Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏବେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହେବ PhonePe, ଆଇପିଓ ଆଣିବା ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଯଦିଓ ଦେଶର ଷ୍ଟକ୍ ବଜାରରେ ବର୍ତ୍ତମାନ ଉତ୍ଥାନ-ପତନ ଦେଖାଯାଉଛି, ତଥାପି ଭାରତୀୟ ଷ୍ଟକ୍ ବଜାର ପ୍ରତି କମ୍ପାନୀ ଏବଂ ନିବେଶକଙ୍କ ବିଶ୍ୱାସ ଅକ୍ଷୁର୍ଣ୍ଣ ରହିଛି। ଏହି କାରଣରୁ ଏବେ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଫୋନ୍‌ପେ (PhonePe) ଏହାର ଆଇପିଏ (IPO) ଆଣିବାକୁ ପ୍ରସ୍ତୁତି…

ଗାଙ୍ଗୁଲିଙ୍କ ବାୟୋପିକ୍: ମୁଖ୍ୟ ଭୂମିକା ପାଇଁ ଏହି ଅଭିନେତାଙ୍କୁ ଅଫର୍, ସ୍ପଷ୍ଟ କଲେ ଦାଦା

ମୁମ୍ବଇ: ଭାରତୀୟ କ୍ରିକେଟ ଦଳର ସର୍ବଶ୍ରେଷ୍ଠ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ସୌରଭ ଗାଙ୍ଗୁଲି। ଦାଦା’ ନାମରେ ପରିଚିତ ଏହି ଭାରତୀୟ କ୍ରିକେଟରଙ୍କ ରେକର୍ଡ଼ ବିଷୟରେ ସମସ୍ତେ ଅବଗତ। ଏବେ ତାଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଗାଙ୍ଗୁଲିଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ର…

SOULଲିଡରସିପ୍ କନକ୍ଲେଭ କଣ? ଭୁଟାନ୍ ପିଏମ୍ ଭାଗ ନେଇ କହିଲେ ‘ମୋଦି ମୋ ମେଣ୍ଟର’

ନୂଆଦିଲ୍ଲୀ: ଭୁଟାନର ପ୍ରଧାନମନ୍ତ୍ରୀ ତଶେରିଙ୍ଗ ଟାବଗେ ଗୁରୁବାର (୨୧ ଫେବୃଆରୀ) ଭାରତର ରାଜଧାନୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗରିଟା ତାଙ୍କୁ ସ୍ୱାଗତ କରିଛନ୍ତି। ଭାରତ ମଣ୍ଡପମରେ SOUL (ସ୍କୁଲ ଅଫ୍ ଅଲଟିମେଟ୍)ଲିଡରସିପ୍ କନକ୍ଲେଭ…

ଲଞ୍ଚ ହେଲା ଭାରତର ପ୍ରଥମ ସୋଲାର ସାଉଣ୍ଡବକ୍ସ

ନୂଆଦିଲ୍ଲୀ: ପେଟିଏମ ଭାରତର ପ୍ରଥମ ସୋଲାର ସାଉଣ୍ଡବକ୍ସ ଲଞ୍ଚ କରିଛି । ଏହାଦ୍ବାରା ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କ ପାଇଁ ବେଶ ଲାଭଦାୟକ ହେବ । ଏହା ସ୍ବଳ୍ପ ସୂର୍ଯ୍ୟକିରଣରେ ଫୁଲ୍‌ ଚାର୍ଜ ହେଉଥିବାବେଳେ ପୂରା ଦିନ ଚାଲିଥାଏ । କମ୍ପାନୀ କହିଛି ଯେ, ଏହି ଡିଭାଇସକୁ ଶୀଘ୍ର…

ବିଧାନସଭାରେ ମାହାଙ୍ଗା ଝଡ, ଅରୁଣ-ସାରଦାଙ୍କ ଭିତରେ କଥା କଟାକଟି

ଭୁବନେଶ୍ଵର: ସରକାରଙ୍କୁ ମହଙ୍ଗା ପଡିଲାଣି ମାହାଙ୍ଗା ପ୍ରସଙ୍ଗ । ବିଧାନସଭାରେ କଥା କଟାକଟି ହେଲେ ଶାସକ ଓ ବିରୋଧି ଗୋଷ୍ଠୀ । ମାହାଙ୍ଗାକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଅରୁଣ ଆଉ ସାରଦା । ବିଧାନସଭା ଶୂନ୍ୟକାଳରେ ଉଠିଲା ମାହାଙ୍ଗା ପ୍ରସଙ୍ଗ । ମୁହାଁମୁହିଁ ହୋଇଛନ୍ତି ଅରୁଣ ଏବଂ…

‘ଭଗବାନ ଚାହିଁଲେ ବି ବଦଳାଇ ପାରିବେନି ବେଙ୍ଗାଲୁରୁ ସ୍ଥିତି’- କହିଦେଲେ ଶିବ୍ କୁମାର

ବେଙ୍ଗାଲୁରୁ: ଦିନକୁ ଦିନ ଅତିଷ୍ଟ ହେବାରେ ଲାଗିଛି ବେଙ୍ଗାଲୁରୁ ଟ୍ରାଫିକ ସମସ୍ୟା । ଯାହାକୁ ନେଇ ଲୋକ ହନ୍ତସନ୍ତ ହେଉଥିବା ବେଳେ ଏହାକୁ ନେଇ ଏବେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ଏକ ଅଭିଭାଷଣରେ କହୁ କହୁ ଶିବ କୁମାର…

ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବର୍ଷିଲେ ଗଣେଶ୍ବର: କହିଲେ, ‘ହେ ସୌଦାଗର, ତୋ ବାକ୍ୟ ତୁ ରକ୍ଷା କର’

ଭୁବନେଶ୍ବର: ଆଜି ଗୃହରେ ସ୍ପୁଲ ବନ୍ଦ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସରକାର ପ୍ରତିଶ୍ରୁତି ଦେଉଛନ୍ତି ହେଲେ ପରେ ଏହାକୁ କାର୍ଯ୍ୟକାରୀ କରିବାରେ କୁଣ୍ଠା ପ୍ରକାଶ କରୁଛନ୍ତି । ଏହାକୁ ନେଇ ଗଣେଶ୍ବର କହିଛନ୍ତି, ନିର୍ବାଚନ ପୂର୍ବରୁ ବିଜେପି…

ଆୟୁଷ ବୃଦ୍ଧି କରିବାରେ ସହାୟକ ହୁଏ ଶିଳାଜିତ, ଜାଣନ୍ତୁ ଏହା ପଛରେ ସତ୍ୟତା..

ଆୟୁର୍ବେଦରେ ଶିଳାଜିତକୁ ଏକ ଚମତ୍କାର ଔଷଧ ଭାବରେ ବିବେଚନା କରାଯାଏ। ଯାହା ଶରୀରକୁ ଶକ୍ତି ଯୋଗାଇବା ଏବଂ ଦୀର୍ଘାୟୁ ପାଇବା ପାଇଁ ହଜାର ହଜାର ବର୍ଷ ଧରି ବ୍ୟବହୃତ ହୋଇଆସୁଛି। ଏହା ଏକ ପ୍ରାକୃତିକ ରେଜିନସ୍ ପଦାର୍ଥ, ଯାହା ହିମାଳୟ, କାକେସସ୍, ତିବ୍ଦତ ଏବଂ ଅନ୍ୟାନ୍ୟ ପାର୍ବତ୍ୟ ଅଞ୍ଚଳର…

ଖୁବଶୀଘ୍ର ରେଳବାଇ ଲଞ୍ଚ କରିବ ‘ସ୍ୱରେଲ୍ ସୁପର୍ ଆପ୍’, ଜାଣନ୍ତୁ କ’ଣ ରହିଚି ବିଶେଷତ୍ବ

ନୂଆଦିଲ୍ଲୀ: ବର୍ତ୍ତମାନ ଯାତ୍ରୀଙ୍କ ଯାତ୍ରା ସମ୍ବନ୍ଧୀୟ ସମସ୍ୟାର ସମାଧାନ ସହ ଉତ୍ତମ ସୁବିଧା ଯୋଗାଇବା ପାଇଁ ଭାରତୀୟ ରେଳବାଇ ଅନେକ ଗୁଡିଏ ନୂଆ ନୂଆ ଆପ୍ ଲଞ୍ଚ କରୁଛି । କରିଥାଏ । ଏହି ପରିପ୍ରେକ୍ଷୀରେ, ରେଳବାଇ 'ସ୍ୱରେଲ୍ ସୁପର୍ ଆପ୍' ନାମକ ଏକ ଆପ୍ଲିକେସନ୍ ଲଞ୍ଚ କରିଛି, ଯାହା ଏକ…

ଏସଏଚଜି ମହିଳାଙ୍କ ପାଇଁ ଖୁସି ଖବର: କାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

ଭୁବନେଶ୍ବର: କାଲିଠୁ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା ୨୦୨୫ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପ୍ରଥମ ଥର ପାଇଁ ସରକାର ଏଭଳି କିଛି ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ଆସନ୍ତାକାଲି ଠାରୁ ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଆରମ୍ଭ ହୋଇ ଆସନ୍ତା…