Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଘୂର୍ଣ୍ଣିବଳୟ ଓ ପଶ୍ଚିମା ଝଡ଼ ପ୍ରଭାବ, ଆଜିଠୁ ୪ଦିନ ବର୍ଷିବ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା। ୧୯ ତାରିଖରୁ ୨୧ ତାରିଖ ଯାଏଁ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ୨୦ ତାରିଖରୁ ଉତ୍ତର ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ଓ…

ଆଇଏଏସ୍ ବିଷ୍ଣୁପଦଙ୍କ ଘରୁ ବାହାରିଲା ସିବିଆଇ, ୧୬ ଘଣ୍ଟା ଧରି ଚାଲିଥିଲା ରେଡ଼

ଭୁବନେଶ୍ୱର: ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲାରେ ପୁଣି ଜୋର ଧରିଲା ତଦନ୍ତ। ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମାରାଥନ ଜେରା ଚାଲିଥିଲା। ୧୬ ଘଣ୍ଟା ଧରି ଘାଣ୍ଟିଛି ସିବିଆଇ। ଗତକାଲି ସକାଳଠାରୁ ରାତି ୧୧ଟା ପର୍ଯ୍ୟନ୍ତ ଯାଞ୍ଚ କରୁଥିଲା ସିବିଆଇ। ନୂଆଦିଲ୍ଲୀରୁ ଆସିଥିବା…

ଘରେ ଅବା ବାଡିରେ ଗୁଣ୍ଡୁଚିମୂଷା ଦେଖିବା ଶୁଭ ନା ଅଶୁଭ?

ଭୁବନେଶ୍ବର: ଘରର ଅଗଣାରେ ଅବା ବାଡିରେ ଆପଣ ଗୁଣ୍ଡୁଚି ମୂଷା ବେଳେବେଳେ ଦେଖୁଥିବେ ।  ତେବେ ଜାଣିଛନ୍ତି ଧାର୍ମିକ ଦୃଷ୍ଟିକୋଣରୁ ଗୁଣ୍ଡୁଚି ମୂଷା ବହୁତ ଶୁଭ। ଗୁଣ୍ଡୁଚି ମୂଷା ଦେଖିବା କିମ୍ବା ଛୁଇଁବା ବ୍ୟକ୍ତି ପାଇଁ ସୌଭାଗ୍ୟ ଆଣିଥାଏ । ତେବେ ଜ୍ୟୋତିଷଙ୍କ ମତରେ ଗୁଣ୍ଡୁଚି ମୂଷା ଦେବୀ…

ମହାଶିବରାତ୍ରୀରେ ଏହି ଜିନିଷ କରନ୍ତୁ ଦାନ; ଦୂର ହେବ ଆର୍ଥିକ ସଙ୍କଟ

ଭୁବନେଶ୍ବର: ଚଳିତବର୍ଷ ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର)ରେ ପାଳନ କରାଯିବ। ଫାଲଗୁନ୍‌ ମାସରେ ପଡୁଥିବା ଶିବରାତ୍ରି ସବୁଠାରୁ ସ୍ବତନ୍ତ୍ର ଅଟେ। କାରଣ ଏହି ଶିବରାତ୍ରିକୁ ମହାଶିବରାତ୍ରି କୁହାଯାଏ । ଏହି ଦିନ ବ୍ରତ ଓ ଦାନର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ବ୍ରତ କଲେ ଭୋଳାବାବା…

କିଟ୍ ରେ ଛାତ୍ରୀ ମୃତ୍ୟୁ ଘଟଣା: ଗିରଫ ହଉ ହଉ ମିଳିଗଲା ଜାମିନ

ଭୁବନେଶ୍ୱର: କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ କରାଯାଇଥିବା ୫ଜଣ ଦୋଷୀଙ୍କୁ ଜାମିନ ମିଳିଛି । ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀଙ୍କୁ ଭୁବନେଶ୍ବର ଜେଏମ୍‌ଏଫ୍‌ସି-୨ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ…

ଖୁବଶିଘ୍ର ଲାଗୁ ହେବ ଶିଶୁ ବାଲ ବାଟିକା ୩

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରେ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଖୋଲାଯିବ ଶିଶୁ ବାଲ ବାଟିକା ୩ । ସୋମବାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟରେ ଏନେଇ ଘୋଷଣା କରିଥିବା ବେଳେ, ମଙ୍ଗଳବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ…

ମାସାଚୁସେଟ୍ସର ଗଭର୍ଣ୍ଣରଙ୍କ ଦ୍ୱାରା ସମ୍ମାନିତ ହେଲେ ନୀତା ଅମ୍ବାନୀ

ଡେସ୍କ: ଜଣେ ଦୂରଦର୍ଶୀ ନେତ୍ରୀ, ସମାଜସେବୀ ଏବଂ ପ୍ରକୃତ ବିଶ୍ୱ ପରିବର୍ତ୍ତନକାରୀ ଭାବରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଆମେରିକାର ମାସାଚୁସେଟ୍ସର ଗଭର୍ଣ୍ଣର ମୌରା ହେଲି ସମ୍ମାନଜନକ ଗଭର୍ଣ୍ଣର ପ୍ରଶଂସାପତ୍ରରେ ସମ୍ମାନିତ କରିଛନ୍ତି । ଏହି…

ଏହିପରି ବ୍ୟବହାର କଲେ ଶୀଘ୍ର ସରିବନି ଲାପଟପ୍ ବ୍ୟାଟେରୀ ..!

ଭୁବନେଶ୍ବର: ନୂଆ ଲାପଟପ୍ ବହୁତ ଭଲ କାମ କରେ । ନୂତନ ଅବସ୍ଥାରେ, ଆମେ ଏଥିରୁ ବହୁତ ଭଲ ବ୍ୟାଟେରୀ ବ୍ୟାକଅପ୍ ପାଇଥାଉ, କିନ୍ତୁ ଏହା ପୁରୁଣା ହେଲେ ବ୍ୟାଟେରୀ ଶୀଘ୍ର ଡ୍ରେନ୍ ହେବାକୁ ଆରମ୍ଭ କରେ । ଏକ ନୂଆ ଲାପଟପ୍ ସଂପୂର୍ଣ୍ଣ ଚାର୍ଜ ହେବା ପରେ ୪ ରୁ ୬ ଘଣ୍ଟା ବ୍ୟାଟେରୀ ବ୍ୟାକଅପ୍ ଦେଇଥାଏ…

କ’ଣ ଏହି ବଦୀମା ଆଇନ?

ନୂଆଦିଲ୍ଲୀ: କଡା ଆଇନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ ୟୁଏଇ। ୟୁଏଇରେ ଶିଶୁମାନଙ୍କ ସୁରକ୍ଷାକୁ ନେଇ ଅନେକ କଡା ଆଇନ ରହିଛି। ଏହି ଆଇନ ଅନୁସାରେ ଉତ୍ତର ପ୍ରଦେଶର ଶାହଜାଦୀଙ୍କୁ ଦୁବାଇରେ ଫାଶୀ ସଜା ଘୋଷଣା ହୋଇଛି। ସେ ବର୍ତ୍ତମାନ ଜେଲରେ ଅଛନ୍ତି। ଏହି କଠୋର ଆଇନର ନାଁ ହେଉଛି ବଦୀମା ଲ ।…

ହନି ଟ୍ରାପର ଆଉ ଶିକାର ହେବେନି ଯବାନ, ପ୍ରସ୍ତୁତ ହେଲା ଏହି ଆପ୍..

ନୂଆଦିଲ୍ଲୀ: ପାକିସ୍ତାନୀମାନେ ଅନେକ ସମୟରେ ଭାରତୀୟ ସୈନ୍ୟମାନଙ୍କୁ ହନି ଟ୍ରାପରେ ଫସାଇ ସେମାନଙ୍କଠାରୁ ଗୁପ୍ତ ସୂଚନା ବାହାର କରିବାକୁ ଚେଷ୍ଟା କରୁଥିବା ମାମଲା ସାମ୍ନାକୁ ଆସିଛି । ଏବେ କିନ୍ତୁ ଭାରତୀୟ ସେନା ଏପରି ଏକ ସଫ୍ଟୱେର୍ ଡିଜାଇନ୍ କରିଛି ଯାହା ଦ୍ୱାରା ଶତ୍ରୁ କେବେବି ଭାରତର…