Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଧାନସଭାରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ, ମିଳିପାରେ ଜାତୀୟ ମାନ୍ୟତା!

ଭୁବନେଶ୍ଵର: ବିଧାନସଭା ବଜେଟ ଅଧିବେଶନର ପ୍ରଶ୍ନକାଳରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ। କଟକର ଐତିହାସିକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବାକୁ ୟୁନେସ୍କୋ ସହ ରାଜ୍ୟ ସରକାର ଯୋଗାଯୋଗରେ ଥିବା ନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବାଙ୍କୀ ବିଧାୟକ…

ଚର୍ଚ୍ଚାରେ ରାହୁଲଙ୍କ ‘ଡବଲ ଇଞ୍ଜିନ୍’ ଥିଓରୀ: କହିଲେ, ‘ଜଣେ ନୁହେଁ..ଦୁଇ ଜଣ ସାଂସଦ’

ନୂଆଦିଲ୍ଲୀ: ଏବେ ଦେଶରେ ଡବଲ ଇଞ୍ଜିନର ହାଓ୍ବା ଚାଲିଛି । ଯେକୌଣସି ବି ନିର୍ବାଚନ ହେଉ, ବିଜେପି ଡବଲ ଇଞ୍ଜିନ୍ ନାରା ଦେଇଥାଏ । ଏହି ନିକଟରେ ଦିଲ୍ଲୀରେ ବି ଡବଲ ଇଞ୍ଜିନ୍ ଚାଲୁ ହୋଇଛି । ତେବେ ଡବଲ ଇଞ୍ଜିନ୍ କଥା ଆସିଲେ ସାଧାରଣତଃ ବିଜେପି ସରକାରଙ୍କ କଥା ହିଁ ଉଠେ । କିନ୍ତୁ ଏବେ…

ଅଧାରେ ରହିଗଲା ସ୍ୱପ୍ନ: ମାଟ୍ରିକ୍ ପରୀକ୍ଷା ଦେବା ପୂର୍ବରୁ ଟଳି ପଡ଼ିଲେ ଛାତ୍ର

ସୋର: ଅଧା ରହିଗଲା ମାଟ୍ରିକ ପରୀକ୍ଷା। ପରୀକ୍ଷା ଦେବା ପୂର୍ବରୁ ଟଳି ପଡ଼ିଲେ ଛାତ୍ର। ବାହାନଗା ବ୍ଲକ ବରିପଦା ଗାଁରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୃତ୍ୟୁ। ହଠାତ୍ ପେଟ କାଟିବାରୁ ଅସୁସ୍ଥ ହୋଇ ତଳେ ପଡ଼ିଗଲେ ଛାତ୍ର। ସୋର ମେଡିକାଲରେ ଛାତ୍ରକୁ ମୃତ ଘୋଷଣା କଲେ ଡାକ୍ତର। ସୂଚନା ଅନୁସାରେ…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ନାଳକୁ ଓଲଟିଲା ବୋଲେରୋ

କେନ୍ଦ୍ରାପଡ଼ା: ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ। ନାଳକୁ ଓଲଟିଲା ବୋଲେରୋ। ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ଦୁର୍ଘଟଣା ଘଟିଛି। ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟିଲା ବୋଲେରୋ। ଏହି ଦୁର୍ଘଟଣାରେ ଜଣେ ଛାତ୍ରୀ ଗୁରୁତର ଏବଂ ଆଉ କିଛି ଛାତ୍ର…

ପିସିସି ସଭାପତି ଭାବେ ଦାୟିତ୍ବ ନେବେ ଭକ୍ତଚରଣ ଦାସ, ସରିଲା ୩ ଦିନିଆ ସଂକଳ୍ପ ଯାତ୍ରା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ନୂଆ ମୁଖିଆ ଭାବେ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେବେ ଭକ୍ତଚରଣ ଦାସ। କଂଗ୍ରେସ କାର୍ୟ୍ୟାଳୟ ଆସି ଦାୟିତ୍ବ ଗ୍ରହଣ କରିବେ। ଖଡଗେ ଭକ୍ତ ଚରଣଙ୍କ ନାମରେ ମୋହର ମାରିଛନ୍ତି। ଗୁରୁବାର କଂଗ୍ରେସ ସଭାପତିଙ୍କ ୩ ଦିନିଆ ସଂକଳ୍ପ ପଦଯାତ୍ରା ଶେଷ ହୋଇଛି। ଭୁବନେଶ୍ବରରୁ…

ମହାପ୍ରଭୁୁ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ‘ଅମୃତ ଅନ୍ନ’

ପୁରୀ: ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ। ଗୁରୁବାର ମଧ୍ୟାହ୍ନ ଧୂପରେ ଭୋଗ ଲାଗିଲା ଅମୃତ ଅନ୍ନ। ସୁଆର ମହାସୁଆର ନିଯୋଗ ପାଞ୍ଚ ପ୍ରକାର ଜୈବିକ ଚାଉଳ ପାଇବା ପରେ ପ୍ରସ୍ତୁତ ହୋଇଥିଲା ଅମୃତ ଅନ୍ନ। ଝିଲି, ଗୋବିନ୍ଦ ଭୋଗ, କଳାଜିରା, ପଦ୍ମକେଶରୀ, ୧୦୧୪…

ଏଭଳି ଇଣ୍ଟେରିୟର ବଦଳାନ୍ତୁ ଛୋଟ ଘର ଦିଶିବ ବଡ !

ଭୁବନେଶ୍ବର:ବଡ ଘର ପ୍ରାୟ ସମସ୍ତଙ୍କ ପସନ୍ଦ । କିନ୍ତୁ ଅର୍ଥର ଅଭାବ ହେଉ ଅବା ଜାଗାର ଅଭାବ ଯୋଗୁଁ ଏହି ଇଚ୍ଛା ପୂରା ହୋଇପାରେ ନାହିଁ । ଜାଣି ରଖନ୍ତୁ ଜଣେ ବ୍ୟକ୍ତି ଘରର ଇଣ୍ଟେରିୟରକୁ ବଦଳାଇ ଘରକୁ ସ୍ପେସିଅସ୍‌ ଲୁକ୍‌ ଦେଇପାରିବେ । ଯାହା ଦ୍ବାରା ଛୋଟ ଘର ବଡ ଦିଶିବ । -ସବୁ ରୁମ୍‌ରେ…

ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

କୋଲକାତା: ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ। କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ସୌରଭ ଗାଙ୍ଗୁଲି। ଏକ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିଲେ। ଏହି…

ନିଖୋଜ ନାବାଳିକାକୁ ଖୋଜୁଥିଲା ପୋଲିସ, ଧରାପଡିଲା ଦେହ ବ୍ୟବସାୟୀ ଗ୍ୟାଙ୍ଗ

ପୁରୀ: ତାଳବଣିଆ ପୋଲିସକୁ ବଡ଼ ସଫଳତା। ନିଖୋଜ ନାବାଳିକାକୁ ଖୋଜୁ ଖୋଜୁ ଧରାପଡିଲା ଦେହ ବ୍ୟବସାୟ ଗ୍ୟାଙ୍ଗ। କିଙ୍ଗପିନ ରଞ୍ଜୁଲତା ଦାସଙ୍କ ସମେତ ୧୨ ଜଣଙ୍କୁ ଗିରଫ କଲା ପୋଲିସ। ଜୋରଜବରଦସ୍ତ ସେକ୍ସ ରାକେଟ ଚଳାଉଥିଲା ରଞ୍ଜୁଲତା । ଧରମ ମାଆ ସାଜି ଦୁଇ ନାବାଳିକାଙ୍କ ସହ ତାଙ୍କ ମାଆଙ୍କୁ…

ବିଜୁଳି ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ପଶ୍ଚିମାଝଡ ସହ ଟ୍ରପ୍‌ଲାଇନ ସକ୍ରିୟ ରହିଛି। ଏହାର ପ୍ରଭାବରେ ଫେବୃଆରୀ ୨୦ରୁ ୨୩ ତାରିଖ ଅର୍ଥାତ୍‌ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅର୍ଦ୍ଧାଧିକ ଜିଲ୍ଲାରେ ଜାରି ରହିଛି ବର୍ଷା। ବିଜୁଳି…