Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବନ୍ତଳା ଥାନା ଅଞ୍ଚଳରେ ଗୁଳିକାଣ୍ଡ ଘଟଣା; ୫ଜଣଙ୍କୁ ଗିରଫ କଲା ପୋଲିସ

ଅନୁଗୁଳ: ବନ୍ତଳା ଥାନା ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଏହି ମାମଲରେ ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ପାଖରୁ ୨ଟି ପିସ୍ତଲ ସହ ୧୩ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ହୋଇଥିବା ପୋଲିସ…

ଓମାନରୁ ଫେରିଲେ ୪ ଜଣ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଓମାନରେ ଫସି ରହିଥିବା ଗଞ୍ଜାମ ଅଞ୍ଚଳର ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରିଆସିଛନ୍ତି । ସେମାନେ ଗୁରୁବାର ଭୋର ୪ ଟାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ୍ ଯୋଗେ ମସ୍କଟରୁ ମୁମ୍ୱାଇ ଆସିଥିଲେ ଏବଂ ଆଜି ମୁମ୍ୱାଇରୁ ଭୁବନେଶ୍ୱରରେ ପହଞ୍ଚି ଟ୍ରେନ ଯୋଗେ…

ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ…

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରୀ । ୨୫୦ କିଲୋମିଟର ଦୀର୍ଘ ଗୋପାଳପୁର-ରାୟଗଡା ନୂଆ ରେଳ ଲାଇନ ଓ ନୂଆପଡା-ଗୁଣୁପୁର-ଥେରୁବାଲି ରେଳ ଲାଇନର ଦୋହରୀକରଣ ପାଇଁ ଫାଇନାଲ ଲୋକେସନ ସର୍ଭେ ମଞ୍ଜୁର କରାଯାଇଛି…

ଓଡିଶା ପାଇଲା ୩ ସ୍ୱର୍ଣ୍ଣ ୧ ରୌପ୍ୟ

ଭୁବନେଶ୍ବର: ଚଣ୍ଡିଗଡ ଠାରେ ଖେଳାଯାଇଥିବା ସର୍ବ ଭାରତୀୟ ସିଭିଲ ସର୍ଭିସ ଆଥେଲେଟିକ୍ସ ଚାମ୍ପିୟନସିପରେ ଓଡିଶାର ଚମତ୍କାର ପ୍ରଦର୍ଶନ । ଫେବୃଆରୀ ୧୯ ରୁ ୨୧ ମଧ୍ୟରେ ଖେଳାଯାଇଥିବା ଆଥେଲେଟିକ୍ସ ଚାମ୍ପିୟନସିପରେ ଓଡ଼ିଶାକୁ ପ୍ରଯତ୍ନ ବରାଳ ଅଧିନାୟକତ୍ଵ କରିଥିଲେ । ମହିଳା ବର୍ଗରେ ଜୟନ୍ତୀ…

ମାନସରୋବର ଯାତ୍ରାକୁ ନେଇ ଚୀନ୍ ବିଦେଶମନ୍ତ୍ରୀଙ୍କ ସହ ଆଲୋଚନା କଲେ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ସେ ରାଜଧାନୀ ଜୋହାନ୍ସବର୍ଗରେ ଚାଲିଥିବା ଜି-୨୦ ବୈଠକ ସମୟରେ ଚୀନ୍ ବିଦେଶମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଏହି ସମୟରେ ଭାରତ ଏବଂ ଚୀନ୍ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ସୀମାନ୍ତ…

ଏସସିବିରେ ନବଜାତ ବଦଳ ଅଭିଯୋଗ; ଜୀବିତ ବଦଳରେ ମୃତ ଶିଶୁ ଦେଇଥିବା ଅଭିଯୋଗ

କଟକ: କଟକ ଏସସିବି ମେଡିକାଲରୁ ଆସିଛି ସାଙ୍ଘାତିକ ଅଭିଯୋଗ । ନବଜାତ ଶିଶୁ କନ୍ୟାକୁ କର୍ମଚାରୀମାନେ ବଦଳ କରି ଏକ ମୃତ ଶିଶୁକୁ ପିତାମାତାଙ୍କୁ ଧରାଇ ଦେଇଥିବା ଅଭିଯୋଗ ହୋଇଛି । ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଜନ୍ମିତ ସନ୍ତାନ ଏସଏନସିୟୁରେ ଚିକିତ୍ସାଧୀନବେଳେ ଏହି ବଦଳ ହୋଇଥିବା ନେଇ…

କିଟ୍ ନେପାଳ ଛାତ୍ରୀ ମୃତ୍ୟୁ ମାମଲା; ଉଚ୍ଚସ୍ତରୀୟ କମିଟିରେ ହାଜର ହେଲେ ଅଚ୍ୟୁତ ସାମନ୍ତ

କିଟ୍‌ କାଣ୍ଡ: କିଟ୍‌ ବିଶ୍ବ ବିଦ୍ୟାଳୟରେ ନେପାଳ ଛାତ୍ରୀ ମୃତ୍ୟୁ ମାମଲା । ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଅଚ୍ୟୁତଙ୍କୁ ଛାତ୍ରୀ ମୃତ୍ୟୁ ମାମଲାରେ ଚାଲିଛି ପଚରାଉଚରା । ହାଜର ହେବାକୁ ଗତକାଲି ସମନ କରିଥିଲା ଉଚ୍ଚଶିକ୍ଷା ବିଭାଗ । ସମସ୍ତ…

ଫେବୃଆରୀ ୨୪ରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍-କିସାନ ଟଙ୍କା: ମନ୍ତ୍ରୀ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିସାନ) ଅଧୀନରେ ଚାଷୀମାନଙ୍କୁ ୧୯ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେବୃଆରୀ ୨୪ରେ ଏହି କିସ୍ତି ପ୍ରଦାନ କରାଯିବ ବୋଲି ଶୁକ୍ରବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୃଷି…

କୁକୁଡା ନାଁରେ ମାମଲା !

କେରଳ: ଜଣେ ଗଭୀର ନିଦରେ ଶୋଇଥିବ, କିନ୍ତୁ ଭୋର ତିନିଟାରେ କୁକୁଡ଼ା ରାବରେ ଯଦି ନିଦଟା ଭାଙ୍ଗିଯିବ, ଏହାପରେ ଆଉ ସେ ବ୍ୟକ୍ତିକୁ ନିଦ ହେବ କି ? କେରଳର ପଥାନାମଥିଟ୍ଟା ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ପ୍ରତିଦିନ ଘଟୁଥିଲା। ପ୍ରତିଦିନ ସକାଳେ କୁକୁଡ଼ା ରାବ ଦ୍ୱାରା ତାଙ୍କର ନିଦ…

କନ୍ଧମାଳରେ ୧୦ ହଜାର ୮୫୨ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ଜଣେ ଗିରଫ

କନ୍ଧମାଳ: ଶୁକ୍ରବାର କନ୍ଧମାଳ ଜିଲ୍ଲା ପୋଲିସ ୫ଟି ଥାନା ଅଞ୍ଚଳରେ ଏକ କାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ପ୍ରାୟ ୧୦ ହଜାର ୮୫୨ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପ୍ରଥମ ଥର ପାଇଁ ପୋଲିସ ଏକ କାଳୀନ ବିପୁଳ ପରିମାଣର…