Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାସ୍ତୁ ଅନୁସାରେ ଏପରି କରନ୍ତୁ ଘରର ମୁଖ୍ୟ ପ୍ରବେଶ ଦ୍ୱାର..

ଭୁବନେଶ୍ବର:ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର ନିର୍ମାଣ କଲେ, ଏହା ଘର ପାଇଁ ଏକ ଖୁସିର ଦ୍ବାର ପାଲଟି ଯିବ । ଏଥିପାଇଁ ବାସ୍ତୁ ନିୟମ ଅନୁସାରେ ପ୍ରବେଶ ଦ୍ବାର କରିବା ଆବଶ୍ୟକ । -ମୁଖ୍ୟ ପ୍ରବେଶ ଦ୍ୱାର ସର୍ବଦା ସଫାସୁତୁରା ରଖିବା ଜରୁରୀ। ଏଥିସହ ପ୍ରବେଶ ଦ୍ୱାର…

ବନ୍ତଳାରେ ଫୁଟିଲା ଗୁଳି: ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ଅନୁଗୁଳ: ପୁଣି ଅଶାନ୍ତ ହେଲେ ଅନୁଗୁଳ। ଗୁଳିମାଡ଼ରେ ଲୋକେ ଭୟଭୀତ। ବନ୍ତଳା ଥାନା କହ୍ନେଇ ନଗରଠାରେ ଗୁଳିମାଡରେ ଶଳା ଭିଣୋଇ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁଇ ଗୁରୁତର ହେଲେ ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗର ଅଞ୍ଚଳର ଶିବରାମ ନାଏକ (୨୮) ଏବଂ ବିଷ୍ଣୁ…

ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ସୁରକ୍ଷା ସମୀକ୍ଷା; ଚୂଡ଼ାନ୍ତ ହେଲା କାର୍ଯ୍ୟସୂଚୀ

ଭୁବନେଶ୍ୱର: ମହାଶିବରାତ୍ରୀ ଉତ୍ସବରେ ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରର ମହାଦୀପ ରାତି ୧୦ଟା ରେ ଉଠିବ । ଏନେଇ ସୋମବାର ସ୍ୱତନ୍ତ୍ର ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଆଇନ ମନ୍ତ୍ରୀ ପୃଥ୍ବୀ ରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ଏହି…

ଖୁବ ଶୀଘ୍ର ଶୁଖିଯିବ ଗଙ୍ଗା !

ନୂଆଦିଲ୍ଲୀ : ସତ ହେବ କି ପୁରାଣ ? ଶୁଖିଯିବ କି ଗଙ୍ଗା ? ପ୍ରୟାଗରାଜରେ ଗଙ୍ଗା- ଯମୁନା ସଙ୍ଗମରେ ଚାଲିଛି ମହାକୁମ୍ଭ। ଏବେ ସୁଦ୍ଧା ୪୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ସେଠାରେ ବୁଡ ପକାଇ ସାରିଲେଣି। ଏହାରି ଭିତରେ ପ୍ରଶ୍ନ ଉଠୁଛି, ୨୦୫୦ ବେଳକୁ ଶୁଖିଯିବ କି ଗଙ୍ଗା ? ୟୁନାଇଟେଡ଼ ନେସନର ଏକ…

୧୦ବର୍ଷ ପରେ ଭାରତ ଗସ୍ତରେ କତାରର ଅମୀର; କୋଳାଗ୍ରତ କରି ସ୍ବାଗତ କଲେ ମୋଦୀ

ନୂଆଦିଲ୍ଲୀ: କତାରର ଅମିର ଶେଖ ତମିମ ବିନ ହମାଦ ଅଲଥାନି ଦୁଇ ଦିବସୀୟ ଭାରତ ଗସ୍ତରେ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କତାରର ଅମିରଙ୍କୁ ବିମାନବନ୍ଦରରେ କୋଳାଗ୍ରତ କରି ସ୍ବାଗତ କରିଛନ୍ତି। ଏହାପୂର୍ବରୁ ସେ ୨୦୧୫ରେ ଭାରତକୁ ଆସିଥିଲେ । ଏହି ଗସ୍ତରେ କତାର ଅମିରଙ୍କ ସହ…

ବଜେଟକୁ ନବୀନଙ୍କ ସମାଲୋଚନା; ରାଜ୍ୟ ବିକାଶରେ ଫେଲ୍ ମାରିଛି ଡବଲ ଇଞ୍ଜିନ ସରକାର

ଭୁବନେଶ୍ୱର: ସୋମବାର ବିଧାନସଭାରେ ୨୦୨୫-୨୬ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ରହିଛି ଚଳିତ ବଜେଟ୍ । ରାଜ୍ୟ…

ବଜେଟରେ ଓଡିଆ ଅସ୍ମିତା: ମହାପୁରୁଷଙ୍କ ସମ୍ମାନରେ ପ୍ରତିଷ୍ଠା ହେବ ସ୍ମାରକୀ ଓ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ରାଜ୍ୟ ବଜେଟ୍‌ ୨୦୨୫-୨୬ ଉପସ୍ଥାପନ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବଜେଟରେ ଓଡ଼ିଆ ଅସ୍ମିତା ପାଇଁ ବ୍ୟୟ ବରାଦ କରାଯାଇଛି । ଆଗାମୀ ଆର୍ଥିକ ବର୍ଷ ପାଇଁ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ…

କିଟରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା; ହସ୍ତକ୍ଷେପ କଲେ ନେପାଳ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: କିଟ୍‌ କ୍ୟାମ୍ପସ୍ ହଷ୍ଟେଲରେ ଜଣେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଛାତ୍ରକୁ ଗିରଫ କଲା ପୋଲିସ । ଛାତ୍ର ଜଣକ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ବୋଲି ଜଣାପଡିଛି । ସେ ଖସି ପଳାଇବାକୁ ଉଦ୍ୟମ କରିବା…

ଓଡିଶା ବଜେଟ୍; ଶିକ୍ଷା ପାଇଁ ୩୧୧୮୫.୪୭ କୋଟି ବ୍ୟୟବରାଦ

ଭୁବନେଶ୍ୱର: ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଏଥର ବଜେଟ୍ ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଥିବା ବେଳେ ଶିକ୍ଷାକ୍ଷେତ୍ରରେ ୩୧୧୮୫.୪୭ କୋଟି ଟଙ୍କା ବ୍ୟୟ ବରାଦ…

ଶ୍ରୀଜଗନ୍ନାଥ ଯୋଜନା: ଗରିବ ଭକ୍ତମାନେ ମାଗଣାରେ କରିବେ କାଳିଆ ଦର୍ଶନ

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିର ନୂଆ କରି ବଜେଟରେ ଶ୍ରୀଜଗନ୍ନାଥ ଯୋଜନା ଯୋଡି ହୋଇଛି। ଏନେଇ ବଜେଟରେ ୩୦ କୋଟି ଟଙ୍କା…