Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଜଣଙ୍କୁ କଲେ ହତ୍ୟା

ବିଜାପୁର: ପୁଣି ମାଓବାଦୀଙ୍କ ବର୍ବରତା। ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ୨ ଜଣଙ୍କୁ ହତ୍ୟା କଲେ ଲାଲବାହିନୀ। ଜଣେ ଶିକ୍ଷକଙ୍କ ସମେତ ୨ ଜଣଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ଏଥିସହିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ। ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ…

ଦିନେ ବିଧାନସଭାରୁ ତଡା ଖାଇଥିଲେ, ଆଉ ଆଜି ବାଚସ୍ପତି ଚୌକି ସମ୍ଭାଳିବେ ବିଜେନ୍ଦର

ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷର ଅପେକ୍ଷା ପରେ ପୁଣି ଦିଲ୍ଲୀ କ୍ଷମତା ନଜ ହାତକୁ ନେଇଛି ବିଜେପି । ଆଜିଠୁ ଦିଲ୍ଲୀରେ ପୁଣି ବିଜେପି ସରକାର ଗଠନ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେଇଥିବା ବେଳେ ତାଙ୍କ ସହ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।  ଏଥିସହିତ…

ବିଧାନସଭାରେ ମହାନଦୀ ଝଡ, ପୂର୍ବ ସରକାରଙ୍କୁ ମନ୍ତ୍ରୀଙ୍କ ତେରଛା ବାଣ

ଭୁବନେଶ୍ଵର: ବିଧାନସଭାରେ ମହାନଦୀ ଝଡ । ସୁରୁଖୁରୁରେ ବିଧାନସଭା ପ୍ରସ୍ନ କାଳ ଚାଲିଥିବା ବେଳେ ମହାନଦୀ ପ୍ରସଙ୍ଗରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ଶାସକ ଦଳର ବିଧାୟକ । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ସଂସଦୀୟ ବ୍ୟାପାର…

ଆରମ୍ଭ ହେଲା ରେଖା ଶାସନ: ଶପଥ ନେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକସେନା । ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ।…

ଶପଥ ପୂର୍ବରୁ ଚେତାବନୀ, କହିଲେ ‘ଜନତାଙ୍କ ଗୋଟି ଗୋଟି ଟଙ୍କାର ହିସାବ ଦେବେ ପୂର୍ବ ସରକାର’

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସିଂହାସନରେ ବସିବାକୁ ଯାଉଛନ୍ତି ଜଣେ ମହିଳା ମୁଖ୍ୟମନ୍ତ୍ରୀ । ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଓ ଆତିଶି ମାର୍ଲେନାଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା । ତେବେ ସିଂହାସନ ଆରୋହଣ କରିବା ପୂର୍ବରୁ ବଡ ଚେତାବନୀ ଦେଇଛନ୍ତି ନୂତନ…

କୋଟି କୋଟି ସମ୍ପତ୍ତିର ମାଲିକାଣୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ: ଏଣିକି ଦିଲ୍ଲୀରେ ଚାଲିବ ରେଖା ରାଜ୍ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ଉପରେ ମୋହର ଲଗାଇଛି ବିଜେପି । ଗତକାଲି ବସିଥିବା ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁ ଘୋଷଣା କରାଯାଇଛି । ଶାଲୀମାର ବାଗ ବିଧାନସଭା ସିଟରୁ ପ୍ରଥମ ଥର…

ଜଳିଗଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ

ଯାଜପୁର: ଜଳିଗଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ। ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଏହି ଅଘଟଣ ଘଟିଛି। ବାହାଘର ପ୍ରୋସେସନ୍ ବେଳେ ବାଣ ନିଆଁ ପଡ଼ି ଜଗନ୍ନାଥଙ୍କ ରଥରେ ଲାଗିଲା ନିଆଁ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ସୂଚନା ମୁତାବକ ବହୁ ପୁରାତନ ସୁକିନ୍ଦା ଗଡ଼ ଜଗନ୍ନାଥ…

ମାଟ୍ରିକ୍ ପରୀକ୍ଷା ପାଇଁ ଚାଲିଛି ଲାଇଭ୍ ଷ୍ଟ୍ରିମିଂର ଡ୍ରାଏ ରନ୍

ଭୁବନେଶ୍ୱର: ରାତି ପାହିଲେ ମାଟ୍ରିକ୍ ପରୀକ୍ଷା। ଆଜି ଲାଇଭ୍ ଷ୍ଟ୍ରିମିଂର ଡ୍ରାଏ ରନ୍ । ଶେଷ ପର୍ଯ୍ୟାୟରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି, ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର। ନୋଡାଲ ସେଣ୍ଟର୍ ଓ ସମ୍ବେଦନଶୀଳ କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା। ଆଜି ହେବ ଡ୍ରାଏ ରନ୍। ମାଟ୍ରିକ…

ବୃଦ୍ଧ ଦମ୍ପତି ହତ୍ୟା ଘଟଣା, ୨ ଦିନିଆ ରିମାଣ୍ଡରେ ଆସିବ ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ବେଲେଶ୍ବର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣାର ଜୋରଦାର ଚାଲିଛି ତନାଘନା। ଆଜିଠୁ ରିମାଣ୍ଡରେ ଆସିବ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ। ୨ ଦିନିଆ ରିମାଣ୍ଡ ପାଇଁ କମିଶନରେଟ ପୋଲିସକୁ ଅନୁମତି ଦେଇଛନ୍ତି କୋର୍ଟ। ଜେଏମଏଫସି କୋର୍ଟ ୫ଦିନିଆ ରିମାଣ୍ଡ ଆବେଦନ କରିଥିଲା କମିଶନରେଟ…