପଥ ଗ୍ରହଣ ପରେ ପରେ ପ୍ରଥମ କ୍ୟାବିନେଟ ବୈଠକରେ ଦିଲ୍ଲୀରେ ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି । ଯମୁନା ନଦୀର ସଫେଇ…

୩ ମାସ ଦରମା ମିଳିନି: ମୂଲ ଲାଗିବା ପାଇଁ ଛୁଟି ଆବେଦନ କଲେ ଶିକ୍ଷକ

ବଲାଙ୍ଗୀର: ୩ ମାସ ହେଲା ଦରମା ମିଳିନି । ଅସୁବିଧାରେ ଦିନ କାଟୁଛନ୍ତି ସରକାରୀ ବିଦ୍ୟାଳୟର ଶିକ୍ଷକ । ଏଥିପାଇଁ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କୁ ଦରଖାସ୍ତ ଲେଖିଛନ୍ତି । ଛୁଟି  ଦେଲେ, ମୂଲ ଲାଗି ପରିବାର ପୋଷିବେ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏମିତି କିଛି ଏକ ଦୁର୍ଭାଗ୍ୟଜନକ…