Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜି ଭାରତରେ ଲଞ୍ଚ ହେଲା Vivo V50; ରହିଛି ଦମଦାର୍ ଫିଚର

ନୂଆଦିଲ୍ଲୀ: ଆଜି ଭିଭୋ ଭାରତରେ ନିଜର ନୂତନ ସ୍ମାର୍ଟଫୋନ୍ ଲଞ୍ଚ କରିଛି, ଯାହାର ନାମ ଭିଭୋ V50 । କମ୍ପାନୀ ଏଥିରେ ZEISS Co-Engineered କ୍ୟାମେରା ଦେଇଛି । ଏହି ଫୋନକୁ ଅଧ ଘଣ୍ଟା ପାଣିରେ ରଖିଲେ ବି ଏହା ଖରାପ ହେବ ନାହିଁ । ଏହାର ଅର୍ଥ ବର୍ଷାରେ ମଧ୍ୟ ଆପଣ ଆରମରେ ଏହାକୁ ବ୍ୟବହାର…

୨୦୨୫-୨୬ ବଜେଟ୍‌: ଜାଣନ୍ତୁ କେଉଁ ଯୋଜନା ପାଇଁ କେତେ

ଭୁବନେଶ୍ଵର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟରେ ଏଥର ମୁଖ୍ୟମନ୍ତ୍ରୀ ଅନେକ ନୂଆ ଯୋଜନା ଆଣିଛନ୍ତି । ବଜେଟରେ ଆଗାମୀ ଆର୍ଥିକବର୍ଷ ଲାଗି ବିଭିନ୍ନ କ୍ଷେତ୍ର ପାଇଁ ବ୍ୟୟବରାଦ କରାଯାଇଛି । ହସ୍ତତନ୍ତ ଓ ବୟନ ପାଇଁ ୧୨୨ କୋଟି…

ରାଜ୍ୟ ବଜେଟ୍‌ ୨୦୨୫-୨୬: କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଉତ୍କୃଷ୍ଟ…

ବଜେଟରେ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ବ୍ୟୟ ବରାଦ

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ କରିଛନ୍ତି । ଏହି ଅବସରରେ ସୁଭଦ୍ରା ଯୋଜନାକୁ ନେଇ ବଜେଟ୍ ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥର ବଜେଟ୍ ରେ ୧୦ ହଜାର ୧୪୫ କୋଟି ବ୍ୟୟ ବରାଦ କରାଯାଇଥିବା…

ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ; ୪ ଲେନ୍ ହେବ ସବୁ ରାଜ୍ୟ ରାଜପଥ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୋମବାର ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ରାଜ୍ୟରେ ପରିବହନ ବ୍ୟବସ୍ଥା ଉପରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଥିବା ସମସ୍ତ ରାଜ୍ୟ ରାଜପଥଗୁଡ଼ିକୁ ୪ ଲେନ୍‌ ବିଶିଷ୍ଟ କରାଯିବ । ଏହା ସହିତ ନୂଆ କରି ୩ ହଜାର…

ରାଜ୍ୟ ବଜେଟ୍‌ ୨୦୨୫-୨୬: ହୀରାକୁଦ ଡ୍ୟାମ୍‌ ନବୀକରଣ ପାଇଁ ୮୫୦ କୋଟି

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସୋମବାର ବିଧାନସଭାରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ ବଜେଟରେ ୨ ଲକ୍ଷ ୯୦ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି । ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ବ୍ୟୟ ଅଟକଳ…

ୟୁରୋପ ଉପରେ ଅସନ୍ତୁଷ୍ଟ ଟ୍ରମ୍ପ, ଚୀନ ନେବ ଫାଇଦା !

ନୂଆଦିଲ୍ଲୀ: ନିକଟରେ ଜର୍ମାନୀରେ ହୋଇଥିବା ମ୍ୟୁନିଖ ସୁରକ୍ଷା ସମ୍ମେଳନରେ ୟୁରୋପକୁ ନେଇ ତେଢା ଆଭିମୁଖ୍ୟ ଦେଖାଇଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ବେନ୍ସ । ନାଟୋ ରହିବାକୁ ହେଲେ ୟୁରୋପୀୟ ୟୁନିୟନ ଦେଶଗୁଡିକ ସେମାନଙ୍କ ପ୍ରତିରକ୍ଷା ବଜେଟ୍ ବଢାଇବା ଉଚିତ୍ ବୋଲି ସେ କହିଛନ୍ତି । ପୂର୍ବରୁ…

ରାଜ୍ୟ ବଜେଟ୍; ୨ ଲକ୍ଷ ୯୦ ହଜାର କୋଟିର ବ୍ୟୟବରାଦ, କୃଷିକୁ ପ୍ରାଧାନ୍ଯ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ବିଜେପି ସରକାରଙ୍କ ଏହା ଦ୍ୱିତୀୟ ବଜେଟ୍। ଯାହାର ମୋଟ ବ୍ୟୟ ଅଟକଳ ୨.୯୦ ଲକ୍ଷ କୋଟି ଟଙ୍କାରୁ…

ବଢିଲା ଇଗ୍ନୋ ନାମଲେଖା ଅବଧି

ଭୁବନେଶ୍ଵର: ବଢିଲା ଇଗ୍ନୋ ନାମଲେଖା ଅବଧି । ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇଗ୍ନୋ କର୍ତ୍ତୃପକ୍ଷ ଇଗ୍ନୋ ନାମଲେଖା ଅବଧିକୁ ଫେବୃଆରୀ ୨୮କୁ ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆଗ୍ରହୀ ଛାତ୍ରଛାତ୍ରୀମାନେ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର…

ଦିଲ୍ଲୀ ଦଳାଚକଟା ପରେ ଅଣ୍ଟା ଭିଡିଲେ କେନ୍ଦ୍ର ସରକାର: ୬୦ ଷ୍ଟେସନ ଉପରେ ନଜର ରଖିବ ଏଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଦଳାଚକଟା ପରେ ଏବେ ରେଳ ଷ୍ଟେସନ ପାଇଁ କିଛି ନୂଆ ଯୋଜନା ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ନୂଆଦିଲ୍ଲୀ ରେଳ ଷ୍ଟେସନରେ ମହାକୁମ୍ଭ ଭକ୍ତଙ୍କ ପ୍ରୟାଗରାଜ ଅଭିମୁଖେ ଟ୍ରେନ୍ ଧରିବା ସମୟରେ ହଠାତ୍ ଭିଡ଼ ଯୋଗୁଁ ଦଳାଚକଟା ଘଟି ୧୮ ଜଣଙ୍କ ମୃତ୍ୟୁ ହେବା ପରେ କିଛି ଏପରି…