Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କ’ଣ ଏହି ବଦୀମା ଆଇନ?

ନୂଆଦିଲ୍ଲୀ: କଡା ଆଇନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ ୟୁଏଇ। ୟୁଏଇରେ ଶିଶୁମାନଙ୍କ ସୁରକ୍ଷାକୁ ନେଇ ଅନେକ କଡା ଆଇନ ରହିଛି। ଏହି ଆଇନ ଅନୁସାରେ ଉତ୍ତର ପ୍ରଦେଶର ଶାହଜାଦୀଙ୍କୁ ଦୁବାଇରେ ଫାଶୀ ସଜା ଘୋଷଣା ହୋଇଛି। ସେ ବର୍ତ୍ତମାନ ଜେଲରେ ଅଛନ୍ତି। ଏହି କଠୋର ଆଇନର ନାଁ ହେଉଛି ବଦୀମା ଲ ।…

ହନି ଟ୍ରାପର ଆଉ ଶିକାର ହେବେନି ଯବାନ, ପ୍ରସ୍ତୁତ ହେଲା ଏହି ଆପ୍..

ନୂଆଦିଲ୍ଲୀ: ପାକିସ୍ତାନୀମାନେ ଅନେକ ସମୟରେ ଭାରତୀୟ ସୈନ୍ୟମାନଙ୍କୁ ହନି ଟ୍ରାପରେ ଫସାଇ ସେମାନଙ୍କଠାରୁ ଗୁପ୍ତ ସୂଚନା ବାହାର କରିବାକୁ ଚେଷ୍ଟା କରୁଥିବା ମାମଲା ସାମ୍ନାକୁ ଆସିଛି । ଏବେ କିନ୍ତୁ ଭାରତୀୟ ସେନା ଏପରି ଏକ ସଫ୍ଟୱେର୍ ଡିଜାଇନ୍ କରିଛି ଯାହା ଦ୍ୱାରା ଶତ୍ରୁ କେବେବି ଭାରତର…

‘ମୃତ୍ୟକୁମ୍ଭରେ ପରିଣତ ହୋଇଛି ମହାକୁମ୍ଭ’

କୋଲକତା: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, ମହାକୁମ୍ଭ ମୃତ୍ୟୁ କୁମ୍ଭରେ ପରିଣତ ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ଠିକ୍ ଭାବରେ ଆୟୋଯୋଜନ କରାଯାଇନାହିଁ ।…

ସତ୍ୟେନ୍ଦ୍ର ଜୈନଙ୍କ ବଢିଲା ଅଡୁଆ; ମାମଲା ରୁଜୁ ପାଇଁ ଅନୁମତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଏକ ବଡ଼ ଝଟକା ଲାଗିଛି । ଏବେ ତାଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଘଟଣାରେ ମାମଲା ରୁଜୁ କରାଯିବ । ଏ ସମ୍ପର୍କରେ, ରାଷ୍ଟ୍ରପତି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମାମଲା ଚଳାଇବା ପାଇଁ ଅନୁମତି ଦେଇଛନ୍ତି…

ଆରମ୍ଭ ହେବାକୁ ଯାଉଛି ୧୦୯ ଆମ୍ବୁଲାନ୍ସ ସେବା

ଭୁବନେଶ୍ଵର: ୧୦୮ ପରେ ଏବେ ରାଜ୍ୟରେ ୧୦୯ ଆମ୍ବୁଲାନ୍ସ ସେବା ଆରମ୍ଭ ହେବାକୁ ଯାଉଛି । ଯଦି କୌଣସି ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୁଏ ତେବେ ତାଙ୍କୁ ହସ୍ପିଟାଲରୁ ଏହି ୧୦୯ ଆମ୍ବୁଲାନ୍ସ ଯୋଗେ ଘରକୁ କିମ୍ବା ଶ୍ମଶାନକୁ ନିଆଯିବ । ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ଆଜି…

ଚାମ୍ପିଅନ୍ସ ଟ୍ରଫି ଟ୍ରେନିଂ କ୍ୟାମ୍ପ ଛାଡିଲେ ଟିମ୍ ଇଣ୍ଡିଆର ଏହି ସଦସ୍ୟ…

ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଛି ବଡ ଝଟକା । ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମୋର୍ନ ମାର୍କେଲ ଭାରତୀୟ ଦଳରେ ବୋଲିଂ ପ୍ରଶିକ୍ଷକଙ୍କ ଦାୟିତ୍ବ ତୁଲାଉଛନ୍ତି । ତେବେ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ମାତ୍ର ଦୁଇ ଦିନ ପୂର୍ବରୁ ସେ ସୋମବାର (୧୭…

କିଟ୍ ମାମଲାରେ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ଯ ସରକାର

ଭୁବନେଶ୍ୱର: କିଟରେ ନେପାଳୀ ଛାତ୍ରୀ ଆତ୍ମହତ୍ଯା ମାମଲାରେ ମଙ୍ଗଳବାର ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ଯ ସରକାର। ସୂଚନା ଅନୁଯାୟୀ ଏହି କମିଟି ୩ ବିଭାଗର ମୁଖ୍ଯଙ୍କୁ ନେଇ ଗଠିତ ହେବ। ଏହି କମିଟିରେ ରହିଛନ୍ତି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ…

କୁଚିଣ୍ଡା ବିଡିଓଙ୍କ ଗାଡି ଧକ୍କାରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ସମ୍ବଲପୁର: ଆଜି(ମଙ୍ଗଳବାର) ବ୍ଲକ ଉନ୍ନୟନ ଅଧିକାରୀଙ୍କ ବଲୋରୋ ଧକ୍କାରେ ଜଣେ ସ୍କୁଟି ଆରାହେୀଙ୍କର ମୃତ୍ୟୁ । କୁଚିଣ୍ଡା ଥାନା ଅଧୀନ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ସ୍କୁଟିର ସମ୍ମୁଖ ଭାଗ  ଚୁରମାର ହୋଇଯାଇଥିଲା। ଘଟଣାସ୍ଥଳରୁ ଶଙ୍କରମୁଣ୍ଡାଙ୍କୁ…

ରାଜ୍ୟର ୨ ହଜାରରୁ ଅଧିକ ଗାଁକୁ ରାସ୍ତା ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଚାଲିଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଅଧିବେଶନ । ଏହି ସମୟରେ, ମଙ୍ଗଳବାର ପୂର୍ବ ସରକାର ଉପରେ ବର୍ଷିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ପୂର୍ବ ସରକାର ଯୋଉ ଡିଣ୍ଡିମ ପିଟପୁଛନ୍ତି ଯେ, ଗତ ୨୫ ବର୍ଷ ଭିତରେ ରାଜ୍ୟ ବହୁତ ଆଗକୁ…

ଅନ୍ଧାରରେ ଚମକୁଥିବା ରିଅଲମିର ଏହି ୨ସ୍ମାର୍ଟଫୋନ୍ ଭାରତରେ ହେଲା ଲଞ୍ଚ..

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ରିଅଲମି କମ୍ପାନୀ ଆଜି P ସିରିଜର ଦୁଇଟି ନୂଆ ସ୍ମାର୍ଟଫୋନ୍, Realme P3 Pro 5G ଏବଂRealme P3x 5G ଭାରତରେ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ ଗୁଡିକରେ କମ୍ପାନୀ ଅନେକ ଦମଦାର୍ ଫିଚର ଦେଇଛି । ଏହା ବ୍ୟତୀତ, ଏହି ଫୋନ୍ ଗୁଡିକ ଅନ୍ଧାରରେ ମଧ୍ୟ ଚମକିବ…