Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ ବ୍ଲକ୍ ହୋଇନଥିବା ଆପ୍‌ ଉପରେ ଭାରତ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଭାରତ ସରକାର ଗୁଗୁଲ୍ ପ୍ଲେ ଷ୍ଟୋରକୁ ୧୧୯ଟି ବିଦେଶୀ ଆପ୍ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଭିଡିଓ ଏବଂ ଭଏସ୍ ଚାଟ୍ ଆପ୍ ଥିବା ବେଳେ ଚୀନ୍ ଏବଂ ହଂକଂ ସହିତ ଲିଙ୍କ୍ ରହିଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଆଇଟି…

ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମିଳିଛି ହତ୍ୟା ଧମକ। ଗୋରେଗାଓଁ ପୋଲିସକୁ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଇମେଲ୍ ମାଧ୍ୟମରେ ଏହି ହତ୍ୟା ଧମକ ଆସିଛି। ଏଥିରେ ଏକନାଥ ସିନ୍ଦେଙ୍କ କାରକୁ ବୋମାରେ ଉଡ଼ାଇ ଦେବାର ଧମକ ଦିଆଯାଇଛି। ମନ୍ତ୍ରଣାଳୟ ଏବଂ ଜେଜେ ମାର୍ଗ…

ଚେହେରାର ଫ୍ୟାଟ୍ କମ୍ କରିବାକୁ କରନ୍ତୁ ଏହି ବ୍ୟାୟମ..

ଭୁବନେଶ୍ବର: ଚେହେରାରେ ଅଧିକ ଫ୍ୟାଟ ଥିଲେ ଫେସ୍ ବଡ ଲାଗେ । ଖାସ୍ କରି ଝିଅମାନେ ସ୍ଲିମ ଚେହେରା ପସନ୍ଦ କରନ୍ତି । ତେବେ ବ୍ୟାୟମ ଦ୍ବାରା ଚେହେରାର ଫ୍ୟାଟ କମ୍ ହୋଇଥାଏ । ଏହି ସହଜ ଓ ସରଳ ବ୍ୟାୟମ ବିଷୟରେ ଜାଣିବା.. -ଗାଲକୁ ଭିତରକୁ ଟାଣିକି ଦାନ୍ତ ତଳକୁ ଦବାନ୍ତୁ। ୧୦ ସେକେଣ୍ଡ ଏହି…

ଦେବଗଡ ଓ କେନ୍ଦୁଝର ଜିଲ୍ଲାରେ ସୁନାଖଣି ଠାବ

ଭୁବନେଶ୍ଵର: ରାଜ୍ୟର ୨ଟି ଜିଲ୍ଲାରୁ ଠାବ ହୋଇଛି ସୁନା ଖଣି । ବିଧାନସଭା ପ୍ରଶ୍ନ କାଳରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ ବୟାନ । ରାଜ୍ୟର ଦେବଗଡ ଓ କେନ୍ଦୁଝର ଜିଲ୍ଲାରୁ ଠାବ ହୋଇଛି ସୁନା ଖଣି । ରାଜ୍ୟରେ ସନ୍ଧାନ ମିଳିଥିବା ନୂଆ ସୁନାଖଣିର ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆଗଲାଣି କି…

ଦୁର୍ଘଟଣା: ୮ ମାସରେ ଗଲାଣି ୩ ହଜାରରୁ ଅଧିକ ଜୀବନ

ଭୁବନେଶ୍ବର: ଦୁର୍ଘଟଣାରେ ଗତ ୮ ମାସ ମଧ୍ୟରେ ୩୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଥିବା ବେଳେ ଏବେ ଏହାକୁ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ରାଜ୍ୟର ଦୁର୍ଘଟଣାଜନିତ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ବିଧାୟକ…

ପୁଣି ବଢିଲା ସୁନା ଦର: ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦାମ୍…

ଭୁବନେଶ୍ବର: ପୁଣି ସାମାନ୍ୟ ବଢିଲା ସୁନା ଦର । ବିବାହ ଋତୁରେ ଏବେ ସୁନା ଦର ଚିନ୍ତା ବଢାଇଥିବା ବେଳେ ଲୋକଙ୍କ ଚାହିଦା ଦେଖି ଆହୁରି ବୃଦ୍ଧି ହେବାରେ ଲାଗିଛି ସୁନା ଦର । ସୁନା ଦର ୮୦ ଡେଇଁଛି । କୁହାଯାଉଥିଲା, ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ । ଚଳିତ ଆର୍ଥିକ ବର୍ଷର…

ପୂର୍ବ ସରକାରଙ୍କୁ ଟାର୍ଗେଟ, ୫-ଟି ପୋଲ୍‌ ଖୋଲିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେସନର ପ୍ରଶ୍ନ କାଳରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ରାଜସ୍ୱ ମନ୍ତ୍ରୀ। ପୂର୍ବ ସରକାରରେ ଥିବା ୫-ଟି ର ପୋଲ୍‌ ଖୋଲିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ସୁରେଶ ପୂଜାରୀ କଲେ ଟାର୍ଗେଟ। ମନ୍ତ୍ରୀ କହିଲେ, ବିଗତ…

ନିର୍ମାଣ ହେବ ଆହୁରି ୫୦୦ ବାତ୍ୟା ଆଶ୍ରୟସ୍ଥଳୀ

ଭୁବନେଶ୍ବର: ରାଜ୍ୟରେ ଆଉ ୫୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ଯେଉଁସବୁ ବହୁମୁଖୀ ଆଶ୍ରୟ ସ୍ଥଳୀ ରହିଛି ସେଗୁଡିକର ମରାମତି ମଧ୍ୟ କରାଯିବ । ଏନେଇ ଆଜି ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କିଛି ଏପରି ଉତ୍ତର ରଖିଛନ୍ତି । ଏନେଇ ରାଜସ୍ବ…

ରାଜ୍ୟରେ ନିର୍ମାଣ ହେବ ୩୧ଟି ବୃହତ୍ ଜଳ ପ୍ରକଳ୍ପ, ୨୭ଟି ବ୍ୟାରେଜ୍

ଭୁବନେଶ୍ଵର: ବିଧାନସଭା ବଜେଟ ଅଧିବେସନର ପ୍ରଶ୍ନ କାଳରେ ବଡ ଘୋଷଣା କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମାହାଲିଙ୍ଗ । ରାଜ୍ୟରେ ନିର୍ମାଣ ହେବ ୨୭ଟି ବ୍ୟାରେଜ ଓ ୭୨ଟି ଜଳାଶୟ । ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ବ୍ୟାରେଜ ଓ ଜଳାଶୟ ପାଇଁ ୫୧ ହଜାର କୋଟି ବ୍ୟୟବରାଦ ହୋଇଥିବା…

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଜଣଙ୍କୁ କଲେ ହତ୍ୟା

ବିଜାପୁର: ପୁଣି ମାଓବାଦୀଙ୍କ ବର୍ବରତା। ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ୨ ଜଣଙ୍କୁ ହତ୍ୟା କଲେ ଲାଲବାହିନୀ। ଜଣେ ଶିକ୍ଷକଙ୍କ ସମେତ ୨ ଜଣଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ଏଥିସହିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ। ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ…